latest

Date: June 2, 2019

Total 16 Posts

ସଲମାନଙ୍କ ଅପକମିଂ ଫିଲ୍ମ “ଭାରତ” ପାଇଁ ଫ୍ୟାନଙ୍କ କ୍ରେଜ୍

View: 110 ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ ଚଳିତ ମାସ 5 ତାରିଖରେ ମୁକ୍ତିଲାଭ ହେବାକୁ ଥିବା ବେଳେ ଏହାକୁ ନେଇ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ଓ ବ୍ୟଗ୍ରତା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ଆଗୁଆ ଟିକଟ ବୁକିଂ

ଅମରନାଥ ଯାତ୍ରା ପାଇଁ 1.10ଲକ୍ଷ ଯାତ୍ରୀଙ୍କ ନାମ ପଞ୍ଜୀକରଣ

View: 118 ଦକ୍ଷିଣ କାଶ୍ମୀରର ହିମାଳୟ ପର୍ବତାଞ୍ଚଳରେ ଅବସ୍ଥିତ ଅମରନାଥଙ୍କ ପବିତ୍ର ଗୁମ୍ଫା ଦର୍ଶନ ପାଇଁ ଆସନ୍ତା ଜୁଲାଇ 1ତାରିଖରୁ ଆରମ୍ଭ ହେଉଥିବା ଯାତ୍ରା ନିମନ୍ତେ ଚଳିତବର୍ଷ 1ଲକ୍ଷ 10ହଜାରରୁ ଅଧିକ ତୀର୍ଥଯାତ୍ରୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଜାମ୍ମୁ ଓ

ଅଗ୍ନିକାଣ୍ଡରେ ଜଳିଗଲା 50 ରୁ ଅଧିକ କାର

View: 121 ରାଜଧାନୀ ଦିଲ୍ଲୀରେ ପୁଣି ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀର ସାଗରପୁର ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଏହାଫଳରେ 50ରୁ ଅଧିକ କାର ଜଳି ଯାଇଛି । ଏ ସଂପର୍କରେ

ବିଜେପୁର ଛାଡିଲେ ନବୀନ

View: 156 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଇଛନ୍ତି । ଚଳିତ ଥର 2ଟି ବିଧାନସଭା ଆସନରୁ ଜିତିଥିବା ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡିଛନ୍ତି । ରବିବାର ସେ ନିଜର ଇସ୍ତଫା ପତ୍ର

ଦେଶର ପ୍ରଥମ ଡାଇନୋସର ପାର୍କ ଏବେ ଗୁଜୁରାଟରେ

View: 106 ଗୁଜୁରାଟର ଵାଲାସୀନୋରରେ ଏବେ ଦେଶର ପ୍ରଥମ ତଥା ନିଆରା ପାର୍କର ନିର୍ମାଣ କରାଯାଇଛି | ଏହା ଦୁନିଆର ତୃତୀୟ ବୃହତ୍‌ ତଥା ଦେଶର ପ୍ରଥମ ଡାଇନୋସର ମ୍ୟୁଜିୟମ ପାର୍କ ଭାବେ ମାନ୍ୟତା ପାଇଛି | ଖୁବଶୀଘ୍ର ଏହାକୁ ସାଧାରଣ

ପିନାକୀ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା, ଭର୍ତ୍ତୃହରି ଷ୍ଟାଣ୍ଡିଂ କିମିଟି ଅଧ୍ୟକ୍ଷ

View: 182 ପୁରୀ ସାଂସଦ  ପିନାକୀ ମିଶ୍ର ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ତେବେ ଦଳର ବରିଷ୍ଠ

ଆସନ୍ତାକାଲି ସିଆଚେନ୍‍ ଗ୍ଲାସିଅର୍‍ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

View: 108 ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି (ସୋମବାର) ସିଆଚେନ୍‍ ଗ୍ଲାସିଅର୍‍ ଗସ୍ତରେ ଯିବେ ଏବଂ ସେଠାକାର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିବେ । ବା​ୟୁ​ସେନାମୁଖ୍ୟ ଜେନେରାଲ ବିପିନ୍‍ ରାୱତ୍‍ ମଧ୍ୟ ଶ୍ରୀ ସିଂହଙ୍କ ସହ ଗସ୍ତରେଯିବେ। ପ୍ରତିରକ୍ଷା ମନ୍ତ୍ରୀ

ଭିଜା ନିୟମ ବଦଳାଇଲା ଆମେରିକା

View: 106 ଆମେରିକା ଏହାର ଭିଜା ନିୟମରେ ପରିବର୍ତ୍ତନ ଆଣିଛି। ଆମେରିକା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏବେ ଆବେଦନକାରୀଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟର ନାମ ଏବଂ ତାଙ୍କର 5ବର୍ଷର ରେକର୍ଡ ସମ୍ପର୍କିତ ତଥ୍ୟ ଦାଖଲ

ଦେଶର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କୁ ପୁରଷ୍କାର

View: 311 ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କୁ ମେକ୍ସିକୋର ସର୍ବୋଚ୍ଚ ନାଗରିକ ସମ୍ମାନ । ପ୍ରତିଭାଙ୍କୁ ବେସାମରିକ ସମ୍ମାନ ‘ଅର୍ଡନ୍ ମେକ୍ସିକାନା ଡେଲ୍ ଆଗୁଇଲା ଏଜ୍ଟେକାରେ ସମ୍ମାନିତ କରାଯାଇଛି । ସୂଚନା ମୁତାବକ ପୁଣେଠାରେ ଅନୁଷ୍ଠିତ ଏକ

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ

View: 108 ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ସୋମବାର ଦିନ ୧୨ ଟାରେ ପ୍ରକାଶ ପାଇବ ରେଜଲ୍ଟ । ପରୀକ୍ଷା ଫଳ ଡବ୍ଲୁ.ଡବ୍ଲୁ.ଡବ୍ଲୁ ଡଟ୍ ଓଡିଶାରେଜଲ୍ଟ ଡଟ୍

ଗୁଳିବିନିମୟରେ ଯବାନ ଶହୀଦ, 5 ମାଓବାଦୀ ନିହତ

View: 120 ଝାଡ଼ଖଣ୍ଡର ଦୁମକା ଜଙ୍ଗଲରେ ରବିବାର ଭୋର ସମୟରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ 5 ମାଓବାଦୀ ନିହତ ହୋଇଛନ୍ତି। ଏଥିସହ 4 ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ