latest

Date: May 2, 2019

Total 42 Posts

କାଲି ସକାଳ ୧୦ଟା ଭିତରେ ଲ୍ୟାଣ୍ଡଫଲ୍‌ !

ଓଡ଼ିଶା ଆଡ଼କୁ ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’।  ଏହା ପୁରୀଠାରୁ 360 କିମି ଦୂରରେ ରହିଛି ଏବଂ ଘଣ୍ଟାପ୍ରତି 16 କିମି ବେଗରେ ଆଗେଇ ଆସୁଛି। ଆସନ୍ତାକାଲି ସକାଳ 10ଟାରୁ 12ଟା ପରେ ଯେକୌଣସି ମୁହୂର୍ତ୍ତରେ ଏହା ସ୍ଥଳଭାଗ ଛୁଇଁବ।

ପୁରୀ ଠାରୁ 360 କି. ମି. ଦୂରରେ ଫନି

ସାମୁଦ୍ରିକ ବାତ୍ୟା ‘ଫନି’ ଏବେ ପୁରୀ ଠାରୁ ପ୍ରାୟ 360 କିଲୋମିଟର ଦୂରରେ ଥାଇ ଘଣ୍ଟା ପ୍ରତି 16 କିଲୋମିଟର ବେଗରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଶୁକ୍ରବାର ମଧ୍ୟାହ୍ନ ପରେ ବାତ୍ୟା ପୁରୀ ନିକଟବର୍ତ୍ତୀ ସାତପଡ଼ା ପାଖରେ ସ୍ଥଳଭାଗକୁ ପ୍ରବେଶ

ଫନି ପାଇଁ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ବାତ୍ୟା ଫନିରେ ଭୟଭୀତ ନ ହେବା ପାଇଁ ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ଓଡିଶାରେ ପହଂଚିଲେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍

ଓଡିଶା ମୁହାଁ ହେଉଛି ବାତ୍ୟା ଫନି । ଧୀରେ ଧୀରେ ଏହା ତାଣ୍ଡବ ରୂପ ଧାରଣ କରୁଛି । ଘଂଟାକୁ ପ୍ରାୟ 22 କିମି ବେଗରେ ଆସୁଥିବା ଏହି ସାମୁଦ୍ରିକ ଝଡର ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ହୋଇ ଗଲେଣି

ଫନି ପାଇଁ ଅସ୍ତରଙ୍ଗରେ ହାଇଆଲର୍ଟ

ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରକୋପରୁ ଲୋମାନଙ୍କୁ ନିରାପଦ ରଖିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଚାରି ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଗୁରୁବାର ସକାଳେ ତହସିଲଦାର ଅଶୋକ ସ୍ୱାଇଁ ଆଦେଶ ଦେଇଛନ୍ତି। ବୁଧବାର ଅପରାହ୍ଣରେ ହାଇଆଲର୍ଟ ଜାରି କରାଯିବା ପରେ ଓଡ୍ରାଫ୍ଟ ଟିମ୍‌