Date: May 29, 2019

Total 35 Posts

ମୋଦୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବେ ରାହୁଲ ଓ ସୋନିଆ

View: 89 ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ବହୁ ବରିଷ୍ଠ କଂଗ୍ରେସ ଦଳ ନେତା ଏନଡିଏ ସଂସଦୀୟ ନେତା (ପ୍ରଧାନମନ୍ତ୍ରୀ) ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ। ଖବର ସରବରାହ ସଂସ୍ଥା

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗ ଦେବେ 6000 ଅତିଥି

View: 90 ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମୋଦୀ ଗୁରୁବାର ସନ୍ଧ୍ୟାରେ 2ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ ଥର ଭଳି ଏଥର ମଧ୍ୟ

ଶପଥ ଗ୍ରହଣ ପୂର୍ବରୁ ମୋଦି-ଅମିତଙ୍କ ଗୁପ୍ତ ଆଲୋଚନା

View: 116 ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଆସନ୍ତା କାଲି (ଗୁରୁବାର) ଶପଥ ଗ୍ରହଣ କରିବାକୁ ଥିବାବେଳେ ଦିନକ ପୂର୍ବରୁ ଆଜି (ବୁଧବାର) ଅପରାହ୍ଣରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମୋଦିଙ୍କୁ ଭେଟି ଦୀର୍ଘ 3

ବିଶ୍ୱକପର ଗୋଟିଏ ଦିନ ପୂର୍ବରୁ ଯୁବରାଜ ଫ୍ୟାନଙ୍କ ପାଇଁ ଖୁସି ଖବର

View: 103 ଆଇସିସି ବିଶ୍ୱକପ୍-2019 ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ କ୍ରିକେଟର ଯୁବରାଜ ସିଂହଙ୍କ ଫ୍ୟାନ୍ ମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ଖୁସି ଖବରଟି ହେଉଛି ଯେ, ଏଥର

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ନବୀନ

View: 84 ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରର ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ନାହିଁ ।ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ରାଜ୍ୟର ନବ ନିର୍ବାଚିତ ବିଧାୟକମାନଙ୍କର ଶପଥ ଗ୍ରହଣ

କାମଚଳା ବାଚସ୍ପତି ହେଲେ ଅମର ପ୍ରସାଦ ଶତପଥୀ

View: 88 ବିଜୁ ଜନତା ଦଳର ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବୁଧବାର ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଇଛି। ଅମର ପ୍ରସାଦ ଶତପଥୀ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ। 

ଆସନ୍ତାକାଲି ଠାରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ୍-2019

View: 79 12ତମ ଆଇସିସି କ୍ରିକେଟ୍ ବିଶ୍ୱକପ୍-2019ର ପ୍ରଥମ ମ୍ୟାଚ ଆସନ୍ତାକାଲି(ଗୁରବାର) ଠାରୁ ଇଂଲଣ୍ଡରେ ଅନୁଷ୍ଠିତ ହେବ। ମ୍ୟାଚ୍ ପୂର୍ବରୁ ଧୁମଧାମରେ ଉଦଘାଟନୀ ସମାରୋହର ଆୟୋଜନ କରାଯିବ। ଏହି ଉଦଘାଟନୀ ସମାରୋହ ଲଣ୍ଡନର ବଙ୍କିଘମ ପ୍ୟାଲେସ ସ୍ଥିତ ଲଣ୍ଡନ ମଲରେ କରାଯିବ।

ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

View: 80 ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକ ବୁଧବାର ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ନବୀନ ଆଜି ‘କାଳିଆ’ ଓ ‘ମିଶନ ଶକ୍ତି’ ଯୋଜନା ନେଇ 2ଟି ବଡ଼

ଦୋମୁହାଁ ଦୁଲର୍ଭ ସାପ ଉଦ୍ଧାର

View: 90 ଭାରତରେ ସାପ ଦଂଶନ ହେତୁ ପ୍ରତିବର୍ଷ ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ। ଏହି କାରଣ ହେତୁ ସାପ ନାମ ଶୁଣିଲା ମାତ୍ରେ ଅନେକଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ। ତେବେ ଆପଣ କେବେ ପାଞ୍ଚଟି ଫଣା ଥିବା ସାପ ଦେଖିଛନ୍ତି,

ମନ୍ତ୍ରିମଣ୍ଡଳରେ ରହିବେନି ଅରୁଣ ଜେଟଲୀ

View: 71 ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ରହିବେନି ଅରୁଣ ଜେଟ୍‌ଲୀ । ଜେଟ୍‌ଲୀଙ୍କ ଭଳି ଜଣେ ଦକ୍ଷ ଶାସକ କାହିଁକି ମନ୍ତ୍ରୀ ହେବା ପାଇଁ ଚାହୁନାହାନ୍ତି ଏନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ କଥାଟା ସମ୍ପୂର୍ଣ୍ଣ ସତ । ଏହା

ଜାଣନ୍ତୁ କାହାକୁ କେଉଁ ବିଭାଗ ମିଳିଲା

View: 83 ନବୀନଙ୍କ ନୂଆ ଟିମ୍‌ରେ ୨୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କ୍ୟାବିନେଟ ଓ ୯ ଜଣଙ୍କୁ ସ୍ୱାଧୀନ ଭାବେ ମନନ୍ତ୍ରୀପଦ ମିଳିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ