latest

Date: May 27, 2019

Total 33 Posts

ଦେଶର ନୂଆ କ୍ୟାବିନେଟ ସଚିବ ହେବେ ରାଜୀବ ଗଉବା

1982 ବ୍ୟାଚ ବିହାର କ୍ୟାଡର ଆଇଏଏସ ଅଫିସର ରାଜୀବ ଗଉବା ଦେଶର ପରବର୍ତୀ କ୍ୟାବିନେଟ ସଚିବ ହେବା ସମ୍ଭାବନା ରହିଛି । ବର୍ତ୍ତମାନର କ୍ୟାବିନେଟ ସଚିବ ପି.କେ. ସିହ୍ନାଙ୍କ କାର୍ଯ୍ୟକାଳ ଜୁନ 12ରେ ସମାପ୍ତ ହେଉଛି । ବରିଷ୍ଠତାକ୍ରମରେ ତାଙ୍କ ପଛକୁ

ତାଜ୍‌ ମହଲ ପରିସରରେ ଖୋଲାଯିବ ସ୍ତନ୍ୟପାନ ଗୃହ

ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ଭାରତର ଏକ ବହୁ ଲୋକପ୍ରିୟ ଐତିହାସିକ ସ୍ଥାନ। ସାରା ବିଶ୍ୱର ପର୍ଯ୍ୟଟକମାନେ ତାଜ୍‌ ମହଲ ବୁଲିବାକୁ ଆସିଥାନ୍ତି। ତେବେ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳୀର ଗ୍ରହଣିୟତା ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି। ଏଣିକି

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ରେଟିନା ଅସ୍ତ୍ରୋପଚାର । ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟୟବହୁଳ ଚିକିତ୍ସା ଚକ୍ଷୁରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି । ସୁନେତ୍ର ଯୋଜନାରେ ଚକ୍ଷୁରୋଗୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସାସେବା ବିନା ମୂଲ୍ୟରେ

29ରେ ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ

ଗତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟର କାରଣ ଖୋଜିବା ଲାଗି ଆସନ୍ତା 29 ତାରିଖରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଆସୁଛନ୍ତି।  ସିଂହଙ୍କ ଉପସ୍ଥିତିରେ ରାଜ୍ୟର ନିର୍ବାଚନ ପଳାଫଳର ସମୀକ୍ଷା କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ

15 ଆତଙ୍କବାଦୀ ନିହତ

ଆଫଗାନିସ୍ତାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର  ଗୁଳି ବିନିମୟ ହୋଇଛି | ଏଥିରେ 2 ଜଣ ତାଲିବାନୀ କମାଣ୍ଡରଙ୍କ ସମେତ 22 ଜଣ ସାଧାରଣ ଜନତାଙ୍କର ମୃତ୍ୟୁ ହୋଇ ଯାଇଛି | ମୃତକଙ୍କ ମଧ୍ୟରେ ତିନି ଜଣ ପୁଲିସ୍‌ ମଧ୍ୟ

29ରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ପେମା ଖାଣ୍ଡୁ ଆସନ୍ତା 29ତାରିଖରେ ଶପଥ ନେବେ । 60 ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭାରେ 41ଟି ଆସନରେ ଐତିହାସିକ ବିଜୟ ହାସଲ କରି 2ୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ

ତାଙ୍କ ନାମରେ ଖୋଲାଯାଇଛି ଫେକ୍ ଆଇଡି: ଦୂତୀ

ନିଜ ସମଲିଙ୍ଗୀ ସମ୍ପର୍କକୁ ନେଇ ନିଜେ ମୁହଁ ଖୋଲି ଚର୍ଚ୍ଚାରେ ଥିବା ଧାବିକା ଦୂତୀ ଚାନ୍ଦ ଆଜି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।  ତାଙ୍କ ଅଭିଯୋଗ ଅନୁସାରେ, ଦୁତୀଙ୍କ ନାମରେ ଏକ ଫେକ୍ ବା ନକଲି ଆଇଡି ଖୋଲାଯାଇଛି ଆଉ ଏହା

କିଏ ହେବେ ବିଜେଡିର ଉତ୍ତରାଧିକାରୀ ? ମୁଁ ମୋର ଉତ୍ତରାଧିକାରୀ ବାଛିନି, ଲୋକେ ବାଛିବେ: ନବୀନ

୧୯ ବର୍ଷ ଧରି ବିଜେଡିର ମଙ୍ଗ ଧରି ଆସିଥିବା ନବୀନଙ୍କ ପରେ ଦଳରେ କିଏ ହେବେ ଉତ୍ତରାଧିକାରୀ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। କୁହାଯାଉଥିଲା ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ତଥା ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ପାଇଁ ଏହି ପଦ

ବିଶ୍ୱକପରେ ଭାରତକୁ ପରାସ୍ତ କରିପାରିନି ପାକିସ୍ତାନ, ଚିନ୍ତାରେ ପାକିସ୍ତାନ ଅଧିନାୟକ

ମେ ୩୦ ତାରିଖରୁ ଇଂଲଣ୍ଡ ଓ ୱେଲ୍ସରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପର ୧୨ ତମ ସଂସ୍କରଣ । ବିଶ୍ୱକପରେ ଭାରତ-ପାକିସ୍ତାନ ମୁକାବିଲା ସବୁଠାରୁ ହେବିୱେଟ୍ ମୁକାବିଲା ମଧ୍ୟରୁ ଅନ୍ୟତମ । ଏହି ମ୍ୟାଚ ଉପରେ ରହିଛି ସାରା ବିଶ୍ୱର ନଜର

ବିଶ୍ୱାସଘାତକଙ୍କୁ ଖୋଜୁଛନ୍ତି ମମତା ବାନାର୍ଜୀ

ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଆସନ ପାଇଛି ଓ ଶାସନରେ ଥିବା ତୃଣମୂଳ ୨୩ଟି ଆସନ ପାଇଛି । ରାଜ୍ୟରେ ଏହାକୁ ବିଜେପିର ଐତିହାସିକ ସଫଳତା ବୋଲି କୁହାଯାଉଛି । କିନ୍ତୁ ଏହା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜିଙ୍କ

ଦୁର୍ଘଟଣା ଏଡ଼ାଇବାକୁ କଟକ-ଭୁବନେଶ୍ୱର ଏନଏଚରେ ଲାଗିବ ସ୍ପିଡ୍‌ ବ୍ରେକର

କଟକ-ଭୁବନେଶ୍ୱର ଏନଏଚରେ ଅନେକ ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ଚାଲିଯାଉଛି । ତେଣୁ ସେହି ରାସ୍ତାରେ ବ୍ଲାକସ୍ପଟ ଚିହ୍ନଟ କରି ସ୍ପିଡ୍‌ ବ୍ରେକର ଲଗାଇବାକୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ତାଗିଦ କରିଛନ୍ତି । କଟକ-ଭୁବନେଶ୍ୱର ଭିତର ଦେଇ ଯାଇଥିବା ଏନଏଚରେ