latest

Date: June 5, 2019

Total 30 Posts

ଦକ୍ଷିଣ ଆଫ୍ରିକାକୁ 6 ଓ୍ଵିକେଟ୍‌ରେ ପରାସ୍ତ କଲା ଭାରତ

View: 136 ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ବିରାଟ ବାହିନୀ । ରୋହିତଙ୍କ ଅପରାଜିତ ଶତକ ବଳରେ ବିଶ୍ୱକପର ପ୍ରଥମ ମ୍ୟାଚକୁ 6 ୱିକେଟରେ ବାଜି ମାରିଛି ଟିମ୍ ଇଣ୍ଡିଆ । 228 ରନ ଟାର୍ଗେଟର ପିଛା କରୁଥିବା

କାନ୍‌ ଫେଷ୍ଟିଭାଲରେ ଚମକିଲେ ଦୁଇ ଭାରତୀୟ ୟୁଟ୍ୟୁବ୍‌ ଷ୍ଟାର

View: 156 କାନ୍‌ ଫେଷ୍ଟିଭାଲର ରେଡ୍‌ କାର୍ପେଟ୍‌ରେ ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦ୍ୟୁକୋନ୍‌, କଙ୍ଗନା ରାଣାୱତ୍‌ ଏବଂ ସୋନମ୍‌ କପୁର ଆଦିଙ୍କୁ ନିଶ୍ଚୟ ଦେଖିଥିବେ। ତେବେ ସେମାନଙ୍କ ବ୍ୟତୀତ ଅନ୍ୟ କିଛି ଭାରତୀୟ ମଧ୍ୟ ଶିରୋନାମା ଦଖଲ କରିଥିଲେ। ଆଉ ପ୍ରଥମ

ଆର୍ଥିକ ସଙ୍କଟ କାରଣରୁ ପ୍ରତିରକ୍ଷା ବଜେଟରେ ହ୍ରାସ କରିବ ପାକିସ୍ତାନ ସେନା

View: 134 ଦେଶରେ ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ପାକିସ୍ତାନର ସଶସ୍ତ୍ର ସେନା ସ୍ୱେଚ୍ଛାକୃତ ଭାବେ ବର୍ଷକ ପାଇଁ ପ୍ରତିରକ୍ଷା ଅଟକଳ ହ୍ରାସ କରିଛି। ସେନାର ଏ ଭଳି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଶଂସା କରିଛନ୍ତି। ଚଳିତ ବଜେଟ୍‌ରେ

ଭାରତ ପାଇଁ ବିଜୟ ଲକ୍ଷ୍ୟ 228: ଚହଲଙ୍କୁ 4 ୱିକେଟ୍

View: 124 ବିଶ୍ୱକପ 2019ରେ ଭାରତ ଦମ୍‌ଦାର ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନକୁ ଭାରତ ଧୂଳିସାତ କରିଦେଇଛି । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ 50 ଓଭରରେ 227 ରନ କରିବାକୁ ସକ୍ଷମ ହୋଇଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା

ଆସନ୍ତା 48 ଘଂଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ!

View: 124 ପ୍ରବଳ ଗୁଳୁଗୁଳି ଏବଂ ପ୍ରଚଣ୍ଡ ରୌଦ୍ର ତାପ ମଧ୍ୟରେ ଆଶ୍ୱସ୍ତୀର ଖବର ମିଳିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା 48 ଘଂଟା ମଧ୍ୟରେ ମୌସୁମୀ କେରଳ ଛୁଇଁପାରେ । ତେବେ ଚଳିତ ବର୍ଷ ମୌସୁମୀ ଦୁର୍ବଳ

ଜୁଲାଇ 9 ରୁ 16 ମଧ୍ୟରେ ଇସ୍ରୋର ’ଚନ୍ଦ୍ରଯାନ-2’ ଅଭିଯାନ

View: 97 ଆସନ୍ତା 9 ରୁ 16 ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ ଏହାର ଦ୍ୱିତୀୟ ଅଭିଯାନ ଚନ୍ଦ୍ରଯାନ-3 ପଠାଇବ । ଏହା ସେପ୍ଟେମ୍ବର 6 ତାରିଖରେ ଚନ୍ଦ୍ରରେ ଅବତରଣ କରିବ। ଏଥିପାଇଁ ଜିଏସଏଲଭି-ମାର୍କ-III କୁ ମନୋନୀତ କରାଯାଇଛି । ଏହା

ପ୍ରକାଶ ପାଇଲା NEET ପରୀକ୍ଷା ଫଳ, ରାଜସ୍ଥାନର ନଳିନୀ ଟପ୍ପର

View: 178 ସର୍ବଭାରତୀୟ ସ୍ତରରେ ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‌-2019(ନିଟ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପୁଅମାନେ ବାଜି ମାରି ନେଇଛନ୍ତି । ପ୍ରଥମ 3 ଜଣଙ୍କ

5 ସଦସ୍ୟ ପ୍ରଭାବଶାଳୀଙ୍କୁ ନେଇ ଗଠିତ ହେଲା ପ୍ରତିରକ୍ଷା କ୍ୟାବିନେଟ କମିଟି

View: 150 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2.0 କ୍ୟାବିନେଟର ଅତ୍ୟନ୍ତ ପ୍ରଭାବଶାଳୀ ବିବେଚିତ ହେଉଥିବା 5 ଜଣ ସଦସ୍ୟଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଜର ଉଚ୍ଚ କ୍ଷମତା ସଂପନ୍ନ ପ୍ରତିରକ୍ଷା କ୍ୟାବିନେଟ କମିଟି ବା କ୍ୟାବିନେଟ କମିଟି ଅନ୍‌ ସିକ୍ୟୁରିଟି

ଏଭରେଷ୍ଟରେ ପହଞ୍ଚିଲେ ଆଇଏଏସ୍‌ ଅଧିକାରୀ

View: 116 ଉତ୍ତରପ୍ରଦେଶ କ୍ୟାଡରର୍‌ ଆଇଏଏସ୍‌ ଅଧିକାରୀ ରବୀନ୍ଦ୍ର କୁମାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଦେଶର ପ୍ରଥମ ଆଇଏଏସ୍‌ ଅଧିକାରୀ ଭାବେ ଏହି ସଫଳତା ହାସଲ କରିଛନ୍ତି। ଗଙ୍ଗା ନଦୀକୁ ସଫା ରଖିବା ଉଦେଶ୍ୟରେ ଏହି  ଅଭିନବ

ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟ, 55ରେ ଦୁଇ ଉଇକେଟ

View: 151 ଆରମ୍ଭ ହୋଇଯାଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ ମ୍ୟାଚ । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଦୁଇ ଉଇକେଟ ହରାଇ ସାରିଲାଣି । ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି

କ୍ୟାପିଟାଲ ହସ୍ପିଟାଲରେ ଦାନ୍ତ ଚିକିତ୍ସା କରାଇଲେ ମୁଖ୍ୟମନ୍ତ୍ରୀ

View: 110 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ଦାନ୍ତ ଚିକିତ୍ସା କରାଇବା ପାଇଁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କର  ଦାନ୍ତ ଚିକିତ୍ସା କରିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ଦାନ୍ତ ଚିକିତ୍ସା କରୁଥିବା  ଡାକ୍ତର କହିଛନ୍ତି ତାଙ୍କ