latest

Month: May 2019

Total 743 Posts

5.8% କୁ ଖସିଲା ଜିଡିପି

View: 123 ମୋଦୀ ସରକାର ଶପଥ ନେବାର ଦ୍ଵିତୀୟ ଦିନରେ ଅର୍ଥ ବ୍ୟବସ୍ଥା ମୋର୍ଚ୍ଚାରେ ଆସିଛି ଖରାପ ଖବର। ଆର୍ଥିକ ବର୍ଷ 2018-19ର ଚତୁର୍ଥ ତ୍ରୟୋମାସରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇ 6 ପ୍ରତିଶତରୁ ତଳକୁ ଖସି ଆସିଛି।

ଜୁନ 17ରୁ ବଜେଟ ଅଧିବେଶନ, ଜୁଲାଇ 5ରେ ଉପସ୍ଥାପନ ହେବ ପୂର୍ଣ୍ଣ ବଜେଟ୍

View: 133 ମୋଦି ସରକାର ଆଜି ନିଜର 2ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହିପରି ସଂସଦର

ପ୍ରଥମ ଦିନରେ କୃଷକମାନଙ୍କୁ ଭେଟି ଦେଲେ ମୋଦି

View: 120  ମୋଦି ସରକାର ଆଜି ନିଜର 2ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଦିନରୁ

ବିଶ୍ୱ ତମାଖୁ ବର୍ଜନ ଦିବସ

View: 144 ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଇଂଟରନେଟରେ କରାଯାଇଥିବା ଆକଳନ ଅନୁଯାୟୀ, ଭାରତରେ 48 ପ୍ରତିଶତ ପୁରୁଷ ଓ 20 ପ୍ରତିଶତ ମହିଳା ତମାଖୁ ଜନିତ ଉତ୍ପାଦକୁ ବ୍ୟବହାର

ଜୁନ୍ 15 ରୁ ବନ୍ଦ ରହିବ ଶିମିଳିପାଳ

View: 121 ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷା ଋତୁରେ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ଆସନ୍ତା ଜୁନ୍‌ 15 ତାରିଖରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିବ ବୋଲି ଜଣା ପଡ଼ିଛି ।

ମୋଦିଙ୍କ 2.0ରେ ସହିଦ୍ ପିଲାଙ୍କ ପାଇଁ ପ୍ରଥମ ନିଷ୍ପତ୍ତି

View: 125 ଗତ କାଲି ଶପଥ ଗ୍ରହଣ କରିବା ପରେ ଆଜି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ଏହି ବୈଠକରେ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧିନରେ

ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍

View: 143 ସଂକ୍ଷିପ୍ତ ସ୍କୋର  ପାକିସ୍ତାନ ୧୦୫, ୨୧.୪ ଓଭର: ଫକର ଜମାନ୍ ୨୨, ବାବର ଆଜମ୍ ୨୨, ୱହାବ ରିଆଜ ୧୮, ମହମ୍ମଦ ହଫିଜ୍ ୧୬, ଓଶାନି ଥୋମାସ ୪/୨୭, ଜେସନ୍ ହୋଲ୍ଡର ୩/୪୨, ଆନ୍ଦ୍ରେ ରସେଲ୍ ୨/୪ ।

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

View: 142 ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ। ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ବେଳେ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ଉଭୟଙ୍କୁ ଶୁକ୍ରବାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଉଭୟ

ଭାରତକୁ ଆମେରିକାର ଚେତାବନୀ; ଋଷିଆ ଠାରୁ ଏସ-୪୦୦ କିଣିଲେ ସଂପର୍କ ଖରାପ ହେବ

View: 311 ଭାରତ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଲେ  ଭାରତ-ଆମେରିକା ପ୍ରତିରକ୍ଷା ସଂପର୍କ ଉପରେ ପଡିବ ବୋଲି ଟ୍ରମ୍ପ ପ୍ରଶାସନ ସତର୍କ କରାଇଦେଇଛି । ଆମେରିକାର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତ ଆମେରିକାଠାରୁ ଏସ-୪୦୦ ମିସାଇଲ ସିଷ୍ଟମ

ମୋଦିଙ୍କ ୨.୦ କ୍ୟାବିନେଟ୍‌ର ଚର୍ଚ୍ଚିତ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର

View: 138 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟ୍‌ରେ ଏବେ ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଛନ୍ତି ନୂତନ ବୈଦେଶିକ ମନ୍ତ୍ରୀ ତଥା ସଫଳ କୂଟନୀତିଜ୍ଞ ଏସ୍‌ ଜୟଶଙ୍କର। ପ୍ରଧାନମନ୍ତ୍ରୀ ମୋଦିଙ୍କ ୧.୦ କ୍ୟାବିନେଟ୍‌ରେ ସଫଳ ବୈଦେଶିକ ମନ୍ତ୍ରୀ ରହିଥିବା ସୁଷମା ସ୍ୱରାଜଙ୍କ