Date: May 26, 2019

Total 32 Posts

ଆସନ୍ତାକାଲି ସିକ୍କିମ୍‍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରେମ୍‍ ସିଂହ ଗୋଲେ

View: 114 ଆସନ୍ତାକାଲି ସିକ୍କିମ୍‍ କ୍ରାନ୍ତିକାରୀ ମୋର୍ଚ୍ଚା ଏସକେଏମ୍‍ର ଅଧ୍ୟକ୍ଷ ତଥା ବିଧାୟକ ଦଳ ନେତା ପ୍ରେମ୍‍ ସିଂହ ଗୋଲେ ସିକ୍କିମ୍‍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଗ୍ୟାଙ୍ଗ୍‍ଟକ୍‍ର ପାଲ୍‍ଜୋର୍‍ ଷ୍ଟାଡିୟମ୍‍ଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଇମ୍ରାନ

View: 105 ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କଲ୍‍ କରି ଲୋକସଭା ନିର୍ବାଚନରେ ଐତିହାସିକ ବିଜୟକୁ ନେଇ ଅଭିନନ୍ଦନ ଜଣାଇଛନ୍ତି। ବିଦେଶ ମନ୍ତ୍ରାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରଙ୍କ ପଡୋଶୀ ନୀତି

ମା’ ହୀରାବେନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

View: 94 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ପରିଚାଳିତ ଏନଡିଏକୁ ମିଳିଥିବା ବିପୁଳ ବିଜୟ ପରେ ନିଜର ଗୃହ ରାଜ୍ୟ ପାଇଁ ରବିବାର ପ୍ରଥମ ଯାତ୍ରା କରିଛନ୍ତି। ଅହମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ

ଅମେଠି ପହଂଚିଲେ ସ୍ମୃତି ଇରାନୀ, ମୃତକ ବିଜେପି କର୍ମୀଙ୍କ ଅସ୍ଥିକୁ ଦେଲେ କାନ୍ଧ

View: 97 ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀଙ୍କ ପାଇଁ ଜୋରଶୋରରେ ପ୍ରଚାର କରିଥିବା ବିଜେପି ନେତା ଏବଂ ବରୌଲିୟା ଗ୍ରାମର ପୂର୍ବତନ ପ୍ରଧାନ ସୁରେନ୍ଦ୍ର ସିଂହଙ୍କୁ ଗତକାଲି ରାତିରେ ଗୁଳି କରି ହତ୍ୟା କରାଯାଇଛି । କେଜିଏମୟୁ ଲକ୍ଷ୍ନୌରେ ତାଙ୍କର ଶବ

ସୌମ୍ୟଙ୍କୁ ସୁହାଇବା ପାଇଁ ଦଳର କୃତ୍ରିମ ବିପର୍ଯ୍ୟୟ କରିଛନ୍ତି ନିରଞ୍ଜନ : କାହ୍ନୁଚରଣ ଲେଙ୍କା

View: 144 ଚଳିତ ଲୋକସଭା ନିର୍ବାଚନର ଫଳାଫଳ ଏବେ ସାମ୍ନାକୁ ଆସିଛି । ଏହି ନିର୍ବାଚନରେ ବିଜେଡି ପ୍ରଚଣ୍ଡ ବହୁମତ ହାସଲ କରି ବିଜୟୀ ହୋଇଥିବା ବେଳେ ବିଜେପି କିଛିକାଂଶରେ ସ୍ଥାନ ଅଧୀକୃତ କରିଛି । ସେହି ସମୟରେ କଂଗ୍ରେସର ପତନ

ପାଳିତ ହୋଇଛି ଶ୍ରୀକ୍ଷେତ୍ର ଭଉଁରୀ ଉତ୍ସବ

View: 111 ମହାସମାରୋହରେ ପାଳିତ ହୋଇଯ଼ାଇଛି ଶ୍ରୀକ୍ଷେତ୍ର ଭଉଁରୀ ଉତ୍ସବ । ବିରାଟ ପଟୁଆର ଆଉ ଶୋଭାଯ଼ାତ୍ରାରେ ବାହାରି ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର କରିବା ପାଇଁ ପହଞ୍ଚିଥିଲେ ମଦନମୋହନ, ରାମକୃଷ୍ନ, ଭୂଦେବୀ, ଶ୍ରୀଦେବୀ, ଆଉ ପଞ୍ଚୁପାଣ୍ଡବ । ମହାପ୍ରଭୁଙ୍କର ଏହି ଅଲଭ୍ୟ

ରଥ ଖଳା: ଶେଷ ହେଲା ଚକ ଡେରା ନୀତି

View: 120 ପରମ୍ପରା ମୁତାବକ ଆଜି ରଥଖଳାରେ ସମ୍ପାଦିତ ହୋଇଛି ପ୍ରଥମ ଚକଡେରା ନୀତି । ପାରମ୍ପରିକ ରୀତି ଅନୁସାରେ ସକାଳ ଧୂପ ପରେ ଏକ ପଟୁଆରରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳାକୁ ଅଣାଯାଇଥିଲା । ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ

ଜୁନ୍‌ରେ ମୋଦି-ଟ୍ରମ୍ପ ଭେଟ

View: 101 ଜୁନ୍‌ରେ ଜି-୨୦ ସମିଟ୍‌ ଜାପାନରେ ଅନୁଷ୍ଠିତ ହେବ l ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ଲାଗି ଉଭୟ  ରାଜି ହୋଇଛନ୍ତି। ଭାରତ-ଆମେରିକା ରଣନୀତିକ ସମ୍ପର୍କକୁ ଆହୁରି

ଔପଚାରିକତା ଶେଷ, ଅପେକ୍ଷା ୨୯କୁ

View: 92 ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଚଳିତ ନିର୍ବାଚନରେ ଦୁଇ ତୃତୀୟାଂଶ ସ୍ଥାନ ଦଖଲ କରିଥିବା ବିଜୁ ଜନତା ଦଳର ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି

ବିଜୟ ପରେ ଜୁନ୍‌ରେ ମୋଦୀ କରିବେ ପ୍ରଥମ ବିଦେଶ ଗସ୍ତ

View: 93 2019 ଲୋକସଭା ନିର୍ବାଚନରେ ବପୁଳ ସଂଖ୍ୟକ ଭୋଟ୍‌ରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରୀ ଆସନ୍ତା ମାସ ଅର୍ଥାତ ଜୁନ୍‌ରୁ ଆରମ୍ଭ କରିବାକୁ ଯାଉଛନ୍ତି। ସେ କ୍ରିଜିଜ୍‌ସ୍ତାନର ବିସକେକ୍‌ଠାରେ ହେଉଥିବା ସଂଘାଇ

ଆସନ୍ତାକାଲି ବାରଣାସୀରେ ରୋଡ୍‌ ସୋ’ କରିବେ ମୋଦୀ

View: 89 ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସୋମବାର ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଯିବେ ବୋଲି ସୂଚନା ରହିଛି। ତାଙ୍କୁ ବିପୁଳ ସଂଖ୍ୟକ ଭୋଟ୍‌ ଦେଇ ଜିତାଇଥିବାରୁ ସେ ବାରଣାସୀର ମତଦାତାମାନଙ୍କୁ