latest

Date: May 15, 2019

Total 23 Posts

ମେଜର ଜେନେରାଲ ଏକେ ଢିଙ୍ଗରା ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର ଅଭିଯାନ ଶାଖା ମୁଖ୍ୟ ନିଯୁକ୍ତ

View: 130 ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର ଅଭିଯାନ ଶାଖା ମୁଖ୍ୟ ଭାବେ ମେଜର ଜେନେରାଲ ଏକେ ଢିଙ୍ଗରାଙ୍କୁ ନିଯୁକ୍ତି ଦିଆଯାଇଛି। ସେନାର ପାରଚ୍ୟୁଟ ରେଜିମେଣ୍ଟ, ନୌସେନାର ମାର୍କୋସ ଏବଂ ବାୟୁ ସେନାର ଗରୁଡ଼ କମାଣ୍ଡୋଙ୍କୁ ନେଇ ସ୍ୱତନ୍ତ୍ର ଅଭିଯାନ ଶାଖା ଗଠନ

10ଟି ଜିଲ୍ଲାର 34ଟି ମତଦାନ କେନ୍ଦ୍ରରେ 19ରେ ସାନି ଭୋଟ

View: 156 ଭାରତୀୟ ନିର୍ବାଚନ କମିଶନ ଓଡ଼ିଶାର 10ଟି ଜିଲ୍ଲାର 34ଟି ଭୋଟ୍‍ ଗ୍ରହଣ କେନ୍ଦ୍ରରେ ପୁନଃମତଦାନ ପାଇଁ ନିର୍ଦ୍ଦେଶ ଦେଇଛି । ଭୁବନେଶ୍ବରଠାରେ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି 10ଟି ଜିଲ୍ଲାର ଭିନ୍ନ ଭିନ୍ନ ବିଧାନସଭା

ଗଠନ ହେଲା ସର୍ଜିକାଲ ଷ୍ଟ୍ରାଇକ୍‌ ସ୍ପେଶାଲ ଫୋର୍ସ

View: 146 ଦେଶର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ଯେ କୌଣସି ପ୍ରକାର ଆହ୍ଵାନକୁ ସମ୍ମୁଖୀନ କରିବା ସହ ନିୟମିତ ବ୍ୟବଧାନରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ଏବଂ ଗୁପ୍ତ ମିଶନକୁ ସାକାର କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌

19 ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କଲା ଭାରତ

View: 112 ଭାରତ ବୁଧବାର 19 ଜଣ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରିଛି। ସେମାନେ ୱାଘା ସୀମା ଦେଇ ସ୍ୱଦେଶକୁ ଫେରିଛନ୍ତି। ସେମାନେ ଗୁପ୍ତଚର ଏବଂ ବେଆଇନ ଭାବେ ଭାରତରେ ରହିବା ଅଭିଯୋଗରେ ଗିରଫ ହୋଇ ବିଭିନ୍ନ ଜେଲରେ ବନ୍ଦୀ ଥିଲେ।

ପୁରୀ ପାଇଁ ନବୀନଙ୍କ ପ୍ୟାକେଜ୍‌ ଘୋଷଣା

View: 227 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଜିଲ୍ଲା ବାସିନ୍ଦାଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି  ପରିସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବା ସହ ଏହି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସାଧାରଣ

ନବୀନ ଶାସନକୁ ପ୍ରଶଂସା କଲେ ଅମିତ ଶାହା :ପ୍ରଶଂସା ପଛରେ ରହିଛି କ’ଣ ବଡ ରହସ୍ୟ

View: 174 ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେହେରାରେ ହଠାତ୍ ପରିବର୍ତନ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ସବୁବେଳେ କେନ୍ଦ୍ର ଅବହେଳା କଥା ଜପି

ମେ 23ରେ ଏନ୍‌ଡିଏ ବିରୋଧୀଙ୍କ ବୈଠକ, ନବୀନଙ୍କୁ ସୋନିଆଙ୍କ ନିମନ୍ତ୍ରଣ

View: 137 ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଏବେବି ବାକି ରହିଛି । ଆସନ୍ତା 19ରେ ଦେଶର 8ଟି ରାଜ୍ୟରେ ଅବଶିଷ୍ଟ 59ଟି ଆସନ ପାଇଁ ମତଦାନ ହେବ । କିନ୍ତୁ ଏହା ପୂର୍ବରୁ ୟୁପିଏ ପୁଣି ଥରେ ସରକାରକୁ ଫେରିବ

ହାଫିଜ ସୟିଦର ଶାଳକ ମାକି ଗିରଫ

View: 116 ବିଶ୍ୱ ଆତଙ୍କବାଦୀ ଘୋଷିତ ହାଫିଜ ସୟିଦର ଶାଳକ ତଥା 26/11 ମୁମ୍ବଇ ଆକ୍ରମଣର ମୋଷ୍ଟ ୱଣ୍ଟେଡ ଆତଙ୍କବାଦୀ ଅବଦୁଲ ରହମାନ ମାକିକୁ ପାକିସ୍ତାନ ପୁଲିସ୍‍ ବୁଧବାର ଗିରଫ କରିଛି। ପାକିସ୍ତାନ ପଞ୍ଜାବ ପ୍ରଦେଶର ଗୁଜରାନୱାଲା ଅଞ୍ଚଳରୁ ମାକିକୁ ଗିରଫ

ସରିଲା ଫନି କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମର ଅନୁଧ୍ୟାନ

View: 137 ଦୁଇ ଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ । ପ୍ରାଥମିକ ଅନୁଧ୍ୟାନ ଅନୁଯାୟୀ 12 ହଜାର କୋଟି ଟଙ୍କାର କ୍ଷୟକ୍ଷତି ଆକଳନ

ସପ୍ତାହେ ବିଳମ୍ବରେ ପହଞ୍ଚିବ ମୌସୁମୀ, ଜୁନ 6ରେ କେରଳ ଛୁଇଁବ : ଆଇଏମଡି

View: 113 ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ବୁଧବାର ଚଳିତ ବର୍ଷ ଦକ୍ଷିଣ- ପଶ୍ଚିମ ମୌସୁମୀ ବିଳମ୍ବରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି। ଆଇଏମଡି ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଜୁନ 6ରେ ମୌସୁମୀ

ବାତ୍ୟା ଫନୀର 12 ଦିନ ପରେ ପୁରୀକୁ ଆସିଲା ବିଦ୍ୟୁତ

View: 130 ପ୍ରଳୟଙ୍କରୀ ବାତ୍ୟା ଫନି ପୁରୀ ସହର ସହ ପୁରୀ ଜିଲ୍ଲା , ଖୋର୍ଦ୍ଧା , ରାଜଧାନୀ ଭୁବନେଶ୍ୱର , କଟକ ଓ ଜଗତସିଂହପୁରରେ ବିଦ୍ୟୁତ ସରୋବରାହର ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ଭ୍ରଷ୍ଟ କରି ଦେଇଥିଲା । କଟକ