Date: June 1, 2019

Total 23 Posts

ଓଡ଼ିଶାର ଉନ୍ନତି ଓ ବିକାଶ ପାଇଁ ମିଳିତ ଉଦ୍ୟମ କରିବାକୁ ଆଶାବାଦୀ: ଧର୍ମେନ୍ଦ୍ର

View: 131 କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ଅବସରରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶନିବାର ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ

ଟିକଟକରେ ଅଶ୍ଲୀଳ ଭିଡ଼ିଓ ଭାଇରାଲ ପରେ ଛାତ୍ରୀଙ୍କ ଆତ୍ମହତ୍ୟା

View: 104 ଟିକଟକରେ ଅଶ୍ଲୀଳ ଭିଡ଼ିଓ ଭାଇରାଲ ପରେ ଆତ୍ମହତ୍ୟା କଲେ ଜଣେ ନାବାଳିକା । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ । ସୂଚନାନୁସାରେ, ଗଗନ ସାମନ୍ତରାୟଙ୍କ ସାନ ଝିଅ

ଶାହ ଗୃହମନ୍ତ୍ରୀ ହେବା ପରେ, ହାର୍ଦ୍ଦିକଙ୍କ ଭୟ ! ଟ୍ୱିଟ୍ କରି କହିଲେ

View: 92 ମୋଦି ମନ୍ତ୍ରିମଣ୍ଡଳରେ ଅମିତ ଶାହଙ୍କ ଗୁରୁ ଦାୟିତ୍ୱ । ଗୃହ ବିଭାଗ ମନ୍ତ୍ରୀ ହେଲେ ଅମିତ ଶାହ । ତେବେ ଶାହଙ୍କ ଗୃହ ବିଭାଗ ଦାୟିତ୍ୱ ନେବା ପରେ ତାଙ୍କୁ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଶୁଭେଚ୍ଛା ଜଣାଇବା

ଦିଲ୍ଲୀରେ ପହଞ୍ଚିଲା କଳ୍ପନାଙ୍କ ମୃତଦେହ

View: 96 2ୟ ଥର ଏଭେରେଷ୍ଟ୍‌ ଆରୋହଣ ପରେ ଶିଖର ଦେଶରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭରେଷ୍ଟର୍‌ କଳ୍ପନା ଦାଶଙ୍କ ମୃତଦେହ ଶନିବାର ଦିଲ୍ଲୀରେ ପହଞ୍ଚିଛି। ତାଙ୍କ ମୃତଦେହକୁ କାଠମାଣ୍ଡୁର ଦିଲ୍ଲୀ ଅଣାଯାଇଛି। ରାତି ପ୍ରାୟ 9ଟାରେ ଭୁବନେଶ୍ୱର ବିମାନବନ୍ଦରରେ

ଶାହଙ୍କ ହାତରେ ଦେଶର ସୁରକ୍ଷା, ଆତଙ୍କବାଦୀ ଛାନିଆ

View: 102  ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଅମିତ ଶାହ । ହିନ୍ଦୁତ୍ୱବାଦୀ ନେତା ଭାବେ ପରିଚିତ ଅମିତ ଶାହଙ୍କ ଉପରେ ଏବେ ସାରା ଦେଶର ସୁରକ୍ଷା ଭାର । ମୋଦିଙ୍କ ଡାହାଣ ହାତ କୁହାଯାଉଥିବା ଶାହ ଗୃହମନ୍ତ୍ରୀ ହେବା ପରେ

ଘରେ ଯଦି ଏହି 5ଟି ଜିନିଷ ତେବେ ବଦଳାନ୍ତୁ, ନହେଲେ ଦେଖାଯିବ ଦାରିଦ୍ର‌୍ୟ

View: 217 ଏହି ବ୍ରହ୍ମାଣ୍ଡରେ ଅବସ୍ଥିତ ପ୍ରତ୍ୟେକ ବସ୍ତୁରେ ସକାରାତ୍ମକ ବା ନକରାତ୍ମକ ଶକ୍ତି ରହିଥାଏ, ଯାହା ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ରୂପରେ ନିଜର ପ୍ରଭାବ ପଖାଇ ଥାଏ । ଏହି ପ୍ରଭାବ ଏ ସୃଷ୍ଟି ଠାରୁ ଆରମ୍ଭ କରି ମନୁଷ୍ୟର

ଏଥର ରଜରେ ଦୁଇଟି ପ୍ରେମ କାହାଣୀର ଲଢ଼େଇ

View: 118 ଆଗକୁ ଆସୁଛି ରଜ । ଏ ନେଇ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ରଜରେ ଦର୍ଶକଙ୍କୁ କିଛି ସରପ୍ରାଇଜ୍ ଦେବା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ତେବେ ଏଥର ରଜରେ ଦୁଇଟି ଲଭ୍ ଷ୍ଟୋରୀର

ପ୍ରତିଦିନ ରାତିରେ ଲଗାନ୍ତୁ ଏହି ଜିନିଷ, ଚମକିବ ଆପଣଙ୍କ ଚେହେରା

View: 411 ଆଧୁନିକ ଦୁନିଆରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାହାଁନ୍ତି । ଏଥି ପାଇଁ ବଜାରରେ ବହୁତ କିଛି ପ୍ରଡ଼କ୍ଟ ମିଳୁଛି ଓ ଏହା ବହୁତ ମହଙ୍ଗା ଓ କେମିକାଲ ଯୁକ୍ତ ହୋଇଥାଏ । ଏହି ପ୍ରଡକ୍ଟକୁ ଲଗାଇ କିଛି

ବିଧାନସଭାର 22ତମ ବାଚସ୍ପତି ହେଲେ ସୂର୍ଯ୍ୟ ପାତ୍ର

View: 97 ଷୋଡ଼ଶ ବିଧାନସଭାର ବାଚସ୍ପତି ହୋଇଛନ୍ତି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ବାଚସ୍ପତି ପ୍ରସ୍ତାବ ଆଗତ କରିବା ପରେ ସମସ୍ତ ବିଧାୟକ ସମର୍ଥନ ଜଣାଇଛନ୍ତି । ଏହା ପରେ ଶ୍ରୀ ପାତ୍ର

ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ନିର୍ବାଚିତ

View: 376 ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର କଂଗ୍ରେସର ସଂସଦୀୟ ଦଳ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ଦେବାକୁ

ଜୁନ୍ 3ରେ ପ୍ରକାଶ ପାଇବ +2 ବିଜ୍ଞାନ ପରୀକ୍ଷା ଫଳ

View: 82 ଅନେକ ଆଶା ଓ ଆଶଙ୍କା ପରେ ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷା ଫଳ। ଜୁନ 3 ଦିନ ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ଭବନରେ ୧୨ଟାରେ ପ୍ରକାଶ ପାଇବ ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ । ଚଳିତବର୍ଷ