latest

Date: May 21, 2019

Total 36 Posts

ନୀଳଚକ୍ରର ସ୍ଥିତି ପରଖିବ ଡ୍ରୋନ

ସାମୁଦ୍ରିକ ବାତ୍ୟା ‘ଫନି’ ପରେ ଶ୍ରୀମନ୍ଦିରର ନୀଳଚକ୍ର କେମିତି ଅଛି, ତାହା ଜାଣିବା ପାଇଁ ସ୍ଥିତି ଅନୁଧ୍ୟାନ କରାଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଙ୍ଗଳବାର ସନ୍ଧ୍ୟାରେ ନିଷ୍ପତ୍ତି ହୋଇଛି। ମାତ୍ର ଶ୍ରୀମନ୍ଦିର ଉପରକୁ ଚଢ଼ି ସିଧାସଳଖ ‘ନୀଳଚକ୍ର’ର ସ୍ଥିତି

ନିର୍ବାଚନ ଫଳାଫଳାର ଦିନ ପୂର୍ବରୁ ଏକାଠି ହେଲେ ଏନଡିଏର ସଦସ୍ୟ

ଇଭିଏମ ପ୍ରସଙ୍ଗକୁ ନେଇ ଗୋଟିଏ ପଟେ ଆଜି 22ଟି ବିରୋଧୀ ଦଳ ଏକାଠି ହୋଇଥିବାବେଳେ ଶାସକ ଏନଡିଏର ପ୍ରମୁଖ ସଦସ୍ୟ ଦଳମାନେ ଆଜି ନୂଆଦିଲ୍ଲୀର ଅଶୋକା ହୋଟେଲରେ ଏକାଠି ହୋଇଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପକ୍ଷରୁ ଦିଆଯାଇଥିବା ନୈଶ୍ୟ

ବାତ୍ୟା ବିପନ୍ନଙ୍କ ଟଙ୍କା ଲୁଟ ପାଇଁ ଷଡଯନ୍ତ୍ର : ବିଜେପି

ଗତ ଦୁଇ ଦିନ ତଳେ ଯେଉଁ ଭଳି ଭାବରେ କ୍ୟାବିନେଟ୍ରେ ପୂର୍ତ ବିଭାଗରେ ବିନା ଟେଣ୍ଡରରେ ପାଚଂ ଲକ୍ଷ ଟଙ୍କାର କାମ ପାଇଁ କାର୍ଯ୍ୟାଦେଶ ଦିଆଯାଇ ପାରିବ ଏବଂ ବାତ୍ୟା ‘ଫନି’ର ପୁନଃଉଦ୍ଧାର ପାଇଁ ୨୦ଲକ୍ଷ ଟଙ୍କାର କାର୍ଯ୍ୟ ଅଟକଳକୁ ବିଭାଜନ କରି

୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୀଷଣ ଖରାରେ ସିଝୁଛି ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାର ୮ ସହର ସମେତ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ଟିଟିଲାଗଡ଼ରେ ୪୫, ଝାରସୁଗୁଡ଼ାରେ ୪୩.୮, ବଲାଙ୍ଗିରରେ ୪୩.୬ ଡିଗ୍ରୀ, ସମ୍ବଲପୁର ୪୩.୪, ସୋନପୁର ୪୩.୨, ଭବାନୀପାଟଣା

ଟ୍ୱିଟ୍‌ କରି କ୍ଷମା ମାଗିଲେ ବଲିଉଡ ଅଭିନେତା ବିବେକ ଓବରୟ

ଅଭିନେତା ବିବେକ ଓବରାୟ  ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଏକଜିଟ୍ ପୋଲକୁ ନେଇ ହୋଇଥିବା ଏକ ମିମକୁ ସେୟାର କରି ଅଡୁଆରେ ପଡିଛନ୍ତି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ତାଙ୍କ ଉପରେ ସମାଲୋଚନା ବର୍ଷିବାରେ ଲାଗିଛି।  Vivek Anand Oberoi

63 କେନ୍ଦ୍ର- 152 ହଲ୍‌- 2500 ଟେବୁଲ୍‌ରେ ହେବ ଭୋଟ ଗଣତି

Po23 ତାରିଖରେ ହେବ ଭୋଟ୍‌ ଗଣତି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି । ଭୋଟ ଗଣତି ପାଇଁ ନିୟୋଜିତ ସୁପରଭାଇଜର ଓ ଏଜେଣ୍ଟମାନେ କେଉଁ ବିଧାନସଭାକୁ ତାହା ପୂର୍ବରୁ ନିର୍ଦ୍ଧାରିତ ହେବ । ଏହା ସହ ସେମାନଙ୍କ ପାଖରେ

ଫନି କ୍ଷୟକ୍ଷତି ଆକଳନରେ ରାଜ୍ୟ ସରକାର ବିଫଳ: ବିଜେପି ଜୃଷକ ମୋର୍ଚ୍ଚା

ବାତ୍ୟା ଫନିକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କ ପାଖରେ “ଜିରୋ କାଜୁଆଲିଟିର” ନାରା ଦଉଥିବା ସରକାର ପହଂଚି ପାରିଲା ନାହିଁ । ରାଜ୍ୟରେ ହଜାର ହଜାର ଲୋକ ବିଶେଷ କରି ପୁରୀ, ଖୋର୍ଦ୍ଧା,ଜଗତସିଂହପୁର, କଟକ, କେନ୍ଦ୍ରାପଡା ଆଜି ଜିଲ୍ଲାରେ

22ରେ ଶ୍ରୀହରିକୋଟାରୁ ପିଏସ୍‌ଏଲ୍‌ଭି- ସି46ର ହେବ ଉତ୍‌କ୍ଷେପଣ

ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଆସନ୍ତାକାଲି, 22 ମେ’ (ବୁଧବାର) ପିଏସ୍‌ଏଲ୍‌ଭି- ସି46 ସାଟେଲାଇଟ୍‌ର ଉତ୍‌କ୍ଷେପଣ ହେବାକୁ ଥିବାବେଳେ ଏହାର ସଫଳ ଉତ୍‌କ୍ଷେପଣ କାମନା କରି ଇସ୍ରୋ ଅଧ୍ୟକ୍ଷ କେ ଶିବନ ଆଜି ତିରୁପତି ମନ୍ଦରକୁ ଯାଇ ସେଠାରେ

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ ଏନ୍‌ଡିଏକୁ ସମର୍ଥନ

ଏକଜିଟ୍‌ ପୋଲ୍‌ରେ ଏନ୍‌ଡିଏ ବହୁମତ ସହ ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରିବା ପରେ ଏନଡିଏ ମେଣ୍ଟରେ ଯୋଗ ଦେବା ନେଇ ବିଜେଡି ମୁହଁ ଖୋଲିଛି। ବିଜେପି ସରକାରରେ ବିଜେଡି ସାମିଲ ହେବାକୁ ଆଗ୍ରହୀ ଥିବା ପରୋକ୍ଷରେ ସୂଚାଇଛି। ଅର୍ଥାତ

ନିର୍ବାଚନ କମିଶନଙ୍କ ବିରୋଧରେ ଅଭିଯୋଗ ଆଣିଲେ ରାବଡି ଦେବୀ

ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ରାବଡି ଦେବୀ ଟୁଇଟ କରି କହିଛନ୍ତି ସିବିଆଇ, ଇଡି ଭଳି ନିର୍ବାଚନ କମିଶନ୍‌ ମଧ୍ୟ ବିଜେପି ମହାମେଣ୍ଟ କରି ନେଇଛନ୍ତି ଏବଂ ଏକ ହୋଇ ଲଜ୍ଜାଶୀଳ

ଇଭିଏମକୁ ନେଇ ବିରୋଧୀ ଦଳଙ୍କ ବୈଠକ

ଲୋକସଭା ନିର୍ବାଚନ ପରିଣାମ ଆସିବାର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ବିରୋଧୀ ଦଳଗୁଡ଼ିକ ଦିଲ୍ଳୀରେ ବୈଠକ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 21ଟି ବିରୋଧୀ ଦଳର