Date: May 28, 2019

Total 24 Posts

ସୂର୍ଯ୍ୟ ପାତ୍ର ବାଚସ୍ପତି, ଦଳର ମୁଖ୍ୟ ସଚେତକ ହେବେ ପ୍ରମିଳା ମଲ୍ଲିକ

View: 90 ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ଣରେ 5ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି। ନୂତନ ସରକାରରେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ପଦ ମିଳିବା ନିଶ୍ଚିତ ହୋଇଛି । ନବୀନ ନିବାସରୁ

ପୂର୍ବତନ ସାଂସଦମାନଙ୍କୁ ମାସେ ମଧ୍ୟରେ ସରକାରୀ କ୍ୱାଟର ଛାଡିବାକୁ ନିର୍ଦ୍ଦେଶ

View: 74 ଯେଉଁ ସାଂସଦମାନେ ଏଥର ନିର୍ବାଚନରେ ଜିତି ନାହାନ୍ତି ସେମାନଙ୍କୁ ସରକାରୀ କ୍ୱାଟର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପୂର୍ବତନ ସାଂସଦମାନଙ୍କୁ ଏକ ମାସ ସମୟ ଦିଆଯାଇଛି । ଏକ ମାସ ପରେ କ୍ୱାଟର ଛାଡିବାକୁ ସେମାନଙ୍କୁ କୁହାଯାଇଛି

ଜାମ୍ମୁ କାଶ୍ମୀର ବାରମୁଲ୍ଲାର ଉରି ଅଞ୍ଚଳରୁ ଓଡ଼ିଆ ଯୁବକ ଗିରଫ

View: 98 ଜାମ୍ମୁ କାଶ୍ମୀର ବାରମୁଲ୍ଲାର ଉରି ଅଞ୍ଚଳରୁ ଜଣେ ୪୨ ବର୍ଷୀୟ ଓଡ଼ିଆ ଯୁବକ ଗିରଫ ହୋଇଛି । ଗିରଫ ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲା କୁଳିଗାଁରେ । ଅଭିଯୁକ୍ତ ଦୁର୍ଯ୍ୟୋଧନ ମହାରାଜ ଠାରୁ ନେପାଳର ୧୨୬ଟି ମୁଦ୍ରା ଓ

ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା : ନବୀନ ନିବାସରୁ ଆସିଲା ଫୋନ୍ କଲ୍

View: 81 ନବୀନଙ୍କ ନୂଆ ଟିମର ସ୍ୱରୂପ ଧୀରେ ଧୀରେ ସ୍ପଷ୍ଟ ହେଉଛି।  ଆସନ୍ତାକାଲି 5ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ଲାଗି ନବୀନ ନିବାସରୁ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ମମତା ବାନାର୍ଜୀ

View: 84  ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି ଯେ ସେ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । ମମତା ବାନାର୍ଜିି କହିଛନ୍ତି ଯେ କେତେକ ସାମ୍ବିଧାନିକ କାର୍ଯ୍ୟକ୍ରମ ରହିଛି ଯେଉଁଠାରେ

ମନ୍ତ୍ରୀପଦ ତାଲିକାରେ ପୁରୀ ଜିଲ୍ଲାରୁ ନୂଆ ଚେହେରା

View: 102 ପୁରୀ ଜିଲ୍ଲାରେ ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମାଙ୍କ ପରି ଟାଣୁଆ ନେତା ହାରିଯାଇଛନ୍ତି । କିନ୍ତୁ ନିମାପଡ଼ା ଲଗାତାର ଭାବେ ତିନିଥର ବିଜୟଲାଭ କରିଛନ୍ତି ବିଧାୟକ ସମୀର ଦାସ । ନିମାପଡ଼ା ଅଞ୍ଚଳରେ ସମୀର ଜଣେ ଲୋକପ୍ରିୟ ନେତା

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନ ପଟ୍ଟନାୟକ

View: 85 ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ନବୀନ ପୁରୀ ଯାଇ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି ନବୀନ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

୧୪କିମି ଚାଲିଚାଲି ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଲେ ସ୍ମୃତି ଇରାନୀ

View: 91 ଲୋକସଭା ନିର୍ବାଚନରେ ଅମେଠି ଲୋକସଭା ଆସନରୁ ଐତିହାସିକ ବିଜୟ ପରେ ସ୍ମୃତି ଇରାନୀ ମୁମ୍ବାଇରେ ୧୪କିମି ପର୍ଯ୍ୟନ୍ତ ପାଦରେ ଚାଲି ସିଦ୍ଧିବିନାୟକଙ୍କ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହିତ ସିନେନିର୍ମାତା ଏକତା କପୁର ବି

24 ଘଣ୍ଟାରେ ଚଳାଚଳ କଲା 30 ଜାହାଜ

View: 83 ଜାହାଜ ଚଳାଚଳରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର ।  ପୂର୍ବରୁ 24 ଘଣ୍ଟା ଭିତରେ 27ଟି ଜାହାଜ ପାରାଦୀପ ବନ୍ଦର ପୋତାଶ୍ରୟରେ ଚଳାଚଳ କରିଥିବା ବେଳେ ଗତକାଲି 30ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ

ଏହି ପଡ଼ିଆରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

View: 95 ବର୍ତ୍ତମାନ ଟ୍ରେଣ୍ଡ କହୁଛି ଟିମ୍‌ ଇଣ୍ଡିଆ ଚଳିତ ବିଶ୍ୱକପ୍‌ରେ ଚାମ୍ପିଅନ୍‌ ହେବାକୁ ଦଳ ମାନଙ୍କର ମଧ୍ୟରେ ଅନ୍ୟତମ। ଏହି ତାଲିକାରେ ଇଂଲଣ୍ଡ ପରେ ଟିମ୍‌ ଇଣ୍ଡିଆର ନାମ ଆସୁଛି। ଟୁର୍ଣ୍ଣାମେଣ୍ଟର ପ୍ରମୁଖ ମ୍ୟାଚ୍‌ ଗୁରୁବାର ଠାରୁ ଆରମ୍ଭ ହେଉଛି।

ପୂର୍ବତନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ

View: 87 ଲୋକସଭା ନିର୍ବାଚନରେ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରି ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିବାକୁ ପହଂଚିଛନ୍ତି । ପ୍ରଣବ ମୁଖାର୍ଜୀ ତାଙ୍କୁ ଶୁଭେଚ୍ଛା ଜଣାଇବା