latest

Date: May 3, 2019

Total 5 Posts

ବାତ୍ୟା ଆଶ୍ରୟସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ

View: 188 ପଟ୍ଟାମୁଣ୍ଡାଇ   ଅଂଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ   ହୋଇ ଥିବା ଜଣାପଡିଛି l    ଗତକାଲିଠାରୁ ପୁରୀ ସମେତ ଅନ୍ୟାନ୍ୟ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରୁ ପ୍ରାୟ ୧୦ ଲକ୍ଷ ୮୫ ହଜାର ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ପୁରୀରେ

ଫୋନି ପ୍ରଭାବ: ‍ଗୋପାଳପୁରରେ ପ୍ରବଳ ବର୍ଷା ଓ ପବନ

View: 180 ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସବୁଠୁ ଅଧିକ ବର୍ଷା ହୋଇଛି ଗୋପାଳପୁରରେ। ଅନୁଯାୟୀ, ଏଠାରେ 160 ମିଲିମିଟର ବର୍ଷା ହୋଇଥିବା ବେଳେ ଘଣ୍ଟାପ୍ରତି 105 କିଲୋମିଟର ବେଗରେ ପବନ ବହୁଛି। ‘ଫୋନି’ ପୁରୀରେ

ପେଣ୍ଠକଟା ବସ୍ତିରେ ପଶିଲା ପାଣି

View: 256 ଶୁକ୍ରବାର ସକାଳୁ ଉଗ୍ର ରୂପ ଧାରଣ କରିଛି ସାମୁଦ୍ରିକ ଝଡ଼ ‘ଫନି’ l ପେଣ୍ଠକଟା ବସ୍ତିକୁ ସମୁଦ୍ର ଜୁଆର ମାଡି ଆସିଛି। ପେଣ୍ଠକଟା ବସ୍ତିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି।  ପୁରୀରେ ଘଣ୍ଟାପ୍ରତି ପବନର ବେଗ

ପୁରୀଠାରୁ 60 କିମି ଦୂରରେ ଫନି, ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

View: 211 ପୁରୀ ସମେତ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଏବ ପ୍ରବଳ ବର୍ଷା ଓ ପବନ ଜାରି ରହିଛି । ତେବେ ବାତ୍ୟାର ଆଖି ଏବେ ବି ପୁରୀଠାରୁ ପ୍ରାୟ 60 କିଲୋମିଟର ଦୂରରେ ରହିଥିବା ଅନୁମାନ କରାଯାଉଛି । ଗୋପାଳପୁରରେ

ପୁରୀରେ 175 ବେଗରେ ବୋହିଛି ପବନ, ଉପୁଡି ପଡ଼ିଲା ଶତାଧିକ ଗଛ

View: 182 ଫନି’ ପ୍ରଭାବରେ ଘଣ୍ଟାପ୍ରତି ପବନର ବେଗ 175 କିଲୋମିଟରରେ ବୋହିଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ଫଳରେ ଶତାଧିକ ଗଛ ଉପୁଡି ପଡ଼ିଛି। ବିଶେଷ କରି ସମୁଦ୍ର କୂଳଠାରୁ ଅଳ୍ପ