latest

Month: April 2019

Total 843 Posts

ଫନି ପାଇଁ ପୁଣି ଥରେ ଜରୁରୀ ବୈଠକ: ଓଡିଶା ମାଗିଲା 2 ହେଲିକପ୍ଟର

ସାମୁଦ୍ରିକ ଝଡ଼ ଫନି ଉପରେ ତୀକ୍ଷଣ ନଜର ରଖିଛନ୍ତି କେନ୍ଦ୍ର ସରକାର । କିଛି ସମୟପୂର୍ବେ ପୁଣି ଥରେ କେନ୍ଦ୍ର କ୍ୟାବିନେଟ ସଚିବ ପି.କେ.ସିହ୍ନା ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ଆଉ ଏକ ଜରୁରୀ ବୈଠକ ଡାକି ବାତ୍ୟା ମୁକାବିଲା ପ୍ରସ୍ତୁତିର

ବଡ ପରଦାରେ ଆଶାରାମ ବାପୁଙ୍କ ଜୀବନ କାହାଣୀ

ଖୁବଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ବାବା ଆଶାରାମ ବାପୁଙ୍କ ଜୀବନୀ ଉପରେ ନିର୍ମିତ ଚଳଚ୍ଚିତ୍ର। ବଲିଉଡ଼କୁ ‘ଗ୍ୟାଙ୍ଗ୍ସ ଅଫ ୱାସେପୁର’ ଭଳି ହିଟ୍‍ ଚଳଚ୍ଚିତ୍ର ଦେଇଥିବା ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁନୀଲ

ଦୁଷ୍କର୍ମ ମାମଲାରେ ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ ସହ 1 ଲକ୍ଷ ଟଙ୍କା ଜରିମାନା

ଦୁଷ୍କର୍ମ ଅଭିଯୁକ୍ତ ନାରାୟଣ ସାଇଙ୍କୁ ସୁରଟ ସେସନ୍‌ କୋର୍ଟ ମଙ୍ଗଳବାର ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି। ଆତ୍ମଘୋଷିତ ଈଶ୍ୱର ବୋଲି ନିଜକୁ ପରିଚୟ ଦେଉଥିବା ତଥା ଦୁଷ୍କର୍ମ ଅଭିଯୁକ୍ତ ଆଶାରାମ ବାପୁଙ୍କ ପୁଅ ନାରାୟଣ 11 ବର୍ଷ ତଳେ ଜଣେ ମହିଳାଙ୍କୁ

ପୁଲିସ୍‌ ଅଫିସର୍‌ ଲୁକରେ ରାନୀ

ରାନୀ ମୁଖାର୍ଜି ଏବେ ତାଙ୍କ ଫିଲ୍ମ ‘ମର୍ଦ୍ଦାନୀ-2’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ରିପୋର୍ଟ ମୁତାବକ ପ୍ରଥମ ସିଡ୍ୟୁଲ୍‌ ଶୁଟିଂ ପୂରା କରିବା ପରେ ଟିମ୍‌ ଏବେ ଦ୍ୱିତୀୟ ସିଡ୍ୟୁଲ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏ ସବୁ ଭିତରେ ରାନୀ ମୁଖାର୍ଜୀଙ୍କ ପ୍ରଥମ

ଏକାଠି ଦେଖାଦେଲେ ନବୀନ-ଧର୍ମେନ୍ଦ୍ର: ତା’ପରେ କ’ଣ ହେଲା ଜାଣନ୍ତୁ

ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଏକତ୍ର ଯାଉଥିବା ଦେଖାଯାଇଛି। ରାଜ୍ୟର ଦୁଇ ହେଭିୱେଟ୍‌ ନେତା ତଥା ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ

ପାଖେଇ ଆସିଲା ଫନି: ଆସନ୍ତା 6 ଘଣ୍ଟା ମଧ୍ୟରେ ଅତି ଭୟାନକ ହେବ ସାମୁଦ୍ରିକ ବାତ୍ୟା

ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ରିପୋର୍ଟ ଅନୁସାରେ ଫୋନି ଏବେ ପୁରୀଠାରୁ 760 କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ଓ ବିଶାଖାପାଟଣାର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ 560 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇରହିଛି । ଆସନ୍ତା 6 ଘଣ୍ଟା ମଧ୍ୟରେ ଏହା ଏକ ଅତି

ଗୃହିଣୀଙ୍କ ପାଇଁ ଘରକରଣା ଟିପ୍ସ

ଘରକରଣା ଏକ ସାଧାରଣ କାମ ନୁହେଁ। ସେଥିରେ ପୁଣି ଆଜିକାଲିର ବ୍ୟସ୍ତମୟ ଜୀବନ। ସମୟ ଅଭାବରୁ ତରବରିଆ ହୋଇ କାମ କଲାବେଳେ ଅନେକ ସମୟରେ ଘରେ ଥିବା ବହୁ  ଜିନିଷ ଓ ଖାଦ୍ୟପେୟ ନଷ୍ଟ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ଏମିତି କିଛି

ଦିଲ୍ଲୀରେ ନିର୍ବାଚନ କମିସନ୍‌ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ବାଚନ କମିସନଙ୍କୁ ଭେଟିଛନ୍ତି। ନିର୍ବାଚନ କମିସନଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ପାଟକୁରା ନିର୍ବାଚନ ଘୁଂଚାଇବାକୁ କମିସନଙ୍କୁ ଅନୁରୋଧ କରିଛି।

6 ମାଓବାଦୀ ଗିରଫ

ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ସୁରକ୍ଷା କର୍ମୀ ଜଣେ ମହିଳାଙ୍କ ସମେତ 6 ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ 6 ଜଣଙ୍କ ମଧ୍ୟରେ 4 ଜଣ ମାଓବାଦୀଙ୍କୁ ଧରାଇ ଦେବା ପାଇଁ 1 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା।

ସେବନ କରନ୍ତୁ ଏହି 3ଟି ଜିନିଷ, ଶୁଖିଲା କାଶରୁ ପାଇବେ ମୁକ୍ତି

ବଦଳୁଥିବା ପାଗ ଅନୁସାରେ ଲୋକମାନେ ବିଭିନ୍ନ ପ୍ରକାରର ରୋଗ ଘରକୁ ନେଇଆସନ୍ତି । ପ୍ରାୟତଃ ଲୋକମାନେ କାଶ, ଥଣ୍ଡା ଓ ଜ୍ଵର ସମସ୍ୟାରେ ସମ୍ମୁଖୀନ ହୁଅନ୍ତି । ଥଣ୍ଡା କିମ୍ବା ଜ୍ଵରରୁ ଲୋକମାନଙ୍କୁ 2 କିମ୍ବା 3 ଦିନରେ ମୁକ୍ତି ମିଳିଯାଏ