Date: June 4, 2019

Total 30 Posts

ବଜେଟ୍‌ ପାଇଁ ଜନତାଙ୍କ ମତ ଲୋଡ଼ିଲେ ରାଜ୍ୟ ସରକାର

View: 21 ଖୁବ୍‌ ଶୀଘ୍ର ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଏହା ପୂର୍ବରୁ ଲୋକଙ୍କ ମତାମତ ଲୋଡ଼ିଛନ୍ତି ସରକାର । ବଜେଟ୍‌ରେ କ’ଣ ବ୍ୟବସ୍ଥା ରହିବ ସେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ

View: 101 ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭୁବନେଶ୍ଵରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଚିବାଳୟ ଯାଇ ଭେଟିଛନ୍ତି। ସୌଜନ୍ୟମୂଳକ ସାକ୍ଷାତରେ ସରକାରଙ୍କୁ ସେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ଏହି

ପୁଣିଥରେ ସ୍କ୍ରିନ୍ ସେୟାର କରିବେ ରାଣୀ-ଅଭିଷେକ

View: 29 ଦୀର୍ଘ 12 ବର୍ଷ ପରେ ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀ ପୁଣିଥରେ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ଦୁହିଁଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଣ୍ଟି ଔର ବବଲୀ’ର 2ୟ ଭାଗ ‘ବଣ୍ଟି ଔର

ସର୍ଭିସ୍‌ ବନ୍ଧୁକରୁ ଗୁଳି ଫୁଟି ଯବାନ ମୃତ

View: 22 ସମ୍ବଲପୁର ଯୁଯୁମରା ସିଆର୍‌ପିଏଫ୍‌ କ୍ୟାମ୍ପରେ ଏକ ଅଘଟଣ ଘଟିଛି । ସର୍ଭିସ୍‌ ବନ୍ଧୁକରୁ ଗୁଳି ଫୁଟି ଜଣେ ଯବାନ ପ୍ରାଣ ହରାଇଛନ୍ତି ।  ତାଙ୍କ ନାଁ ବୁଟା ସିଂହ ।  ଆଜି ବୁଟା ସିଂହଙ୍କ ସର୍ଭିସ୍‌ ବନ୍ଧୁକରୁ ହଠାତ୍‌

ଭାରତୀୟ ପାଣିପାଗ ବିଜ୍ଞାନର ମହାନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

View: 20 ଓଡ଼ିଶା ପାଇଁ ଆସିଛି ଏକ ଗୌରବର ଖବର। ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ବଡ଼ ଦାୟିତ୍ଵ। ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭାରତୀୟ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଅଗଷ୍ଟ 1 ରୁ

ପିଆଜର ଉପକାରିତା

View: 26 ଭୋଜନ ସହିତ ସାଲାଡ୍ ରୂପରେ ଖିଆଯାଉଥିବା କଞ୍ଚା ପିଆଜ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କୁ ଏହା ଡର ଲାଗୁଥାଏ କି ପିଆଜ ଖାଇବା ପରେ ଆପଣଙ୍କ ପାଟି ଦୁର୍ଗନ୍ଧ କରିବ ତ ତାହେଲେ

ପୁଣି ଥରେ ରାଜ୍ୟ ସରକାରଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ପ୍ରସ୍ତାବ

View: 43 ଦ୍ୱିତୀୟ ଥର  କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ଓଡିଶା ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି| ମଙ୍ଗଳବାର ଆୟୁଷ୍ମାନ ଭାରତର ସିଇଓ ମୁଖ୍ୟ ଶାସନ ସଚିବଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି

ଯିଏ ମୋଦୀଙ୍କ ସହ ଚା’ ପିଇବା ପାଇଁ ଇଚ୍ଛୁକ ଅଛନ୍ତି, ସେମାନେ କରନ୍ତୁ ଏଭଳି କାମ

View: 55 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚା’ ପିଇବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ଏକ ସୁବର୍ଣ୍ଣ ସୁଯୋଗ । ନରେନ୍ଦ୍ର ମୋଦୀ ନିଜେ ହିଁ ଆପଣଙ୍କ ପାଇଁ ଏହି ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି ।

ଗୀତା ଅନୁଯାୟୀ ମନର ସ୍ୱରୂପ କ’ଣ ହେଲେ ମିଳେ କି ଫଳ

View: 66 ମନର ସ୍ଵରୂପ ଅନନ୍ତ ଏବଂ ଅପାର। ମନ ଓ ବ୍ରହ୍ମ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ବ୍ରହ୍ମ ନିଜର ସଂକଳ୍ପ ଶକ୍ତି ଦ୍ଵାରା ସୃଷ୍ଟି କରିବା ପାଇଁ ମନ ଆକାରରେ ପ୍ରକଟ ହୁଏ। ମନର ନାମ ଓ ରୂପ

ଜେରା ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେଲେ ରବର୍ଟ ଭଦ୍ରା

View: 26 ମନୀ ଲଣ୍ଡରିଂ ମାମଲାରେ ଆଜି ପୁଣି ରବର୍ଟ ଭଦ୍ରାଙ୍କୁ ପଚରାଉଚରା କରାଯିବ । ଏଥିପାଇଁ ସେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି କାର୍ଯ୍ୟାଳୟରେ ପହଁଚିଛନ୍ତି । ଏହା ପୂର୍ବରୁ ଜୁନ ୩ରେ ସିବିଆଇର ବିଶେଷ ଅଦାଲତ ରବର୍ଟଙ୍କୁ ବିଦେଶ

ସୋସିଆଲ ମିଡିଆରେ ସାନିଆ ହେଲେ ଟ୍ରୋଲ, ଫଲୋଅର୍ସ କହିଲେ ଏମିତି କଥା

View: 70 ସୋସିଆଲ ମିଡିଆରେ  ଟ୍ରୋଲ ହେଲେ ସାନିଆ ମିର୍ଜା । ଗତକାଲି ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା । ଏଥିରେ ପାକିସ୍ତାନ ବିଜୟୀ ହୋଇଥିଲା ।  ଏହାକୁ ନେଇ ସାନିଆ ପାକିସ୍ତାନ ଟିମକୁ ସୋସିଆଲ ମିଡିଆରେ  ଧନ୍ୟବାଦ