Date: May 23, 2019

Total 60 Posts

ବିଜେପୁରରୁ ଜିତିଲେ ମୁଖ୍ୟମନ୍ତ୍ରୀ

View: 88 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସନତ କୁମାର ଘଡତିଆଙ୍କୁ ୫୬ ହଜାର ୫୩୩ ଖଣ୍ଡ ଭୋଟରେ ହରାଇଛନ୍ତି । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

View: 69 ବିଜେଡିକୁ ପୁଣି ଥରେ ରାଜ୍ୟରେ ମିଳିଛି ବହୁମତ । ବିଜେଡିର ଏଭଳି ଫଳାଫଳକୁ ନେଇ ପ୍ରତିକ୍ରିୟାର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ ଭରସା ରଖିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ।

୩୫ ବର୍ଷ ପରେ କଟକର ବାରବାଟୀକୁ ଫେରିଲା କଂଗ୍ରେସ

View: 99 ଦୀର୍ଘ ୩୫ବର୍ଷ ପରେ କଟକ ବାରବାଟୀରେ କଂଗ୍ରେସ ପ୍ରତ୍ୟାବର୍ତ୍ତନ କରିଛି। ୩୫ବର୍ଷ ପରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବିଜେଡ଼ିର ଟାଣୁଆ ନେତା ଦେବାଶିଷ ସାମନ୍ତରାୟଙ୍କୁ ହରାଇଛନ୍ତି। ମୋକିମ୍ ୪ ହଜାରରୁ ଉଦ୍ଧ୍ଵ ଭୋଟ୍ ବ୍ୟବଧାନରେ ଦେବାଶିଷ ସାମନ୍ତରାୟଙ୍କୁ

ରାୟବରେଲିରୁ ଜିତିଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

View: 87 କଂଗ୍ରେସର ଗଡ଼ ଭାବେ ପରିଚିତ ଉତ୍ତରପ୍ରଦେଶର ରାୟବରେଲିରୁ କଂଗ୍ରେସ ଉପଦେଷ୍ଟା ସୋନିଆ ଗାନ୍ଧୀ ୧ ଲକ୍ଷରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଏହି ଆସନରୁ ବାଜି ମାର ନେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ରୂପେ ଏହି ଆସନରୁ

ସମ୍ବଲପୁର : ପଦ୍ମ ଫୁଟାଇଲେ ଜୟନାରାୟଣ ମିଶ୍ର

View: 89 ବିଜେପିର ଟାଣୁଆ ନେତା ପୁଣି ଏହି ଆସନରୁ ବାଜି ମାରିନେଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦି ତଥା ବିଜେଡ଼ି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ୪୨୯୯ ଭୋଟ ବ୍ୟବଧାନରେ ହରାଇ ସମ୍ବଲପୁର ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କୁ

ମେୟରରୁ ବିଧାୟକ ଅନନ୍ତ

View: 93 ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ବିଜେଡି ପାଇଁ ଆସିଛି ଆଉ ଏକ ସଫଳତା । ବାଜି ମାରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ପାଖାପାଖି ୧୧

ଷଷ୍ଠ ଥର ପାଇଁ ବିଧାୟକ ହେଲେ କଂଗ୍ରେସ ନେତା ସୁର ରାଉତରାୟ

View: 89 ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦମ୍ ଦେଖାଇଛି କଂଗ୍ରେସ । କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ ଏହି ଆସନରୁ ବାଜି ମାରିଛନ୍ତି । ୭,୪୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟଙ୍କୁ

ନିରଞ୍ଜନ ପଟ୍ଟନାୟକଙ୍କ ଦମ୍ଭୋକ୍ତି ବି ପାଣିଚିଆ

View: 84 2019 ନିର୍ବାଚନ ଫଳାଫଳ ପାଇଁ ମତଗଣନା ଜୋରସୋରରେ ଚାଲିଛି । କିନ୍ତୁ ରାଜ୍ୟରେ ବିଜେଡି ସରକାର କରିବା ନିଶ୍ଚିତ ହୋଇଛି । ଏହାସହ କିଛି ପ୍ରାର୍ଥୀ ବିଜୟ ହୋଇସାରିଛନ୍ତି । ଏହାସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦମ୍ଭୋକ୍ତି

ଦୁଇଟି ଯାକ ଆସନରୁ ହାରିଗଲେ ନିରଞ୍ଜନ ପଟ୍ଟନାୟକ

View: 97 ସକାଳୁ ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେୟା ହେଲା। ପିସିସି ସଭାପତି ଦୁଇଟି ଯାକ ବିଧାନସଭା ଆସନରେ ହାରି ଯାଇଛନ୍ତି। ସେ କେନ୍ଦୁଝରର ଘସିପୁର ଓ ଭଦ୍ରକର ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହୋଇଥିଲେ। ଘସିପୁରାରୁ ସେ ବିଜେଡି ପ୍ରାର୍ଥୀ

ହାରିଲେ ମେହବୁବା ମୁଫ୍‍ତି

View: 97 ଲୋକସଭା ନିର୍ବାଚନରେ ଜାମ୍ମୁ କାଶ୍ମୀର ଅନନ୍ତନାଗରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତି ହାରି ଯାଇଛନ୍ତି। ଏପରିକି ତାଙ୍କ ନେତୃତ୍ୱାଧୀନ ପିଡିପି ଖାତା ଖୋଲି ପାରିନାହିଁ। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଲୋକସଭା ଆସନରୁ

ବିଜେପିକୁ ମିଳିଲା ଆଉ ୩ ବିଧାନସଭା ଆସନ

View: 91 ବିଜୁ ଜନତା ଦଳର ଜୟ ଯାତ୍ରା ଅବ୍ୟାହତ ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ୩ଟି ସ୍ଥାନରେ ବିଜୟୀ ହୋଇଛି ଏବଂ କଂଗ୍ରେସର ରମେଶ ଜେନା ଗୋଟିଏ ଥର ବ୍ରେକ୍‌ ନେଇ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ମହାଙ୍ଗା