latest

Date: May 10, 2019

Total 28 Posts

ଶ୍ରୀମନ୍ଦିର ମରାମତି ପାଇଁ ଆଇଓସିଏଲ ଦେଲା 5 କୋଟି ସହାୟତା

View: 83  ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ‘ଫନି’ଜନିତ କ୍ଷୟକ୍ଷତି ପୁନରୁଦ୍ଧାର ପାଇଁ ଭାରତୀୟ ତୈଳ ନିଗମ(ଆଇଓସିଏଲ)ପକ୍ଷରୁ 5କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ନିଗମର ମୁଖ୍ୟ ମହାପ୍ରବନ୍ଧକ ଶୁଭଜିତ ଘୋଷ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସାକ୍ଷାତ

ଏହି ଖେଳାଳି ଆଜିକାଲିର ବୀରେନ୍ଦ୍ର ସେହେଓ୍ଵାଗ୍‌ !

View: 99 ଯେତେବେଳେ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିଥାନ୍ତି, ତାଙ୍କୁ ପୂର୍ବତନ ଖେଳାଳିଙ୍କ ସହିତ ତୁଳନା କରାଯାଇଥାଏ। ଯୁବ ଖେଳାଳିଙ୍କ ଶୈଳୀ ଓ ଲୁକ୍‌କୁ ନେଇ ଏହି ତୁଳନା କରାଯାଇଥାଏ। ଭାରତୀୟ କ୍ରିକେଟ୍‌ରେ ମଧ୍ୟ ଆଜିକାଲି ୨ ଜଣ ଯୁବ

ଇଣ୍ଡିଆସ୍‌ ଡିଭାଇଡର ଇନ୍‌ ଚିଫ୍‌’ ମୋଦି: ଆମେରିକୀୟ ପତ୍ରିକା ‘ଟାଇମ୍’

View: 107 ବହୁଚର୍ଚ୍ଚିତ ଆମେରିକୀୟ ପତ୍ରିକା ‘ଟାଇମ୍’ର କଭର ଷ୍ଟୋରୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ  ବର୍ତ୍ତମାନ ବିବାଦ ଘେରକୁ ଆସିଛି। ଏଥିରେ ଗେରୁଆ ଉତ୍ତରୀୟ ପିନ୍ଧିଥିବା ମୋଦିଙ୍କର ଏକ ଚିତ୍ର ରହିଛି ଏବଂ ତାଙ୍କୁ ‘ଇଣ୍ଡିଆସ୍‌ ଡିଭାଇଡର ଇନ୍‌

ୱାର୍ଡରଙ୍କ ବାଇକ୍‌ ଧରି କଏଦୀ ଚମ୍ପଟ

View: 112 କନ୍ଧମାଳ ଜିଲ୍ଲା କାରାଗାରରୁ ଜଣେ କଏଦୀ  ୱାର୍ଡରଙ୍କ ବାଇକ୍‌ ଧରି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଆଜି ଏନେଇ ଫୁଲବାଣୀ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି ଫେରାର କଏଦୀର ନାଁ ଗୋପୀନାଥ ନାୟକ।  ଗତକାଲି ସନ୍ଧ୍ୟାରେ ସେ କୌଣସି

ସର୍ବ ସମ୍ମୁଖରେ ଆତ୍ମହତ୍ୟା କରିଦେବି’: ଗମ୍ଭୀର

View: 194 ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ତୁ,ତୁ-ମେଁ,ମେଁ ବଢିବାରେ ଲାଗିଛି । ପୂର୍ବ ଦିଲ୍ଲୀରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଆତିଶି ମାର୍ଲେନଙ୍କ ପ୍ରତି ଆଶାଳୀନ ପୋଷ୍ଟର ବଣ୍ଟା ପ୍ରସଙ୍ଗ ନେଇ ଏହି ତିକ୍ତତା ଆରମ୍ଭ ହୋଇଛି

ରାଫେଲ ପୁନର୍ବିଚାର ରାୟ ସଂରକ୍ଷିତ

View: 85 ରାଫେଲ ରାୟର ପୁନର୍ବିଚାର ସଂପର୍କିତ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ ଏହା ସହିତ ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା ମାନହାନୀ ମକଦ୍ଦମା ସଂପର୍କିତ ରାୟକୁ ମଧ୍ୟ ସଂରକ୍ଷିତ ରଖିଛନ୍ତି । ଏହାପୂର୍ବରୁ ଆବେଦନକାରୀ

ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡିଶାର ପୁନଃନିର୍ମାଣ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

View: 85 ବାତ୍ୟା ଫୋନିର ତାଣ୍ଡବରେ ଧିରେଧିରେ ସ୍ଥିତି ସୁଧୁରୁଥିଲେ ମଧ୍ୟ ଲୋକମାନଙ୍କ ମନରେ ଉଦାସ ଭାବ ପରିଲକ୍ଷିତ ହେଉଛି । ଏହାକୁ ନଜରରେ ରଖି ରାଜ୍ୟବସୀଙ୍କୁ ଦୃଢତାର ସହ ପରିସ୍ଥିତି ମୁକାବିଲା କରିବାକୁ ପ୍ରେରଣା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଲାଇଭ ଷ୍ଟଣ୍ଟ : ଯୁବତୀ ଖାଉଥିଲେ ଜୀବିତ ଅକ୍ଟୋପସ୍‌, ଟାଣି ଆଣିଲା ଆଖି

View: 121 ଚାଇନା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବତୀ ଲାଇଭରେ ଥାଇ ଏକ ଜୀବିତ ଅକ୍ଟୋପସ୍‌କୁ ଖାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।  ହେଲେ ଯୁବତୀ ଜଣକ ଏକ ବଡ଼ ଦୁର୍ଘଟଣାରୁ

ପୁଣି ଥରେ ଚାଲିଲା ମେମୁ ଟ୍ରେନ୍‌

View: 76 ବାତ୍ୟା ଯୋଗୁଁ ବାତିଲ ଥିବା ପୁରୀ-ଅନୁଗୁଳ ଏବଂ ପୁରୀ-ତାଳଚେର ମେମୁ ଟ୍ରେନ୍‌ ଶୁକ୍ରବାର ଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି। ଏହି ଟ୍ରେନ୍‌ ଚାଲିବା ଦ୍ୱାରା ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସାଧାରଣ ଯାତ୍ରୀଙ୍କୁ

ଶନିବାର ଓ ରବିବାର ସରକାରୀ ଛୁଟି ବାତିଲ କଲେ ମୁଖ୍ୟମନ୍ତ୍ରୀ

View: 174 ବାତ୍ୟା ଫୋନି ପରର ସ୍ଥିତି ସୁଧାରିବାକୁ ସରକାରୀ ଛୁଟି ବାତିଲ କଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ଫୋନି ପ୍ରଭାବିତ ଜିଲ୍ଲା କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ଏ ମାସର ଦ୍ୱିତୀୟ ଶନିବାର ଓ ରବିବାର ଅର୍ଥାତ ମେ’ ୧୧

ସୁଧହାର କମାଇଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

View: 85 ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର 0.05 ପ୍ରତିଶତ ବା 5 ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ