latest

Date: May 16, 2019

Total 28 Posts

ଲୋକପାଳଙ୍କ ଆଧିକାରିକ ୱେବସାଇଟକୁ ଲୋକାର୍ପିତ

ଲୋକପାଳଙ୍କ ଆଧିକାରିକ ୱେବସାଇଟ୍ ଆଜି (ଗୁରୁବାର) ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଏହାର ଲୋକାପର୍ଣ କରିଛନ୍ତି ଏହାର ଅଧ୍ୟକ୍ଷ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକପାଳଙ୍କ ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ

9ଟି ସହରର ତାପମାତ୍ରା 40 ଡିଗ୍ରି ଉପରେ

ରାଜ୍ୟର 9ଟି ସହରର ତାପମାତ୍ରା ଗୁରୁବାର 40 ଡିଗ୍ରି ଉପରେ ରହିଛି। ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନପୁରରେ ଆଜି ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ସୋନପୁରର ତାପମାତ୍ରା 43.2 ଡିଗ୍ରି ଥିବାରୁ ମଧ୍ୟାହ୍ଣରେ ରାସ୍ତାଘାଟ ଖାଁ

୧୦୦ ଟଙ୍କା ପାର କଲା ଡାଲି ଦର

ଡାଲି ଦରରେ ପୁଣିଥରେ ବୃଦ୍ଧି ପରିଲକ୍ଷିତ ହୋଇଛି। ନିର୍ବାଚନ ଫଳ ପ୍ରକାଶ ପୂର୍ବରୁ ଖୁଚୁରା ବଜାରରେ ଡାଲି ଦର 2009ର ସ୍ତରରେ ପହଞ୍ଚିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଡାଲି ଦାମ ଏମିତି ବଢିଲେ ଖୁବଶୀଘ୍ର ଲୋକଙ୍କ ଖାଇବା ଥାଳିରୁ ଡାଲି ଗାଏବ

ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ମହଙ୍ଗା

ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ ତାଙ୍କୁ ନେଇ ଫେରାର ହେବାକୁ ଉଦ୍ୟମ  ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି।  ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ କିଛି ସହଯୋଗୀ ମିଶି ତାଙ୍କୁ ଓ ତାଙ୍କର ଦୁଇ ଜଣ ସମ୍ପର୍କୀୟ

ପୋଡ଼ା ଟ୍ରାନସଫରମରରେ ତେଲ !

20 ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ଶାସନକୁ ଧୂମ୍ ଗାଳି କରୁଥିଲେ । ତିନିବର୍ଷ ଧରି ଅମିତ୍ ଶାହା

ବାଂଲାଦେଶୀ ଡକାୟତଙ୍କ ଲିଙ୍କ୍‌ ଭୁବନେଶ୍ୱରରେ

ଦିଲ୍ଲୀ ସ୍ପେଶାଲ ସ୍କ୍ୱାଡ୍‌ ହାତରେ ଧରାପଡିଥିବା ବାଂଲାଦେଶୀ ଡକାୟତଙ୍କ ଲିଙ୍କ୍‌ ଭୁବନେଶ୍ୱରରେ ଜଣାପଡ଼ିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କମିଶନରେଟ ପୁଲିସର ଏକ ଟିମ୍ ଦିଲ୍ଲୀ ଗସ୍ତ କରିଛି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କଲେ ଲୁଟ୍‌ର ବହୁ ତଥ୍ୟ

ବିଶ୍ୱକପରେ ଏହି ତିନି ଖେଳାଳି ନିର୍ଦ୍ଧାରଣ କରିବେ ଟିମ୍ ଇଣ୍ଡିଆର ଭାଗ୍ୟ

 ବିଶ୍ୱକପ ୨୦୧୯ ଆରମ୍ଭ ହେବାକୁ ଆଉ ମାତ୍ର ୧୪ ଦିନ ବାକି ରହିଛି । ଏମିତିରେ ଭାରତରେ ଟିମ୍ ଇଣ୍ଡିଆର ବିଶ୍ୱବିଜୟୀ ହେବା ନେଇ ଆଲୋଚନା ଜୋରଧରିଛି ।  ଗତ ବିଶ୍ୱକପ ପରେ ଭାରତ ୮୬ଟି ଦିନିକିଆ ଖେଳିଥିବା ବେଳେ ଭାରତ

ନିର୍ବାଚନ ଫଳାଫଳ ଉପରେ ନଜର ରଖିଛି ପାକିସ୍ତାନ

ପାକିସ୍ତାନ ଭାରତ ଲୋକସଭା ନିର୍ବାଚନ ଫଳାଫଳ ଉପରେ ନଜର ରଖିଛି । ମେ 30 ଯାଏଁ ଭାରତୀୟ ବିମାନଗୁଡ଼ିକ ପାଇଁ ପାକିସ୍ତାନ ଆକାଶପଥ ବନ୍ଦ ରଖିବାକୁ ପାକ ନିଷ୍ପତ୍ତି ନେଇଛି ।  ଫେବୃୟାରୀ 26ରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ

କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

ଆଜି କେନ୍ଦ୍ରାପଡ଼ାରେ ଫୋନି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମୁଦ୍ରିକ ବାତ୍ୟା ଫୋନି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବା ପରେ ପ୍ରଭାବିତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତୀ । ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ

ନବୀନ ଓ କଂଗ୍ରେସ ମଧ୍ୟରେ ବଢୁଛି କି ବନ୍ଧୁତା

ନବୀନ ଓ କଂଗ୍ରେସ ମଧ୍ୟରେ ବଢୁଛି କି ବନ୍ଧୁତା ? ପ୍ରଥମେ ଟେଲିଫୋନରେ ବାର୍ତ୍ତାଳାପ, ଏବେ ନବୀନ ନିବାସରେ ହେବ ମିଳାମିଶା  । ଓଡିଶା ଆସୁଛନ୍ତି ଗାନ୍ଧି ପରିବାରର ସଦସ୍ୟ ପ୍ରିୟଙ୍କା ଗାନ୍ଧି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ  । 23

ରି-ପୋଲିଂକୁ ନାପସନ୍ଦ କଲେ ଭର୍ତ୍ତୃହରି

କଟକ ଲୋକସଭା ଅନ୍ତର୍ଗତ ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରର ଚାରୋଟି ବୁଥ୍‌ରେ ସାନି ମତଦାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ସେ ନାପସନ୍ଦ କରିବା ସହ ରି-ପୋଲିଂକୁ ଉଚିତ ନ ଥିଲା