Date: May 22, 2019

Total 29 Posts

ଆସିକା କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କ ଉପରକୁ ଗୁଳିମାଡ଼

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ନିକଟରେ ଜଣେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି। ସୂଚନା ଅନୁସାରେ ଜାତୀୟ ରାଜପଥ କଡ଼ରେ ବିଧାୟକ ପ୍ରାର୍ଥୀ ମନୋଜ କୁମାର ଜେନା ପରିଶ୍ରା କରୁଥିବା ବେଳେ

ଡିସେମ୍ବରରେ ବିବାହ କରିବେ ବରୁଣ-ନତାଶା

ଅନେକ ଦିନର ଚର୍ଚ୍ଚା ପରେ ଏବେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଏବଂ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କ ବିବାହ ମାସ ସାମ୍ନାକୁ ଆସିଛି । ଦୁହେଁ ଗୋଆରେ ବିବାହ କରିବା ସହ ପରିବାର ଲୋକେ ବିବାହ ପାଇଁ ଡିସେମ୍ବର ମାସକୁ

ନିର୍ବାଚନ ସମୟରେ ସବୁଠାରୁ ଅଧିକ ର‌୍ୟାଲି କରି ମୋଦିଙ୍କୁ ପଛରେ ପକାଇଲେ ରାହୁଲ

ଗତ ମାର୍ଚ୍ଚ 11ରେ ସାରା ଦେଶରେ ନିର୍ବାଚନ ଆଚରଣବିଧି ଲାଗୁହେବାପରେ ଦେଶରେ ନିର୍ବାଚନୀ ଋତୁ ଆରମ୍ଭ ହୋଇଥିଲା ଯାହାକି ଗତ 19 ତାରିଖରେ ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ସହ ଶେଷ ହୋଇଛି । ଏହି ଦୁଇ ମାସରେ ରାଜନୈତିକ ଦଳମାନେ ଭୋଟରମାନଙ୍କୁ

ଏସ୍‍.ୟୁ-30 ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋଷ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭାରତୀୟ ବିମାନ ବାହିନୀ ଏସ୍‍.ୟୁ-30 ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋଷ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି, ଏହି ପରୀକ୍ଷଣ ସପଳତାର ସହ କରାଯାଇଛି ଏବଂ ସ୍ଥଳଭାଗରେ ଲକ୍ଷ୍ୟ ଭେଦ କରିବା ପୂର୍ବରୁ

ନିର୍ବାଚନ ଫଳାଫଳ ଜାଣିବା ପାଇଁ ଜୟଦେବ ଭବନ ଏବଂ ଫରେଷ୍ଟ ପାର୍କରେ ଲାଗିବ ଡିଜିଟାଲ ଡିସ୍‌ପ୍ଲେ

ଆସନ୍ତାକାଲି ଭୋଟ ଫଳାଫଳ l ଜନସାଧାରଣଙ୍କୁ ଜଣାଇବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତିନି ପ୍ରକାର ବ୍ୟବସ୍ଥା ହୋଇଛି। ରାଜଧାନୀର ଜନସାଧାରଣଙ୍କ ଅବଗତି ନିମନ୍ତେ ଜୟଦେବ ଭବନ ଏବଂ ଫରେଷ୍ଟ ପାର୍କରେ ଦୁଇଟି ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ଲଗାଯିବ। ନିର୍ବାଚନ ଫଳାଫଳ 

30ବର୍ଷ ପରେ ମହିଳା ମାନଙ୍କଠାରେ ଏହି ବିଶେଷ ଗୁଣ ଦେଖାଯାଏ

କୁହାଯାଏ କି ବ୍ୟକ୍ତିର ବୟସ ସାଥେ ତାର ଭାବନା ଓ ବ୍ୟବହାରରେ ପରିବର୍ତ୍ତନ ଦେଖାଦେଇଥାଏ। ଜୀବନରେ ବୟସ ବଢୁଥିବା ସହ ଆମେ କିଛି ଅଲଗା ଅଲଗା ଭାବିଥାଉ । ସେମିତି ମହିଳାଙ୍କ ବୟସର ଏହି ପରିବର୍ତ୍ତନ ସହ ବହୁତ କିଛି ବଦଳିଯାଇଥାଏ।

ଓଡ଼ିଶାରେ ଏକମାତ୍ର ଦଳ ଭାବେ ବିଜେପି ଆଗକୁ ବଢ଼ୁଛି : ବୈଜୟନ୍ତ ପଣ୍ଡା

 ସବୁଆଡ଼େ ଏବେ ଆଶା ଆଶଙ୍କାର ବାତାବରଣ । ରାଜ୍ୟରେ ଥିବା ଦୀର୍ଘ ବର୍ଷର ଶାସନର ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ବରିଷ୍ଠ ଆଶା ପ୍ରକଟ କରୁଛନ୍ତି । ଏହାରି ଭିତରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ

‘ୟୁଟ୍ୟୁବ୍‌’ରେ ପ୍ରସାରିତ ହେବ ନିର୍ବାଚନ ଫଳାଫଳ

ମେ’ 23ରେ ଜଣାପଡିବ ମହାସମର 2019ର ମହାଫଳାଫଳ । ଏନେଇ ଜୋରଶୋର ପ୍ରସ୍ତୁତି ଜାରିରହିଛି । ପ୍ରସାର ଭାରତୀ ଓ ଗୁଗୁଲ ମେ’ 23ରେ ଲୋକସଭା ଓ ବିଧାନସଭା ନିର୍ବାଚନର ସିଧା ପ୍ରସାରଣ ପାଇଁ ହାତ ମିଳାଇଛନ୍ତି । ସୋସିଆଲ ମିଡିଆ

ସୁପ୍ରିମକୋର୍ଟରେ 4 ଜଣ ନୂତନ ବିଚାରପତି ନିଯୁକ୍ତ

  ସୁପ୍ରିମକୋର୍ଟ 4ଜଣ ନୂତନ ବିଚାରପତି ନିଯୁକ୍ତ ହୋଇଛନ୍ତି । ଜଷ୍ଟିସ୍‌ ବି ଆର୍‌ ଗଭାଇ, ସୂର୍ଯ୍ୟକାନ୍ତ, ଅନିରୁଦ୍ଧ ବୋଷ ଓ ଏ.ଏସ୍‌ ପୋପାନ୍ନାଙ୍କୁ ସୁପ୍ରିମକୋର୍ଟଙ୍କ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି ।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପତ୍ରରେ

ନିର୍ବାଚନ ଫଳାଫଳ:ରାଜଧାନୀର ଜନସାଧାରଣଙ୍କ ପାଇଁ ସ୍ବତନ୍ତ ସୁବିଧା

ଭୁବନେଶ୍ୱର: ଆସନ୍ତାକାଲି ଭୋଟ ଫଳାଫଳ ଜନସାଧାରଣଙ୍କୁ ଜଣାଇବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତିନି ପ୍ରକାର ବ୍ୟବସ୍ଥା ହୋଇଛି। ରାଜଧାନୀର ଜନସାଧାରଣଙ୍କ ଅବଗତ ନିମନ୍ତେ ଜୟଦେବ ଭବନ ଏବଂ ଫରେଷ୍ଟ ପାର୍କରେ ଦୁଇଟି ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ଲଗାଯିବ। ନିର୍ବାଚନ ଫଳାଫଳ

ମଶାରୁ ରକ୍ଷା ପାଇବାର ସହଜ ଉପାୟ

ମଶାମାନେ ମଣିଷକୁ ଠିକ୍ ଭାବରେ ଶୋଇବାକୁ ଦିଅନ୍ତି ନାହିଁ, ଆରାମରେ ବସିଥିବା ବେଳେ କିମ୍ବା କେଉଁ କାମ କଲାବେଳେ ମଶାମାନଙ୍କର ଆତଙ୍କ ବଢିବାରେ ଲାଗିଥାଏ । ମଶାଙ୍କ ଯୋଗୁଁ ନାନାଦି ରୋଗ ହୋଇଥାଏ । ଏହି ରୋଗରୁ ବଞ୍ଚିବାକୁ ହେଲେ ଏଥିପାଈଁ