Month: June 2019

Total 702 Posts

31 ରନରେ ଭାରତକୁ ହରାଇଲା ଇଂଲଣ୍ଡ

View: 856 ଲଗାତାର ପାଞ୍ଚଟି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆର ବିଜୟରଥ ଅଟକିଛି। ରବିବାର ଟିମ୍ ଇଣ୍ଡିଆ ତା’ର ସପ୍ତମ ମୁକାବିଲାରେ ଆୟୋଜକ ଇଂଲଣ୍ଡକୁ ଭେଟିଥିଲା। ଏହି ମୁକାବିଲାରେ ଇଂଲଣ୍ଡ 31 ରନରେ ଟିମ୍ ଇଣ୍ଡିଆକୁ ହରାଇ ବିଜୟଧାରାକୁ ଫେରିଛି।

ଆସନ୍ତାକାଲିଠାରୁ 100 ଟଙ୍କା ହ୍ରାସ ପାଇବ ଏଲପିଜି

View: 1,022 ଆସନ୍ତାକାଲି ଜୁଲାଇ ପହିଲା ଠାରୁ ଏଲପିଜି ସିଲିଣ୍ଡର ପିଛା 100.50 ଟଙ୍କା ହ୍ରାସ ପାଇବ। ଆଜି ଇଣ୍ଡିଆନ ଅଏଲ କର୍ପୋରେସନ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍‌ ଏଣିକି ସିଲିଣ୍ଡର ପିଛା

ମଙ୍ଗଳବାର ବିଜେପିର ପ୍ରଥମ ସଂସଦୀୟ ଦଳ ବୈଠକ

View: 1,037 ଲୋକସଭା ଅଧିବେଶନ ଚାଲିଥିବା ବେଳେ ଆସନ୍ତା ମଙ୍ଗଳବାର ବିଜେପିର ପ୍ରଥମ ସଂସଦୀୟ ଦଳ ବୈଠକ ବସିବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଲୋକସଭାରେ ବିଜେପି ସାଂସଦଙ୍କ ଏଜେଣ୍ଡା କ’ଣ ରହିବ, ସେ

ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ସୁଶୀଲ କୁମାର ସିନ୍ଧେ !

View: 1,331 2019 ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡ଼ି ବସିବା ଘଟଣା ଦଳ ପାଇଁ ଏକ ସମସ୍ୟା ପାଲଟିିଛି। ରାହୁଲ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସର ଅଧ୍ୟକ୍ଷ

ଶୁଭ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାଆନ୍ତି ଏହିସବୁ ସଂକେତ

View: 1,671 ମଣିଷ ଜୀବନରେ ଉଭୟ ଭଲ ଓ ଖରାପ ସମୟ ଦେଖା ଦେଇଥାଏ। ହେଲେ ମଣିଷ ସର୍ବଦା ସୁଖ ବା ଶୁଭ ସମୟ ପାଇଁ ଆଶାୟୀ ରହିଥାଏ। ଯାହାକି ଅସମ୍ଭବ। ସେ ଯେତେ ଚେଷ୍ଟା କଲେ ମଧ୍ୟ ଭଲ ସମୟ

ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟ ଭାବେ ଦାୟିତ୍ୱ ନେଲେ କେ.ନଟରାଜନ

View: 1,423 ଭାରତୀୟ ତଟରକ୍ଷୀ ବାହିନୀ ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି କେ ନଟରାଜନ | ସେ ରାଜେନ୍ଦ୍ର ସିଂ ଙ୍କ ସ୍ଥାନରେ ଦାୟିତ୍ୱ ନେଇଥିବାବେଳେ ପୂର୍ବରୁ ସେ ପଶ୍ଚିମ ସାଗର ବୋର୍ଡର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ | ସେ

ଓଡ଼ିଆ ଆଇଆରଏସ ପ୍ରଣବ ହେଲେ ଡବ୍ଲୁସିଓର ନିର୍ଦ୍ଦେଶକ

View: 1,550  ପ୍ରଥମ ଭାରତୀୟ ତଥା ଓଡ଼ିଆ ଆଇଆରଏସ ପ୍ରଣବ କୁମାର ଦାସ ବିଶ୍ୱ ସୀମା ଶୁଳ୍କ ସଂଗଠନ(ଡବ୍ଲୁସିଓ)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ପଦ ପାଇଁ ଇଂଲଣ୍ଡ ପ୍ରାର୍ଥୀଙ୍କୁ ହରାଇ ପ୍ରଣବ 5ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରଣବ

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ପରଲୋକ

View: 1,325 ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କର ଆଜି ପରଲୋକ ହୋଇଯାଇଛି। କଟକ ଶଙ୍କରପୁରସ୍ଥିତ ବାସଭବନରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ହୋଇଥିଲା।  ‘ସୁନା ହରିଣୀ’, ‘ସୁନା ଚଢ଼େଇ’, ‘ସନ୍ତାନ’ ଓ ‘ଭୀଷ୍ମପ୍ରତିଜ୍ଞା’

‘ମନ୍ କୀ ବାତ୍’ରେ ଜଳ ସଂରକ୍ଷଣକୁ ଗୁରୁତ୍ୱ

View: 1,842 ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି ପ୍ରଥମ ଥର ପାଇଁ “ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ନିଜର ମନର କଥା କହିଛନ୍ତି। ଦୀର୍ଘ 4ମାସ ପରେ ଲୋକଙ୍କ ସହ

ପ୍ରଥମେ ବୋଲିଂ କରୁଛି ଭାରତ

View: 1,044 ଇଂଲଣ୍ଡକୁ ହରାଇ ସେମି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା  ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବ। ଇଂଲଣ୍ଡ ପାଇଁ ଏହା କର ବା ମର ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଂଲିଶ

ବଦଳିଲା ‘ମେଣ୍ଟାଲ୍ ହେ କ୍ୟା’ର ଟାଇଟଲ

View: 92 ଅବଶେଷରେ  କଙ୍ଗନା ରାନାଓ୍ଵତ୍ ଓ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ମେଣ୍ଟାଲ୍ ହେ କ୍ୟା’ର ଟାଇଟଲ ବଦଳିଲା। ଏଦନଇ ଫିଲ୍ମର ପ୍ରଯୋଜିକା ଏକତା କପୁର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସିବିଏଫ୍ସି ଫିଲ୍ମର ଟାଇଟଲ୍କୁ ନେଇ