latest

3 ଦିନରେ ଡାଏବେଟିସ ରୋଗକୁ ମୂଳରୁ ଦୂର କରିଥାଏ ଭେଣ୍ତି

Spread the love

ଯଦି ଆପଣଙ୍କର କେହି ସଂମ୍ପର୍କିୟ କିମ୍ବା ନିଜ ପରିବାରରେ କେଉଁ ସଦସ୍ୟ ଡାଏବେଟିସ ପରି ରୋଗରେ ରୋଗ୍ରାକ୍ରାନ୍ତ ଅଛନ୍ତି। ତେବେ ଆଜି ଆମେ କିଛି ଘରୋଇ ଓ ସହଜ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଚିକିତ୍ସା ହୋଇପାରିବ ।

ଯଦି ଆପଣ ଭେଣ୍ତିକୁ ତିନୋଟି ଭାଗରେ କାଟି ଦେବେ । ଭେଣ୍ତି ମଧ୍ୟରେ ଛୁରି ମାଧ୍ୟମରେ ଲମ୍ବା ଭାବରେ ଚିରି ଦେବେ । ତେବେ ଭେଣ୍ତି ମଧ୍ୟରେ ଥିବା ଲାଳ ସହଜରେ ବାହାରକୁ ବାହାରିଯିବ । ଏବେ ତିନୋଟି ଭେଣ୍ତିକୁ ରାତିରେ ଗୋଟେ ଗିଲାସ ପାଣିରେ ବୁଡାଇ ରଖନ୍ତୁ। ସକାଳୁ ଗୋଟେ ଘଣ୍ଟା ପରେ ଯେବେ ଆପଣ ଜଳଖିଆ କରିସାରିବେ ତେବେ ତାକୁ ବାହାର କରିଦିଅନ୍ତୁ ଓ ସେହି ପାଣିକୁ ବିନା ହଲାଇ ପିଇଦିଅନ୍ତୁ । 1 ଘଣ୍ଟା ପରେ ଡାଏବେଟିସ ଚେକ୍ କରନ୍ତୁ । ଯଦି ଆପଣଙ୍କର ଡାଏବେଟିସ 300 ରୁ ଅଧିକା ଆସେ ତେବେ ଏହି ପାଣିକୁ ତିନି ଦିନ ଯାଏଁ ପିଇଲେ 150 ରୁ କମ୍ ହୋଇଯିବ ।

ଏହି ଉପାୟକୁ ମାମୁଲି ଭାବିକରି ଅଣଦେଖା କରନ୍ତୁ ନାହିଁ । ଏହି ପ୍ରକିୟା ବହୁତ ଆଶ୍ଚର୍ଯ୍ୟଜନକ ଫଳ ଦେଇଥାଏ ଓ ଅନ୍ୟ ମାନଙ୍କୁ କୁହନ୍ତୁ । ଗର୍ଭବତୀ ମହିଳାଙ୍କୁ ଭେଣ୍ତିର ସେବନ ପାଇଁ କୁହାଯାଇଥାଏ । କାରଣ ଏହିଥିରେ ଭିଟାମିନ୍ ବି ମିଳିଥାଏ । ଯାହା ଗର୍ଭରେ ଥିବା ଭ୍ରୁଣକୁ ବିକାଶ ପାଇଁ ବହୁତ ଲାଭକାରୀ ହୋଇଥାଏ । ତା ସହ ଏହାକୁ ପିଇଲେ ଏସିଡ୍ ଆପଣଙ୍କ ଗର୍ଭପାତ ଆଶଙ୍କାକୁ ଦୂର କରିଥାଏ ।

ଭେଣ୍ତି ଆପଣଙ୍କର ଲିଭରକୁ ସଫା ରଖିଥାଏ । ଏହାର ସେବନ ଆପଣ ଲିଭର ମଧ୍ୟରେ ଫ୍ୟାଟ୍ ଜମା ହେବାରୁ ରୋକି ଥାଏ, ଯାହା ଦ୍ୱାରା ଲିଭର ସଂବନ୍ଧିତ କିଛି ବି ରୋଗ ହୁଏ ନାହିଁ ।

ଭେଣ୍ତିର ନିୟମିତ ସେବନ କଲେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ । ଏହାକୁ ଛୁଆଙ୍କ ଆହାରରେ ସାମିଲ୍ କରିବା ଉଚିତ୍ । ଏଥିରେ ମିଳୁଥିବା ଭିଟାମିନ୍ ଶରୀରରେ ହ୍ୱାଇଟ୍ ବ୍ଲଡ୍ ସେଲ୍ସକୁ ସୁଚାରୁ ରୁପେ କାମ କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ୱାରା ସଂକ୍ରମଣ ସହ ଲଢିବାରେ ଆପଣଙ୍କ କ୍ଷମତା ବୃଦ୍ଧି ହୁଏ ।

Tags:

Leave a Reply

Your email address will not be published. Required fields are marked *