latest

ମୁମ୍ବାଇ ଇଣ୍ଡିଆନ୍‌ସ ଆଇପିଏଲ୍‌-୧୨ର ବିଜେତା

Spread the love

ମୁମ୍ବାଇ ଇଣ୍ଡିଆନ୍‌ସ  ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ବିଜେତା ହୋଇଛି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ରବିବାର ଚେନ୍ନାଇ ସୁପର କିଙ୍ଗସକୁ ୧ରନ୍‌ରେ ହରାଇ ଆଇପିଏଲ୍‌ରେ ୪ର୍ଥ ଥର ବିଜୟୀ ହୋଇ ଇତିହାସ ରଚିଛି।

ପ୍ରଥମ ଇନିଂସରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ମୁମ୍ବାଇ ଇଣ୍ଡିଆନ୍‌ସ ୧୫୦ ରନ୍‌ ଟାର୍ଗେଟ ଦେଇଥିଲା। ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା।

Tags:

Leave a Reply

Your email address will not be published. Required fields are marked *