Date: May 1, 2019

Total 22 Posts

ସେଲଫି ନେଲା 3 ଜୀବନ

ରେଳ ଆସୁଥିବାବେଳେ ରେଳ ଧାରଣାରେ ସେଲଫି ନେବାର ଦୁଃସାହାସ କରି 3 ଯୁବକ ପ୍ରାଣ ହରାଇଛନ୍ତି। ହରିୟାଣାର ପାନିପଥ ପାର୍କ ନିକଟ ରେଳ ଟ୍ରାକ୍‍ରେ ମଙ୍ଗଳବାର ସେଲଫି ନେଉଥିବା 3 ଯୁବକ ଏକ ଯାତ୍ରୀବାହୀ ଟ୍ରେନ୍‍ରେ କଟି ଜୀବନ ହାରିଛନ୍ତି। ମୃତକଙ୍କ

ଫନି : 11 ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହୃତ

ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଯେପରି କୌଣସି ବାଧା ନ ଉପୁଜେ, ସେଥିପାଇଁ ଭାରତର ନିର୍ବାଚନ କମିଶନ ରାଜ୍ୟର 11ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ

2 ଦିନ ବନ୍ଦ ରହିବ ହାଇକୋର୍ଟ

ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ଆଗାମୀ 2 ଦିନ ଯାଏଁ ହାଇକୋର୍ଟ ବନ୍ଦ ରହିବ। ହାଇକୋର୍ଟ ବନ୍ଦ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କଟକ ବାର ଆସୋସିଏସନ୍‌ ଏବଂ କ୍ରିମିନାଲ କୋର୍ଟ ବାର ଆସୋସିଏନ ପକ୍ଷରୁ ଅନୁରୋଧ କରାଯାଇଥିଲା। ବାର୍‌

ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ

ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ ଏ ସଂପର୍କରେ ଟ୍ଵିଟ କରି ଜଣାଇଛନ୍ତି । ବିଗତ

ଶୁକ୍ରବାର ଅପରାହ୍ନରେ ସ୍ଥଳଭାଗ ଛୁଇଁବ ଫନି

 ଅତି ଭୟଙ୍କର ସାମୁଦ୍ରିକ ମହାବାତ୍ୟା ଫନି ଆସନ୍ତା 3 ତାରିଖ ଶୁକ୍ରବାର ଅପରାହ୍ନ 5 ଟା 30 ମିନିଟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବା ଲାଣ୍ଡଫଲ କରିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପଦ ସେଠୀ ସୂଚନା ଦେଇଛନ୍ତି ।

ଆରମ୍ଭ ହେଲା ସମୁଦ୍ରକୂଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା

ବାତ୍ୟା ‘ଫନି’ର ପ୍ରକୋପକୁ ଦୃଷ୍ଟିରେ ରଖି କ୍ଷୟକ୍ଷତି ହ୍ରାସ କରିବା ଲାଗି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପୂର୍ବାନୁମାନ ଅନୁସାରେ, ‘ଫନି’ ପୁରୀ ନିକଟସ୍ଥ କୌଣସି ସ୍ଥାନରୁ ଲ୍ୟାଣ୍ଡଫଲ କରିବ । ଏହାକୁ

ଫନି ଯୋଗୁଁ 74 ଟ୍ରେନ୍‌ ବାତିଲ

ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶାର ଭୂପୃଷ୍ଠକୁ ସ୍ପର୍ଶ କରିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ 74ଟି ଟ୍ରେନ୍‌ ବାତିଲ କରାଯାଇଥିବା ସୂଚନା ମିଳିଛି। ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନ୍‌ ଗୁଡ଼ିକର ବାତିଲ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ବୁଧବାର

ଫନି ମୁକାବିଲା ପାଇଁ ଜିଲ୍ଲାମାନଙ୍କର ଦାୟିତ୍ୱ ନେବେ 11 ଆଇପିଏସ୍

ଅତି ଭୀଷଣ ବାତ୍ୟାର ରୂପ ନେଉଥିବା ଫନି ଓଡ଼ିଶା ଆଡ଼କୁ ଘଣ୍ଟାକୁ 14କିଲୋମିଟର ବେଗରେ ମାଡ଼ି ଆସୁଛି । ଏବେ ପୁରୀଠାରୁ  620କିଲୋମିଟର ଦୂରରେ ରହିଛି ଫନି । ପରିସ୍ଥିତିର ମୁକାବିଲା ଲାଗି 11ଜଣ ଆଇପିଏସ୍‌ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର  ରିଲିଫ

ଫନି ପାଇଁ ଘୁଞ୍ଚିଲା ବିପିୟୁଟି ପରୀକ୍ଷା

ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଉରକରଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଜି (ବୁଧବାର)ଠାରୁ ଆରମ୍ଭ ହୋଇଥିବା ସମସ୍ତ ପାଠ୍ୟକ୍ରମ ଅନ୍ତର୍ଗତ ଇଭିନ ସେମିଷ୍ଟାର ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଚଳିତ ମେ

ମହାରାଷ୍ଟ୍ରରେ ମାଓବାଦୀ ଆକ୍ରମଣ: 16 ଯବାନ ଶହୀଦ

ମହାରାଷ୍ଟ୍ର ଗଢ଼ଚିରୌଲୀର କୁରଖେଡ଼ାରେ ବୁଧବାର ସୁରକ୍ଷା କର୍ମୀଙ୍କ ଗାଡି ଉପରେ ମାଓବାଦୀଙ୍କ ଆକ୍ରମଣ ଫଳରେ 15 ଜଣ ଯବାନ ଶହୀଦ ହୋଇଥିବା ବେଳେ ଗୁରୁତର ଆହତ ଆଉ ଜଣେ ଯବାନ ଶହୀଦ ହୋଇଛନ୍ତି। ଗଢ଼ଚିରୌଲୀର ଘନ ଜଙ୍ଗଲ ମଧ୍ୟରେ କ୍ୱିକ ରେଶପନ୍ସ

5 ଆଇଏଏସଙ୍କୁ 5 ଜିଲ୍ଲାର ଦାୟିତ୍ୱ: ଡାକ୍ତରଙ୍କ ଛୁଟି ବାତିଲ୍

ସାମୁଦ୍ରିକ ବାତ୍ୟା ଫନିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ତତ୍ପରତା ଦେଖିବାକୁ ମିଳିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଥମେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଏହି ସମୟରେ ହେଉଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯିବା ପରେ ଏବେ