Date: May 24, 2019

Total 26 Posts

ଷୋଡଶ ଲୋକସଭା ଭଙ୍ଗ ପାଇଁ କ୍ୟାବିନେଟ ସୁପାରିଶ

View: 95 କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ଷୋଡଶ ଲୋକସଭା ଭଙ୍ଗ ପାଇଁ ସୁପାରିଶ କରିଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏ

ରବର୍ଟ ଭଦ୍ରାଙ୍କ ଅଗ୍ରୀମ ଜାମିନ ଖାରଜ ପାଇଁ ହାଇକୋର୍ଟରେ ଇଡି

View: 89 ଅର୍ଥ ଠକେଇ ମାମଲାରେ ରବର୍ଟ ଭଦ୍ରାଙ୍କୁ ମିଳିଥିବା ଅଗ୍ରୀମ ଜାମିନ ଖାରଜ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ଏପ୍ରିଲ 1ରେ ଟ୍ରାଏଲ କୋର୍ଟ ଅଗ୍ରୀମ

ସୁରତରେ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି

View: 91 ଗୁଜୁରାଟର ସୁରତରେ ଆଜି ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପ୍ରତି ମୃତକଙ୍କୁ 4 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି

ଚୀନରେ ଡଙ୍ଗା ବୁଡି 10 ମୃତ, 8 ନିଖୋଜ

View: 90 ଦକ୍ଷିଣପଶ୍ଚିମ ଚୀନର ଏକ ନଦୀରେ ଡଙ୍ଗା ବୁଡି 10 ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ 8ଜଣ ନିଖୋଜ ଅଛନ୍ତି। ଗୁଇଜୁ ପ୍ରଦେଶର ବନରା ଅଞ୍ଚଳରେ ଏହି ଘଟଣାରେ କ୍ୟାପଟେନ ସମେତ 11 ଜଣଙ୍କୁ

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦି

View: 93 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇସ୍ତଫା ଦେଇଛନ୍ତି । ଆଜି ବସିଥିବା କ୍ୟାବିନେଟର ଶେଷ ବୈଠକରେ 16ଶ  ଲୋକସଭାକୁ ଭାଙ୍ଗିଦେବାକୁ  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିଶ କରାଯାଇଛି ।  ଏହା ସହିତ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବାକୁ ସେ ରାଷ୍ଟ୍ରପତି ରାମନାଥ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା

View: 111 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ମଞ୍ଜୁର କଲେ ରାଜ୍ୟପାଳ । ନବୀନଙ୍କ ମନ୍ତ୍ରୀ ପରିଷଦର ଇସ୍ତଫା ମଧ୍ୟ ଗୃହୀତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଏହାସହ ନୂଆ ସରକାର ଗଠନ ହେବାପର୍ଯ୍ୟନ୍ତ ତାଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ

ଏଥର ସର୍ବାଧିକ ମହିଳା ବିଧାୟକ

View: 86 ଗତ ଦୁଇଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ବିଜେଡିର ସର୍ବାଧିକ ୧୨ଜଣ ମହିଳା ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ଅନ୍ୟପକ୍ଷେ ବିଜେପିର କୁସୁମ ଟେଟେ ଏକମାତ୍ର ମହିଳା ବିଧାୟକ ଭାବେ ବିଜୟୀ ହୋଇଛନ୍ତି। ୨୦୧୪ ବିଧାନସଭାରେ ମୋଟ ମହିଳା ବିଧାୟକଙ୍କ

କଂଗ୍ରେସ ଦଳ ରାଜ୍ୟରେ ଇଜ୍ଜତ ହରାଉ ହରାଉ ବଞ୍ଚିଗଲା

View: 92 ୨୦୧୪ ନିର୍ବାଚନଠାରୁ ଅଧିକ ଭୋଟ୍‌ ହାର ସହ ବିଜୟ ଲାଭ କରି କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି ବିଜେପି। ରାଜ୍ୟରେ ମଧ୍ୟ କଂଗ୍ରେସର ସ୍ଥତି ଆହୁରି ବିଗିଡ଼ି ଯାଇଛି। ଗତ ସାଧାରଣ ନିର୍ବାଚନରେ ୧୬ଟି ବିଧାୟକ ଆସନ ଜିତିଥିବା

ଜାଣନ୍ତୁ ଆପଣଙ୍କ ଅଂଚଳର କିଏ ହେଲେ ବିଧାୟକ

View: 77 ଆସନ ପ୍ରାର୍ଥୀ ଦଳ ଫଳାଫଳ ଅତାବିରା ସ୍ନେହାଙ୍ଗୀନି ଛୁରିଆ ବିଜେଡି ବିଜୟୀ ଅନୁଗୁଳ ରଜନୀକାନ୍ତ ସିଂହ ବିଜେଡି ବିଜୟୀ ଆଠଗଡ ରଣେନ୍ଦ୍ର ସ୍ୱାଇଁ ବିଜେଡି ବିଜୟୀ ଆଠମଲ୍ଲିକ ଋମେଶ ସ୍ୱାଇଁ ବିଜେଡି ବିଜୟୀ ଆନନ୍ଦପୁର ଭାଗୀରଥୀ ସେଠୀ ବିଜେଡି

ପିସିସି ସଭାପତି ପଦରୁ ନିରଂଜନଙ୍କ ଇସ୍ତାଫା

View: 84 ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଏକ ବଡ ଧରଣର ଝଟକା ଲାଗିଛି । ଦେଶ ବ୍ୟାପି କଂଗ୍ରେସକୁ ନିରୁତ୍ସାହଜନକ ଫଳାଫଳ ମିଳିଥିବା ବେଳେ ଓଡିଶାରେ ୧୦ଟି ବିଧାୟକ ଜିତିବାରେ ସମର୍ଥ ହୋଇନି କଂଗ୍ରେସ । ଓଡିଶାରେ ଏହି ପରାଜୟ

‘ଫିର୍ ଏକ ବାର୍’ ମୋଦି ସରକାର

View: 83 ଚଳିତ ସାଧାରଣ ନିର୍ବାଚନରେ ବିଜେପି ରେକର୍ଡ ସଂଖ୍ୟକ ଆସନ ଦଖଲ କରି ସରକାର ଗଠନ କରିବାକୁ ଯାଉଛି। ସାରା ଦେଶରେ ମୋଦି ସୁନାମି ବିରୋଧୀଙ୍କ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଛି। ଗତକାଲି ଠାରୁ ୫୪୨ ଲୋକସଭା ଆସନ ପାଇଁ ଗଣତି