latest

Date: May 19, 2019

Total 23 Posts

ମଙ୍ଗଳବାର ବସିବ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଏକଜିଟ ପୋଲକୁ ନେଇ ଏନଡିଏ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି | ଆସନ୍ତା ମଙ୍ଗଳବାର ଦିନ ଦିଲ୍ଲୀରେ ବିଜେପିର ସହଯୋଗୀ ଦଳମାନଙ୍କୁ ନେଇ ବୈଠକ ବସିବାକୁ ଯାଉଛି | ଏଥିରେ ସରକାର ଗଠନ ପ୍ରସ୍ତୁତି ବାବଦରେ ଆଲୋଚନା ହେବାର ଚର୍ଚ୍ଚା

ଜନମତ ସର୍ଭେ 2019: ଲୋକସଭାରେ ବିଜେପି ଆଗରେ

ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ  ତଥା ଶେଷ ପର୍ଯ୍ୟାୟ ମତଦାନ ରବିବାର ସନ୍ଧ୍ୟାରେ ସଂପନ୍ନ  ହେବା ପରେ ଏଗଜିଟ୍ ପୋଲର ଅନୁମାନ ବିଜେପି ପାଇଁ ସୁସମ୍ବାଦ ନେଇକି ଆସିଛି। ପ୍ରାୟତଃ ସବୁ ଏଗଜିଟ୍ ପୋଲରେ ପୁଣି ଥରେ ଏନଡିଏ ସରକାର ଗଠନ

ଜନମତ ସର୍ଭେ : ବିଜେଡିକୁ 11 ଓ ବିଜେପି 10 ଲୋକସଭା ଆସନ !

2019 ସାଧାରଣ ନିର୍ବାଚନରେ ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏକ ସମୟରେ ମତଦାନ ହୋଇଥିଲା । ରାଜ୍ୟର 21ଟି ଲୋକସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ବିଜୁଜନତା ଦଳ

ଆସନ୍ତାକାଲି ପ୍ରକାଶ ପାଇବନି ମାଟ୍ରିକ ପରୀକ୍ଷା ଫଳ : ବୋର୍ଡ ସଭାପତି

ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ନାହିଁ l ଫଳ ପ୍ରକାଶ ନିମନ୍ତେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର କୌଣସି ଯୋଜନା ନାହିଁ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସ୍ପଷ୍ଟ କରିଛନ୍ତି।   ବେଗମ୍ କହିଛନ୍ତି ଯେ, ଓଡ଼ିଶା

ଦାମଙ୍କ ଭବିଷ୍ୟବାଣୀ: ନୀତି ଆଦର୍ଶ ନ ଥିବା ନବୀନ କଂଗ୍ରେସକୁ ପସନ୍ଦ କରିପାରନ୍ତି

ଓଡ଼ିଶାରେ ସମସ୍ତ ନିର୍ବାଚନରେ ଭବିଷ୍ୟବାଣୀ କରୁଥିବା ବିଜେପି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନିଜ ଆସନରେ ଆକଳନ କରିବାରେ ବିଫଳ ହୋଇଛନ୍ତି । ନିଜ ଆସନ ତିର୍ତ୍ତୋଲର ସ୍ଥିତି ତାଙ୍କୁ କେମିତି କେମିତି ଲାଗୁଛି ବୋଲି ସେ କହିଛନ୍ତି ।

ଶ୍ରୀମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରବିବାର ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିର ବେଢ଼ାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସେ କହିଲେ କି, ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଯୋଗୁଁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ପୁରୀ ସହର ଓ ଶ୍ରୀମନ୍ଦିର ଅଂଶବିଶେଷକୁ କେନ୍ଦ୍ର

ବିଧାୟକଙ୍କ ଘର ସମ୍ମୁଖରେ ବିସ୍ଫୋରଣ: ଜଣେ ମୃତ

କର୍ଣ୍ଣାଟକର ରାଜ୍ୟରାଜେଶ୍ବରୀ ନଗରରେ କଂଗ୍ରେସ ବିଧାୟକଙ୍କ ଘର ସମ୍ମୁଖରେ ଏକ ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ରବିବାର ସକାଳ ପ୍ରାୟ ସାଢେ

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ

ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) 2019ର ଛାତ୍ରଛାତ୍ରୀ ନିଜନିଜ ମାଟ୍ରିକ ପରୀକ୍ଷା ଫଳ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଓଡ଼ିଶା ବୋର୍ଡ 10ମ ଶ୍ରେଣୀ ପରୀକ୍ଷା ଫଳକୁ ମଇ 20 ତାରିଖରେ ଜାରି କରିବ। ଛାତ୍ରଛାତ୍ରୀ ନିଜ

ସମଲିଙ୍ଗୀ ସମ୍ପର୍କ ଯୋଗୁଁ ଆମ ସହ ସମ୍ପର୍କ କାଟିଛି ଦୂତି: ଦୂତିଙ୍କ ମା’

ରବିବାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କର ଖୁଲାସା ପରେ ଏହାକୁ ନେଇ ତାଙ୍କ ମା ମୁହଁ ଖୋଲିଛନ୍ତି । ଦୂତିଙ୍କ ମା’ କହିଛନ୍ତି ଯେ ଦୂତି ଯାହାକୁ ବାହା ହେବାକୁ ଚାହୁଛି ସେ ତାଙ୍କର ନାତୁଣୀ ଆଉ ନାତୁଣୀ ସହ

ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କଲେ ଧାବିକା ଦୂତୀ

ସମଲିଙ୍ଗୀ ସମ୍ପର୍କରେ ଥିବା କଥା ଭାରତର ଦ୍ରୁତତ୍ତମ ଧାବିକା ଦୂତୀ ଚାନ୍ଦ କହିଛନ୍ତି। ତାଙ୍କର ଘନିଷ୍ଠ ବାନ୍ଧବୀ ସେ ଝିଅଟି ହେଉଛି ତାଙ୍କ ଜନ୍ମିତ ସହର ଚକ ଗୋପାଳପୁରର। ଅକାରଣରେ ଧ୍ୟାନର କେନ୍ଦ୍ରବିନ୍ଦୁ କରିବାକୁ ଚାହୁଁ ନ ଥିବାରୁ ଦୂତୀ ତାଙ୍କ ସଙ୍ଗିନୀର

ସାନି ମତଦାନରେ ସକାଳ ୯ଟା ସୁଦ୍ଧା ୧୦% ମତଦାନ

ରବିବାର ସକାଳୁ ରାଜ୍ୟର ୩୪ଟି ବୁଥ୍‌ରେ ଚାଲିଥିବା ସାନି ମତଦାନରେ ପୂର୍ବାହ୍ନ ୯ଟା ସୁଦ୍ଧା ୧୦% ଭୋଟ୍‌ ଦାନ ହୋଇଛି। ଏହି ସବୁ ବୁଥ୍‌ରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ୍‌ ତ୍ରୁଟି ଓ ବିଶୃଙ୍ଖଳା ହୋଇଥିବା ଅଭିଯୋଗ