latest

Date: March 31, 2019

Total 31 Posts

ଆଉ 6 ମାସ ବଢିଲା ପ୍ୟାନକାର୍ଡ ସହ ଆଧାର ଲିଙ୍କ ସମୟସୀମା

View: 106 କେନ୍ଦ୍ର ସରକାର ପ୍ୟାନକାର୍ଡ ସହ ଆଧାର ଲିଙ୍କ କରିବାର ଶେଷ ତାରିଖକୁ ଆଉ 6 ମାସ ବଢେଇ ଦେଇଛନ୍ତି । ଅର୍ଥାତ ସେପ୍ଟେମ୍ବର 30 ସୁଦ୍ଧା ପ୍ୟାନକାର୍ଡ ସହ ଆଧାର ଲିଙ୍କ୍ କରିହେବ । ଏହି ସମୟସୀମା ଆଜି

9 ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି

View: 197 ବିଜେଡି ଆଜି ସନ୍ଧ୍ୟାରେ 9ଟି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ବିଜେଡିର 9ଟି ବିଧାନସଭା ପ୍ରାର୍ଥୀ ହେଲେ: ବାଲିକୁଦା ଏରସେମା: ରଘୁନନ୍ଦନ ଦାସ

ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

View: 91 ଆସନ୍ତାକାଲି ଉତ୍କଳ ଦିବସ ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ମୁଁ ଏହା ଜାଣି ଆନନ୍ଦିତ ଯେ ଓଡ଼ିଶା ରାଜ୍ୟ, ପ୍ରତ୍ୟେକ ବର୍ଷ ଏପ୍ରିଲ ପହିଲାରେ ଉତ୍କଳ ଦିବସ ପାଳନ କରି

ଆରମ୍ଭ ହେଲା ଝାରସୁଗୁଡ଼ାରୁ ବିମାନ ସେବା

View: 100 ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ାନ-3ରେ ରବିବାର ଦେଶର ରାଜଧାନୀ ନୂଆଦିଲ୍ଲୀ ସମେତ ହାଇଦ୍ରାବାଦ ଓ କୋଲକତାକୁ ବିମାସ ସେବା ଆରମ୍ଭ ହୋଇଛି । ସ୍ପାଇସ ଜେଟ୍‌ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯାଇଛି। ର୍ନିଦ୍ଧାରିତ

ଅବସର ନେଲେ ବିଧାନସଭା ସଚିବ ଅମିୟ ଷଡଙ୍ଗୀ

View: 88 ଓଡ଼ିଶା ବିଧାନସଭାର ସଚିବ ଅମିୟ ଷଡଙ୍ଗୀ ରବିବାର ଅବସର ନେଇଛନ୍ତି। ପୂର୍ବରୁ ଅମିୟଙ୍କର କାର୍ଯ୍ୟକାଳ 2013 ଏପ୍ରିଲ 1 ରୁ 2019 ମାର୍ଚ୍ଚ 31 ମଧ୍ୟରେ 4 ଥର ବଢ଼ିଥିଲା। ତାଙ୍କର କାର୍ଯ୍ୟକାଳ 5ମ ଥର ପାଇଁ ସୁପାରିସ

ଇକ୍ୱାଡୋରରେ 6.2 ତୀବ୍ରତାର ଭୂକମ୍ପ:ସୁନାମୀ ସତର୍କ ସୂଚନା ଜାରି

View: 105 ଦକ୍ଷିଣ ଆମେରିକାର ଇକ୍ୱାଡୋର ତଟବର୍ତ୍ତୀ ଅଞ୍ଚଳରେ ରବିବାର 6.2 ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକା ଭୂ-ତତ୍ତ୍ୱ ସର୍ବେକ୍ଷଣ ବିଭାଗର ସୂଚନା ଅନୁସାରେ ଭୂମିକମ୍ପରେ ତତ୍କାଳ କ୍ଷୟକ୍ଷତିର କୌଣସି ଖବର ମିଳିନାହିଁ। ତେବେ ସୂନାମୀ ନେଇ ସତର୍କ

ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଆଫଗାନୀସ୍ତାନର ଉପରାଷ୍ଟ୍ରପତି: ସୁରକ୍ଷାକର୍ମୀ ମୃତ

View: 91 ଆଫଗାନୀସ୍ତାନର ଉପରାଷ୍ଟ୍ରପତି ଅବଦୁଲ ରସିଦ୍‌ ଦୋସ୍ତମଙ୍କୁ ହତ୍ୟା କରିବା ପାଇଁ ପୁଣି ଉଦ୍ୟମ କରାଯାଇଛି । ଏହି ଆକ୍ରମଣରୁ ଅବଦୁଲ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏଥିରେ ତାଙ୍କର ଜଣେ ବ୍ୟକ୍ତିଗତ ସୁରୁକ୍ଷା କର୍ମୀଙ୍କର ମୃତ୍ୟୁ  ହୋଇଛି । ଦ୍ୱିତୀୟ

ନିର୍ବାଚନ ପରେ ଉପଲବ୍ଧ ହେବ ଓଡ଼ିଆରେ ଟ୍ରେନ ଟିକେଟ

View: 119 ଏପ୍ରିଲ ପହିଲାରୁ ଓଡ଼ିଆରେ ଉପଲବ୍ଧ ହେବ ବୋଲି ରେଳବାଇ ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ଏବେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ ଶେଷ ହେବା ପରେ ଏହା ଆରମ୍ଭ ହେବ

ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ: କଂଗ୍ରେସ ଭବନରେ ଝୁଲିଲା ତାଲା

View: 85 ନିର୍ବାଚନ ସମୟ ପାଖେଇ ଆସିବା ସହିତ ପ୍ରାର୍ଥୀ ତାଲିକା ଘୋଷଣା କରାଯାଉଛି । ତେବେ ଏଥର ପ୍ରାର୍ଥୀ ତାଲିକା ଘୋଷଣା ନେଇ ବହୁ ସମୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଏନେଇ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା

ରାଜନୀତିରେ ଯୋଗ ଦେବେ ମନୋହର ପାରିକରଙ୍କ ଦୁଇପୁଅ

View: 116 କିଛିଦିନ ପୂର୍ବେ ଦେହତ୍ୟାଗ କରିଥିବା ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦୁଇ ପୁଅ ଉତ୍ପଳ ଓ ଅଭିଜାତ ରାଜନୀତି କରିବାର ସବୁଜ ସଙ୍କେତ ଦେଇଛନ୍ତି । ନିଜର ପିତାଙ୍କ ରାଜନୈତିକ ଆଦର୍ଶକୁ ଆଗକୁ ନେବା ପାଇଁ ସେମାନେ