Date: May 25, 2019

Total 26 Posts

ପୁରୀରେ ବାତ୍ୟା ପ୍ରଭାବିତ ୧୦,୦୦୦ରୁ ଅଧିକ ଲୋକଙ୍କୁ ପ୍ରତ୍ୟେକ ଦିନ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ରନ୍ଧନ ଶାଳାର ବ୍ୟବସ୍ଥା : ଡ଼ାଲମିଆ ଭାରତ ଗ୍ରୁପ୍

View: 86 ଓଡ଼ିଶାରେ ଗୋଷ୍ଠୀଉନ୍ନୟନପ୍ରତି ଥିବା ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ଡ଼ାଲମିଆ ଭାରତ ଗ୍ରୁପ୍ ଓଡ଼ିଶା ରାଜ୍ୟ ସରକାର ଏବଂ ଜିଲ୍ଲା କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ରାଜ୍ୟରେ ବାତ୍ୟା  ଫନି ପରବର୍ତୀ ପୁନଃସ୍ଥାପନ ଯୋଜନାରେ ଅଂଶଗ୍ରହଣ କରିଛି । ବାତ୍ୟା ପ୍ରଭାବିତ ଅ•ଳରେ

ସୁରଟ ଅଗ୍ନିକାଣ୍ଡ : ଦ୍ୱାଦଶ ଶ୍ରେଣୀର ଫଳାଫଳ ଜାଣି ପାରିଲେ ନାହିଁ ଏହି ୩ ଛାତ୍ରୀ, ଚାଲିଗଲା ଜୀବନ

View: 77 ସୁରଟର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡରେ ଘଟିଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ଏବେ ପର୍ଯ୍ୟନ୍ତ ୨୧ଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି । । ଭୟଙ୍କର ନିଆଁରେ ଜଳି ପୋଡି ପାଉଁଶ ହୋଇଯାଇଛି ସଂପୂର୍ଣ୍ଣ କୋଚିଂ ସେଣ୍ଟର।ତେବେ

ବିଶ୍ୱକପ୍‌: ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ହାରିଲା ଭାରତ

View: 95 ବିଶ୍ୱକପ୍‌ ପୂର୍ବରୁ ନିଜର ପ୍ରଥମ ଅଭ୍ୟାସ ମ୍ୟାଚରେ ଶନିବାର ଭାରତ ହାରିଛି। କେନିନ୍‌ଟନ୍‌ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍‌ରେ ଜିତିଛି। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୧୮୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା

ଦକ୍ଷିଣ ସୁଦାନରେ ଜାତିସଂଘ ମିଶନର ମୁଖ୍ୟହେଲେ ଭାରତୀୟ ସେନା ଅଧିକାରୀ

View: 85 ଭାରତୀୟ ସେନା ଅଧିକାରୀ ଲେଫନାଣ୍ଟ ଜେନେରାଲ ଶୈଳେଶ ତିନାକାରଙ୍କୁ ଦକ୍ଷିଣ ସୁଦାନରେ ଚାଲିଥିବା ମିଳିତ ଜାତିସଂଘର ମିଶନର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟାନିଓ ଗୁଟେରସ୍‌ ଏହି ନିଯୁକ୍ତି ଦେଇଛନ୍ତି ।

ନବ ଭାରତ ନିର୍ମାଣ ପାଇଁ ନୂଆ ଯାତ୍ରାର ଶୁଭାରମ୍ଭ: ମୋଦୀ

View: 93 ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି, ତାଙ୍କ ସରକାର ଅଫୁରନ୍ତ ଶକ୍ତି ସହ ନବ ଭାରତ ଗଠନ ଦିଗରେ କାର୍ଯ୍ୟ କରିବ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଦସ୍ୟମାନଙ୍କୁ ବିନା

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ୫ଟି ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ସଦସ୍ୟା

View: 92 ବିଜୁ ଜନତା ଦଳ ପଞ୍ଚମଥର ପାଇଁ କ୍ରମାଗତ ଭାବରେ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ସରକାର ଗଢ଼ିବାକୁ ଯାଉଥିବା ବେଳେ ଦଳର ସଭାପତି  ନବୀନ ପଟ୍ଟନାୟଙ୍କୁ ଆଜି କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାର

ରାଷ୍ଟ୍ରପତିଙ୍କୁ ବିଜୟୀ ପ୍ରାର୍ଥୀଙ୍କର ତାଲିକା ପ୍ରଦାନ କଲେ ନିର୍ବାଚନ କମିଶନର

View: 86 ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା  ନିର୍ବାଚନ କମିଶନର ଅଶୋକ ଲାବାସା ଓ ସୁଶୀଲ ଚନ୍ଦ୍ରାଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ଲୋକସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନଙ୍କର ନାମ ତାଲିକା ପ୍ରଦାନ କରିଛନ୍ତି । ନିର୍ବାଚନ

‘ବିଗ୍‌ ବସ୍‌-13’ରେ ଦିଶିପାରନ୍ତି ଏହି କଳାକାର

View: 103 ଟେଲିଭିଜନ ଦୁନିଆର ସବୁଠାରୁ ବଡ଼ ରିୟଲିଟି ସୋ’ ‘ବିଗ୍‌ ବସ୍‌’ର 13ତମ ସିଜିନ୍‌ ସମୟ ପାଖେଇ ଆସିଲାଣି। ଏହାକୁ ନେଇ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନିଜର ଫିଲ୍ମ କାର୍ଯ୍ୟରେ ବ୍ୟସ୍ତ ରହିବା ସତ୍ତ୍ୱେ ବି ଏଥର ବି

ସଙ୍ଗୀତ ପରେ ଏବେ ଅଭିନୟ କରିବେ ଅଦନାନ

View: 98 ବଲିଉଡ୍‌ରେ ଅନେକ ଆଗ ଧାଡ଼ିର କଣ୍ଠଶିଳ୍ପୀ ରହିଛନ୍ତି । କିନ୍ତୁ ସେ ମଧ୍ୟରୁ ଅଦନାନ ସାମୀଙ୍କ ସ୍ୱର ଟିକେ ନିଆରା । ଶ୍ରୋତାଙ୍କୁ କଭି ତୋ ନଜର, ଭିଗି ଭିଗି ରାତୋଁ ମେଁ, ଲିପ୍ଟ କରାଦେ ଭଳି ଗୀତ

ପଦରୁ ଇସ୍ତଫା ଦେବାକୁ ମମତାଙ୍କ ପ୍ରସ୍ତାବ

View: 76 ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ତୃଣମୂଳ କଂଗ୍ରେସ ଏବଂ ମମତା ଦିଦିଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡିଥିବା ଦେଖାଯାଇଛି । ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବା ପାଇଁ କହିଛନ୍ତି ।

ନରେନ୍ଦ୍ର ମୋଦୀ ଏନ୍‍ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ

View: 74  ନବନିର୍ବାଚିତ ଏନ୍‍ଡିଏ ସାଂସଦ ମାନେ ସର୍ବସମ୍ମତକ୍ରମେ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି । ପାର୍ଲାମେଣ୍ଟର କେନ୍ଦ୍ରୀୟ ସଭାଗାରରେ ଅନୁଷ୍ଠିତ ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ନେତା ଲାଲାକୃଷ୍ଣ ଆଡୱାଣୀ, ମୁରଲୀ