Date: May 13, 2019

Total 20 Posts

5 ଜିଲ୍ଲାର ଘରୋଇ ସ୍କୁଲକୁ ମାସକର ଫି’ ଛାଡ଼ ପାଇଁ ସରକାରଙ୍କ ଆହ୍ଵାନ

ବାତ୍ୟା କ୍ଷତିଗ୍ରସ୍ତ 5ଟି ଜିଲ୍ଲାରେ ସ୍କୁଲ ଫି’ ଛାଡ଼ କରିବାକୁ ଆଜି ବିଭିନ୍ନ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ବାତ୍ୟାରେ ସର୍ବାଧିକ ପ୍ରଭାବିତ ପୁରୀ, ଖୋର୍ଦ୍ଧା, କଟକ,

ଯାଁଆଳା ଶିଶୁ କନ୍ୟାଙ୍କ ମା’ ହେଲେ ଆଇରନ୍‌ ଲେଡି ଇରମ୍‌ ଶର୍ମିଲା

ମଣିପୁରର ‘ଆଇରନ୍‌ ଲେଡି’ ଭାବେ ସମଗ୍ର ବିଶ୍ୱରେ ପରିଚିତି ଲାଭ କରିଥିବା ସାମାଜିକ କର୍ମୀ ଇରମ୍‌ ଶର୍ମିଲା 46 ବର୍ଷ ବୟସରେ ଗତ ରବିବାର ମାତୃତ୍ୱ ଦିବସ ଅବସରରେ ଏକ ଯାଁଆଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେବା ସହ ସେମାନଙ୍କ ମା’

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ରୀୟ ଟିମ୍‌

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ କେନ୍ଦ୍ର ଟେଲିକମ୍‌ ଓ ବିଦ୍ୟୁତ୍‌ ବିଭାଗର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭେଟି ‘ଫନି’ ପରେ ବାଧାପ୍ରାପ୍ତ ହୋଇଥିବା ଟେଲିକମ୍‌ ସେବା ସଂପର୍କରେ ଆଲୋଚନା କରିଛନ୍ତି। ଟେଲିକମ୍‌ ସେବାର ପୁନରୁଦ୍ଧାର ସଂପର୍କରେ ଆଲୋଚନା କରି

ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ‍ବୁଲିଲା କେନ୍ଦ୍ରୀୟ ଟିମ୍

ଫନି ବିଧ୍ୱଂସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା 11 ଜଣିଆ ଟିମ୍ 2 ଭାଗରେ ବିଭକ୍ତ ହୋଇ ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ

4 ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତିକୁ ମିଳିଲା ମଞ୍ଜୁରୀ

ସୁପ୍ରିମକୋର୍ଟର କଲେଜିୟମ ସୋମବାର 4 ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାସହ କଲେଜିୟମ ଦିଲ୍ଲୀ, ହିମାଚଳ ପ୍ରଦେଶ, ତେଲଙ୍ଗାନା ଏବଂ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ଜଷ୍ଟିସଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।

କୁଖ୍ୟାତ ଆତଙ୍କବାଦୀ ହିଲାଲ ନାଇକୁ ଗିରଫ

ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ପୁଲିସ୍‍ ଜୈଶ-ଇ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ହିଲାଲ ନାଇକୁକୁ ଗିରଫ କରିଛି। ସୂଚନା ଅନୁସାରେ ନାଇକୁ ଅନନ୍ତନାଗ ଜିଲାର ଡୋରୁ ଅଞ୍ଚଳରୁ ଗିରଫ ହୋଇଛି। ତା ନିକଟରୁ ପୁଲିସ୍‍ ବନ୍ଧୁକ ଓ ଗୋଳା, ବାରୁଦ ଜବତ

ବାତ୍ୟା ପ୍ରଭାବିତ ଓଡ଼ିଶାର ଗ୍ରାହକଙ୍କ ପାଇଁ ରିହାତି ଘୋଷଣା କଲା ଆଇଡିବିଆଇ ବ୍ୟାଙ୍କ

ବାତ୍ୟା ଫନି ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡ଼ିଶାର ଲୋକମାନଙ୍କ ସହାୟତା ପାଇଁ କେତେକ ସ୍ବତନ୍ତ୍ର ରିହାତି ଘୋଷଣା କରିଛି ଆଇଡିବିଆଇ ବ୍ୟାଙ୍କ । ଏହା ଅନୁଯାୟୀ ମେ, ଜୁନ ଓ ଜୁଲାଇ ମାସ ପାଇଁ ବିଭିନ୍ନ ଋଣ କିସ୍ତୀ

ପାକିସ୍ତାନକୁ ପୁଣି ଉଡ଼ିବ ଭାରତୀୟ ବିମାନ

ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହେବାର କାରଣରୁ ବେଶ୍‌ କିଛି ଦିନ ଧରି ବନ୍ଦ ରହିଥିବା ଦ୍ୱିପାକ୍ଷିକ ବିମାନ ଉଡ଼ାଣ ପୁଣି ଥରେ ଆରମ୍ଭ ହେବ। ଆସନ୍ତା ମେ 15 ପରେ ପାକିସ୍ତାନ ଏହି ନିଷ୍ପତ୍ତିର ସମୀକ୍ଷା

ଦିଲ୍ଲୀ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଡିଏନ୍‌ ପଟେଲ

ସଂପ୍ରତି ଝାଡ଼ଖଣ୍ଡ ହାଇକୋର୍ଟରେ ବରିଷ୍ଠ ବିଚାରପତି ଥିବା ଜଷ୍ଟିସ୍‌ ଡିଏନ୍‌ ପଟେଲ ହେବେ ଦିଲ୍ଲୀ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଅବସ୍ଥାପିତ ଥିବା ଜଷ୍ଟିସ୍‌ ରାଜେନ୍ଦ୍ର ମେନନ୍‌ ଆସନ୍ତା ମାସରେ ଅବସର ଗ୍ରହଣ

ମାଲକାନଗିରିରେ ଆଇଡି ବିସ୍ଫୋରଣ: ଜଣେ ଯବାନ ଗୁରୁତର

ମାଲକାନଗିରି ସପ୍ତଧାରା ନଦୀ ନିକଟରେ ସୋମବାର ଆଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ସୋମବାରରେ ମାଲକାନଗିରି ଜୟପରର ମାଲକାନଗିରି ମୁଖ୍ୟ ରାସ୍ତା ନିକଟରେ ଥିବା ସପ୍ତଧାରା ନଦୀ ଅଞ୍ଚଳରେ

ବିବାହ ଉତ୍ସବରୁ ଫେରିବା ରାସ୍ତାରେ ଦୁର୍ଘଟଣା: ଗୋଟିଏ ପରିବାରର 6 ମୃତ

ବିବାହ ଘରୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 6 ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ 20ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନେ ହେଲେ ଉତ୍ତର ପ୍ରଦେଶ ମୁରାଦବାଦର