Date: May 11, 2019

Total 25 Posts

ଆସନ୍ତା 21ରୁ ଖୋଲିବ ନନ୍ଦନକାନନ

ବାତ୍ୟା ଫୋନି ପରଠାରୁ ଭୁବନେଶ୍ୱରରେ ଥିବା ବିଭିନ୍ନ ଉଦ୍ୟାନ ବନ୍ଦ ରହିଛି । ଉଦ୍ଭିତ ଉଦ୍ୟାନ ଜୟଦେବ ବାଟିକା, ପ୍ରାଣୀ ଉଦ୍ୟାନ ନନ୍ଦନ କାନନ ଓ ଏକାମ୍ର କାନନ ଆଦି ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି । ଏ

କୁକୁଡା ଚାଷୀଙ୍କୁ ମିଳିବ 5000 ଟଙ୍କାର ସହାୟତା : ଏସ୍ଆରସି

କୁକୁଡା ପାଳନ କରିଥିବା ଚାଷୀ ଭାଇମାନଙ୍କର କୁକୁଡା ଫାର୍ମ ଭୟଙ୍କର ସାମୁଦ୍ରିକ ଘୁର୍ଣ୍ଣିଝଡ଼ ଫନି ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ସହାୟତା ମିଳିବ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଷୀ ମାନଙ୍କୁ ମୃତ କୁକୁଡା ପିଛା 50 ଟଙ୍କା ସହାୟତା ମିଳିବ ।

ଫନି ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅତି ଭୀଷଣ ସାମୁଦ୍ରିକ ଝଡ(ବାତ୍ୟା) ଫନି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି । କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମୋଟ୍‌ 1600 କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କରାଯାଇଛି । ଫନିରେ ମରିଥିବା ଗାଈ ଓ

ଫନି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଆସିବେ କେନ୍ଦ୍ରୀୟ ପ୍ରତିନିଧି ଦଳ

ସାମୁଦ୍ରିକ ଝଡ଼ ଫନି ଦ୍ବାରା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ପ୍ରତିନିଧି ଦଳ ରବିବାର  (ଆସନ୍ତାକାଲି) ଓଡ଼ିଶା ଆସୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ଆସୁଥିବା 10ଜଣିଆ ଆନ୍ତମନ୍ତ୍ରଣାଳୟ ପ୍ରତିନିଧି ଦଳ 15

ଆତତାୟୀଙ୍କ ଗୁଳିରେ ମହିଳା ସାମ୍ବାଦିକା ମୃତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ପୂର୍ବାହ୍ନରେ କେତେକ ଅଜ୍ଞାତ ଆତତାୟୀ ଜଣେ ମହିଳା ସାମ୍ବାଦିକାଙ୍କୁ  ବିଚ୍‌ରାସ୍ତା ଉପରେ ଗୁଳି କରି ହତ୍ୟା କରିଛନ୍ତି। ପ୍ରାଣ ହରାଇଥିବା ମହିଳା ସାମ୍ବାଦିକାଙ୍କ ନାମ ମୀନା ମଙ୍ଗଲ। ସେ ଏକ ସ୍ଥାନୀୟ ଟିଭି ଚ୍ୟାନେଲରେ ଉପସ୍ଥାପିକା

ମାଟି ଅତଡ଼ା ଖସି 3 ମୃତ, 2 ଗୁରୁତର

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ଥାନା ଚନ୍ଦକା ପଞ୍ଚାୟତର ଦଳପତି ଗୁଡା କରଞ୍ଜିଗୁଡ଼ା ପାହାଡ଼ରେ ଚୂନମାଟି ଖୋଳିବାକୁ ଯାଇ ମାଟି ଅତଡ଼ା ଖସି 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି।  ମୃତକଙ୍କ ମଧ୍ୟରେ 2 ଜଣ ମହିଳା

ଏଲଓସିରେ ଶାନ୍ତି ନିବେଦନ କଲା ପାକିସ୍ତାନ

ପୁଲୱାମା ଆତଙ୍କୀ ହମ୍‌ଲା ପରେ ପାକିସ୍ତାନ ଓ ଭାରତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ଠାରେ ମୁହାଁମୁହିଁ ହୋଇଥିଲେ। ଏପରି କି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନକୁ ବିଶ୍ୱସ୍ତରରେ ଏକ ଘରିକିଆ କରିବାକୁ ଭାରତ ଯୋଜନା କରୁଥିବାରୁ

ମହାନଦୀ ଜଳ ବିବାଦ ମାମଲାର ଶୁଣାଣୀ ସ୍ଥଗିତ

ଆଜି ଓଡିଶା-ଛତିଶଗଡ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣୀ ହୋଇପାରି ନାହିଁ । ବାତ୍ୟା ‘ଫନି’ ପାଇଁ ଉଭୟ ରାଜ୍ୟର ବୈଠକ ହୋଇପାରି ନ ଥିବାରୁ ଆଜିର ଶୁଣାଣୀକୁ ସ୍ଥଗିତ ରଖାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣୀ ଜୁଲାଇ 13ରେ ହେବ

ରବିବାର ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ

ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ରବିବାର(ଆସନ୍ତାକାଲି) ମତଦାନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । 2019 ସାଧାରଣ ନିର୍ବାଚନର ଏହି ପର୍ଯ୍ୟାୟରେ 7ଟି ରାଜ୍ୟର 59ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି  ଭୋଟ୍‍ ଗ୍ରହଣ କରାଯିବ। ଉତ୍ତର

ଆରପାରିରେ ବଲିଉଡ୍‌ର ଅଭିନୟ ଗୁରୁ ରୋଶନ ତନେଜା

ବଲିଉଡ୍‌ର ଅଭିନୟ ଗୁରୁ ରୋଶନ ତନେଜାଙ୍କ 87 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ରୋଶନଙ୍କ ପୁଅ ରୋହିତ ଏହି ସୂଚନା ଦେଇଛନ୍ତି। ସେ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ। ଶୁକ୍ରବାର ରାତି ସାଢ଼େ 9ଟାରେ ବାସଭବନରେ ଶୋଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି  । ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ସମୟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଥିବା ସୂଚନା ମିଳିଛି । ବାଲେଶ୍ୱରର ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିଛି। ଟ୍ରେନର