latest

Date: May 2, 2019

Total 42 Posts

ପୁରୀଠାରୁ 285 କିମି ଦୂରରେ ରହିଛି ଫନି

ପୁରୀକୁ ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ବାତ୍ୟା ଫନି । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁରୀର ଆହୁରି ନିକଟତର ହେବାରେ ଲାଗିଛି ବାତ୍ୟା ଫନି । ପୁରୀ ଠାରୁ ବର୍ତ୍ତମାନ ସମୟରେ 285 କିମି ଦୂରରେ ରହିଛି ବାତ୍ୟା ।

ସଚେତନତା ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବ ବିଜେପି

ଓଡିଶାରେ ସମ୍ଭାବ୍ୟ ଫୋନି ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଜେପି କାର୍ଯ୍ୟକର୍ତାମାନେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ । ନିଜ ନିଜ ଅଂଚଳର  କାର୍ଯ୍ୟକର୍ତାମାନେ ସଜାଗ ରହି ଲୋକଙ୍କୁ ସର୍ତକ କରାଇବେ । ଏଥି ସହ

ସୁଦର୍ଶନଙ୍କ ବାଲୁକା କଳାରେ ସ୍ଥାନ ପାଇଲା ଫନି

ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଫନି’କୁ ନେଇ ଏବେ ସମଗ୍ର ଓଡ଼ିଶାବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ‘ଫନି’ ପୂର୍ବରୁ ଓଡ଼ିଶାବାସୀ ବିଗତ ତିନି ବର୍ଷ ମଧ୍ୟରେ ଅନ୍ୟ ଦୁଇଟି ଚକ୍ରବାତ ‘ଫାଇଲିନ୍‌’ ଓ ‘ତିତ୍‌ଲି’କୁ ମଧ୍ୟ ସାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଣିପାଗ ବିଶାରଦମାନେ

ଫନି ପ୍ରଭାବରେ ଯୁକ୍ତ ଦୁଇ ଖାତା ଦେଖା ବନ୍ଦ

ଓଡିଶା ଆଡକୁ ମାଡି ଆସୁଛି ସାମୂଦ୍ରିକ ଝଡ ଫନି । ଏହା ପୁରୀଠାରୁ ଆଉ ପ୍ରାୟ 320 କିମି ଦୂରରେ ରହିଛି । ଆସନ୍ତା କାଲି ଦିନ 10 ଟାରେ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ । ଏହି ସମୟରେ 170

ଫନି: ରେଳବାଇ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର ଜାରି

ସାମୁଦ୍ରିକ ଝଡ଼ ‘ଫନି’ ମେ’ ମାସ 3 ତାରିଖରେ ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ ଗୁରୁବାର ହେଲପ୍‌ଲାଇନ୍‌ ଜାରି କରାଯାଇଛି। ନିମ୍ନରେ ଦିିଆଯାଇଥିବା ହେଲପ୍‌ଲାଇନ୍‌ ନମ୍ବର ଜରିଆରେ ଲୋକେ ଟ୍ରେନ୍‌ ଚଳାଚଳ ଜନିତ ସୂଚନା ପାଇପାରିବେ। 

ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର କୁଞ୍ଜମ ମୃତ

ଛତିଶଗଡ଼ ଦାନ୍ତେଓ୍ଵାଡ଼ାର ଘଞ୍ଚ ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିଥିବା ଏକ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡରକୁ ଆଜି ନିପାତ କରିଛନ୍ତି ସୁରକ୍ଷା ବାହିନୀର ଯବାନମାନେ। ସୁରକ୍ଷା ବାହିନୀର ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡରର ନାମ ହେଉଛି ମାଡଭୀ ମୂୟା

କେରଳ କଲେଜରେ ବୁର୍ଖା ପରିଧାନ ନିଷିଦ୍ଧ

ଶ୍ରୀଲଙ୍କା ଭଳି ଭାରତରେ ବୁର୍ଖା ପରିଧାନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଶିବସେନା ଓ ହିନ୍ଦୁ ସେନା ଭଳି ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି। ଏହା ମଧ୍ୟରେ କେରଳର ଏକ କଲେଜ ବୁର୍ଖା ପରିଧାନକୁ ନିଷିଦ୍ଧ କରିଛି। ମୁସଲମାନ ଛାତ୍ରୀମାନେ ବୁର୍ଖା

କାଲି ସକାଳ 8 ରୁ 10ଟା ମଧ୍ୟରେ ହେବ ଲାଣ୍ଡଫଲ୍: ଘରୁ ନ ବାହାରିବାକୁ ସତର୍କ ସୂଚନା

ସାମୁଦ୍ରିକ ଝଡ଼ ‘ଫନି’ ମେ’ ମାସ 3 ତାରିଖ ପୂର୍ବାହ୍ନ 8 ରୁ 10 ଟା ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 170 ରୁ 180 କିଲୋମିଟର ରହିପାରେ। ତେଣୁ ବିପଦ ଥିବାରୁ ଘରୁ

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ: ଶୀର୍ଷ 2 ସ୍ଥାନରେ 5 ଝିଅ

କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ମୋଟ 500 ରୁ 499 ନମ୍ବର ରଖି ଦୁଇଟି ଝିଅ ପ୍ରଥମ ସ୍ଥାନରେ ଅଛନ୍ତି। ସେହିପରି 3 ଜଣ ଝିଅ 500 ରୁ

ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆରମ୍ଭ

 ସାମୁଦ୍ରିକ ଝଡ଼ଫୋନି ପ୍ରଭାବରେ ପୁରୀ ସମେତ କେତୋଟି ଜିଲାରେ ବର୍ଷା ଆରମ୍ଭ ହୋଇଗଲାଣି। ଗଜପତି, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଭୁବନେଶ୍ୱରରେ ବର୍ଷା ହେଉଥିବା ଜଣାପଡ଼ିଛି। ଫନୀ ପ୍ରଭାବରେ ଗୁରୁବାର ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲାରେ ପ୍ରବଳ ବର୍ଷା

ଫୋନି’ ମୁକାବିଲା : ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

 ଫୋନିର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିଛନ୍ତି  ।  ଏହି ବୈଠକରେ କ୍ୟାବିନେଟ୍‌ ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ, ଆଇଏମ୍‌ଡି, ଏନ୍‌ଡ଼ିଆରଏଫ୍‌ର ବରିଷ୍ଠ ଅଧିକାରୀ  ସାମିଲ ଥିଲେ  । ବାତ୍ୟା ଆଶଙ୍କା ଥିବା