Date: March 30, 2019

Total 28 Posts

ଷ୍ଟ୍ରାଟେଜିକ କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତି ହେଲେ ବାୟୁ ସେନାର ମୁଖ୍ୟ ଏୟାର୍‌ ମାର୍ସାଲ୍‌ ଏନ୍‌ଏସ୍‌ ଢିଲୋଁ

ଆଜି ବାୟୁସେନାର ମୁଖ୍ୟ ଏୟାର୍‌ ମାର୍ସାଲ୍‌ ଏନ୍‌ଏସ୍‌ ଢିଲୋଁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଏବେ ସେ ଫାଇଟର୍‌ ପାଇଲଟ୍‌ରୁ ଷ୍ଟ୍ରାଟେଜିକ କମାଣ୍ଡର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବେ । ଏବେ ଦେଶର ପରାମାଣୁ ଅସ୍ତ୍ରଭଣ୍ଡାର ତାଙ୍କ ଦାୟିତ୍ୱରେ ରହିବ। ଜାଣିରଖନ୍ତୁ ଯେ ପରାମାଣୁ ଅସ୍ତ୍ରଭଣ୍ଡାରର ଚାବି କାଠି ଷ୍ଟ୍ରାଟେଜିକ

କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂହଙ୍କ ନିକଟରେ ଶୁକ୍ରବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପାଖାପାଖି ଅଢ଼େଇ ବର୍ଷ ଯାଏଁ ମାଓ ସଂଗଠନ ସହିତ ଜଡ଼ିତ ରହିବା ପରେ ସିଜୁ କହଁର ଓରଫ ପିଙ୍କି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ନିର୍ବାଚନ ପ୍ରଚାର ପାଇଁ ନବୀନଙ୍କ ସ୍ୱତନ୍ତ୍ର ବସ୍

ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଅଭିନବ ଉପାୟ ଆପଣାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରି ଲୋକଙ୍କ ନିକଟତର ହେବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବସ୍‌ ଆଣିଛନ୍ତି । ଏହି

ପୁଲଓ୍ଵାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗିଲେ ଆତଙ୍କବାଦୀ

ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଘଟିଛି। ପୁଲଓ୍ଵାମାସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ନିକଟରେ କିଛି ଆତଙ୍କବାଦୀ ସିଆର୍‌ପିଏଫ୍‌ ଯବାନଙ୍କର ଏକ ଦଳ ଉପରକୁ ଗ୍ରେନେଡ୍‌ ମାଡ଼ କରିଥିବା ସୂଚନା ରହିଛି। ଏହି ଗ୍ରେନେଡ୍‌ ଆକ୍ରମଣରେ ଜଣେ ଯବାନ ଆହତ

ଚକୋଲେଟ୍ ମିଲ୍କ ସେକ୍

ଶରୀର ସୁସ୍ଥ ରଖିବା ପାଇଁ ପ୍ରତିଦିନ କ୍ଷୀର ପିଇବା ଜରୁରୀ । ମାତ୍ର ପିଲାମାନେ ପ୍ରତିଦିନ କ୍ଷୀର ପିଇବା ପାଇଁ ପସନ୍ଦ କରି ନ ଥାନ୍ତି । ତେବେ ସେମାନଙ୍କୁ କ୍ଷୀର ପିଆଇବା ପାଇଁ ସେଥିରେ କିଛି ନୂଆ ଫ୍ଲେବର ପକାଇ

ପଦ୍ମ ଧରିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ

ଆଜି ସକାଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଓ ତାଙ୍କ ପୁତ୍ର ଅଭିମନ୍ୟୁ ସେଠୀ କେନ୍ଦ୍ରମନ୍ତ୍ରୀ

ଆସନ୍ତାକାଲି ଖୋଲା ରହିବ ସରକାରୀ ବ୍ୟାଙ୍କ

ରବିବାର ଖୋଲା ରହିବ ବ୍ୟାଙ୍କ । ଆସନ୍ତାକାଲି ଅଥାର୍ତ ମାର୍ଚ୍ଚ 31ରେ ଦେଶର ସମସ୍ତ ସରକାରୀ ନେଣଦେଣ କରୁଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଶାଖା ଗୁଡିକ ଖୋଲା ରହିବ । ଏନେଇ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଏକ ନିର୍ଦ୍ଦେଶାନାମା ଜାରି

ବିଜେଡି ଛାଡ଼ିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ

ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ିଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ। ସେ ବିଜେଡିର ପ୍ରାଥମିକ ସଦସ୍ୟ, ଭଦ୍ରକ ଜିଲା ବିଜେଡି ସଭାପତି ପଦରୁ ଇସ୍ତାଫ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ

ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ବିଏସଏଫରୁ ବରଖାସ୍ତ ହୋଇଥିବା ଏହି ଯବାନ

ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍‌)ରୁ ବାହାର ହୋଇଥିବା ଯବାନ ତେଜ୍‌ ବାହାଦୁର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣାସୀରେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି। ରେୱାଡି ନିବାସୀ ତେଜ୍‌ ବାହାଦୁର ଶୁକ୍ରବାର ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାଜନୀତିରେ

ଅନ୍ଧ ବିଶ୍ୱାସ: ଏଠି ମହିଳାଙ୍କୁ ବସ୍ତ୍ର ପିନ୍ଧିବା ମନା

 ବିଭିନ୍ନତାରେ ଭରା ଭାରତ। ଗୋଟିଏ ଦେଶ ହୋଇଥିଲେ ମଧ୍ୟ ଅନେକ ପରମ୍ପରାର ଲୋକେ ବସବାସ କରନ୍ତି ଏଠି।  ରହିଛି ଅନେକ ନୀତିନିୟମ। କେତେକ ସ୍ଥାନରେ ଏହା ଅନ୍ଧ ବିଶ୍ୱାସ ହୋଇଥିଲେ ମଧ୍ୟ ଲୋକେ ଆଜିବି ଏହାକୁ ପାଳନ କରି ଆସୁଛନ୍ତି। ହିମାଚଳ

117 ଶରଣାର୍ଥୀଙ୍କୁ ଉଦ୍ଧାର କଲା ଲିବ୍ୟା ସରକାର

ଲିବ୍ୟା ସରକାର 117 ଶରମାର୍ଥୀଙ୍କୁ ଉଦ୍ଧାର କରିଛି । ଲିବ୍ୟାର ପଶ୍ଚିମ ଉପକୂଳରେ ଥିବା ଅଲ୍‌-ଖାମୋସ ନିକଟରୁ ଲିବିୟାନ୍‌ ଅଥରିଟିଜ୍‌ 117 ଜଣ ଶରଣାର୍ଥୀଙ୍କୁ ଉଦ୍ଧାର କରିଛନ୍ତି। ଆଫ୍ରିକା ବିଭିନ୍ନ ଅଞ୍ଚଳର ଏହି ଅଧିବାସୀମାନେ ଏକ ରବର ବୋଟ୍‌ରେ ଯାଉଥିବା ବେଳେ