latest

Date: May 12, 2019

Total 25 Posts

ମୁମ୍ବାଇ ଇଣ୍ଡିଆନ୍‌ସ ଆଇପିଏଲ୍‌-୧୨ର ବିଜେତା

View: 120 ମୁମ୍ବାଇ ଇଣ୍ଡିଆନ୍‌ସ  ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ବିଜେତା ହୋଇଛି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ରବିବାର ଚେନ୍ନାଇ ସୁପର କିଙ୍ଗସକୁ ୧ରନ୍‌ରେ ହରାଇ ଆଇପିଏଲ୍‌ରେ ୪ର୍ଥ ଥର ବିଜୟୀ ହୋଇ ଇତିହାସ ରଚିଛି। ପ୍ରଥମ ଇନିଂସରେ

‘ଫୋନି’ ମୃତ୍ୟୁସଂଖ୍ୟା ୬୪ ଛୁଇଁଲା

View: 89  ‘ଫୋନି’ର ବିଭୀଷିକା ପରେ ଓଡ଼ିଶାର ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।  ବାତ୍ୟାର ପ୍ରକୋପ କାରଣରୁ ବର୍ତ୍ତମାନ ସୁଦ୍ଧା ୬୪ ଜଣଙ୍କର ମୃତ୍ୟୁ ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ପୂର୍ବରୁ ମୃତ୍ୟୁ ସଂଖ୍ୟା ୪୩ ବୋଲି କୁହାଯାଇଥିଲା। ସ୍ୱତନ୍ତ୍ର ରିଲିଫ୍‌

ଫନୀ’ ସହାୟତା ୧୬୦୦ କୋଟିର ସ୍ବତନ୍ତ୍ର ପ୍ୟାକେଜ

View: 91 ବାତ୍ୟା ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ଶନିବାର ୧୬୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫସଲ, ଫଳ, ପନିପରିବା, ଗଛଲତା ଏବଂ ଚାଷ ଭିତ୍ତିଭୂମି କ୍ଷତିର ଭରଣା

ମତଦାନ ପରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା

View: 85 2019 ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ l କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ମତଦାନ କରିଛନ୍ତି । ସ୍ୱାମୀ ରବର୍ଟ ଭଦ୍ରାଙ୍କ ସହ ଦିଲ୍ଲୀର ଏକ ବୁଥ୍‌ରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଥିଲା । ତେବେ

୧୩ ସୁଦ୍ଧା ପୁରୀବାସୀଙ୍କୁ ପାଇପ୍‌ ଯୋଗେ ଜଳ ଯୋଗାଣ

View: 81 ସାମୁଦ୍ରିକ ଝଡ଼  ଫୋନିକୁ  10 ଦିନ ବିତିଯାଥିଲେ ମଧ୍ୟ ଏଯାଏଁ ସୁଧୁରିନି ପରିସ୍ଥିତି । ଏବେ ବି ପୁରୀରେ ଲୋକମାନେ ପିଇବା ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ରାଜ୍ୟ ସରକାର ବାତ୍ୟା ପ୍ରଭାବିତଙ୍କ ପାଇଁ

ମେଣ୍ଟ ନେଇ ନବୀନ ପଟ୍ଟନାୟକଙ୍କ ସହ କଂଗ୍ରେସର ଆଲୋଚନା

View: 123 କେନ୍ଦ୍ରରେ ସରକାର ଗଢ଼ିବା ପାଇଁ କଂଗ୍ରେସ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ନେଇ କଥା ହୋଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମାଧ୍ୟମରେ କଂଗ୍ରେସର କେନ୍ଦ୍ରୀୟ ନେତୃବର୍ଗ ଏହି କଥାବାର୍ତ୍ତା କରିଥିବା ଖବର

ପାଣ୍ଠି ସଂଗ୍ରହ ପାଇଁ ୱେବ୍‍ ପୋର୍ଟାଲ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

View: 88 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ବାତ୍ୟା ପରବର୍ତୀ ବିଭିନ୍ନ ପ୍ରକଳ୍ପ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଏକ ୱେବ୍‍ ପୋର୍ଟାଲ ‘ରିବିଲ୍ଡ ଡଟ୍‍ ଓଡିଶା ଡଟ୍‍ ଜିଓଭି ଡଟ୍‍ ଇନ୍‍ (rebuild.odisha.gov.in)ର ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ

ବୋମାମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟ୍

View: 84 ବୋମାମାଡ଼ କରି  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗେଡ଼ଇାପାଲି-ଗୋବିନ୍ଦପୁର ରାସ୍ତାରେ  ଲୁଟ୍ କରିଛନ୍ତି ଦୁର୍ବୃତ୍ତ।  ଘରୋଇ କମ୍ପାନି କର୍ମଚାରୀମାନେ ଟଙ୍କା ନେଇ ଆସୁଥିବା ବେଳେ ୩ଟି ମୋଟର ସାଇକଲରେ ଆସି ବୋମାମାଡ଼ କରିଥିଲେ ୭ ଜଣ ଦୁର୍ବୃତ୍ତ।  ଏହା

ଷଷ୍ଠ ପର୍ଯ୍ୟାୟରେ 59.60% ମତଦାନ

View: 76 ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ 7 ରାଜ୍ୟର 59 ଆସନ ପାଇଁ ସନ୍ଧ୍ୟା 6ଟା 30 ସୁଦ୍ଧା 59.60% ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ 80.13%, ଝାଡ଼ଖଣ୍ଡରେ 64.46%, ହରିୟାଣାରେ 62.12%, ମଧ୍ୟପ୍ରଦେଶରେ 55.4%, ଦିଲ୍ଲୀରେ 55.44% ଏବଂ

ଫନିରେ ଭାଙ୍ଗିଥିବା ଘର ବଦଳରେ ମିଳିବ ପକ୍କା ଘର

View: 80 ଅତି ଭୀଷଣ ସାମୁଦ୍ରିକ ଝଡ ଫନିର ପ୍ରଭାବରେ ନଷ୍ଟ ହୋଇଥିବା ଘର ପାଇଁ ପକ୍କା ଘର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଯେଉଁ ଲୋକଙ୍କର ଘର ଅତି ପ୍ରଭାବିତ ହୋଇଥିବ କି ନଷ୍ଟ

ପୁରୀରେ ବୁଲୁଛି ଭ୍ରାମ୍ୟମାଣ ମୋବାଇଲ୍ ଟାୱାର

View: 87 ବାତ୍ୟା ପରେ ମୋବାଇଲ୍ ନେଟୱାର୍କ କାମ କରୁ ନ ଥିବା ବେଳେ ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଭ୍ରାମ୍ୟମାଣ ନେଟୱାର୍କ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଶେଷ କରି ପୁରୀ, ଭୁବନେଶ୍ୱର