Date: June 6, 2019

Total 29 Posts

ନୀତି ଆୟୋଗ ପୁର୍ନଗଠନ: ଜାଣନ୍ତୁ, କାହାକୁ ମିଳିଲା ଆୟୋଗରେ କେଉଁ ଦାୟିତ୍ୱ

View: 1,868 ନୀତି ଆୟୋଗର ପୁର୍ନଗଠନ କଲେ ଭାରତ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁସନର ଟ୍ରାନ୍ସର୍ମିଂ ଇଣ୍ଡିଆ (ନୀତି) ଆୟୋଗର ପୁନର୍ଗଠନକୁ ନିମ୍ନମତେ ମଞ୍ଜୁରି ଦେଇଛନ୍ତି ।ପିଆବି ତରଫରୁ ଜାରି ହୋଇଥିବା ପ୍ରେସ୍ ରିଲିଜ୍ ମୁତାବକ ଏହି

ଚଳିତ ବର୍ଷ ପ୍ରାୟ ୧.୫ କୋଟି ଚାରା ରୋପଣ କରାଯିବ

View: 1,015 ଫୋନି ପରେ ସରକାରଙ୍କ ଗଛ ଚିନ୍ତା ବଢିଛି । ଫୋନି ପ୍ରଭାବ ରାଜଧାନୀ ଭୁବନେଶ୍ୱର ଓ ପୁରୀର ସବୁଠାରୁ ଅଧିକ କ୍ଷତି ଘଟିଥିଲା । ସ୍ମାର୍ଟ ସିଟିର ସୌନ୍ଦର୍ଯ୍ୟ ଉଜାଡି ଦେଇଗଲା ଫୋନି । ବାତ୍ୟା ଫୋନି ଆସି ଶ୍ରୀହୀନ

ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ଏତଲା ଦେଲେ ଜେଇଙ୍କ ପତ୍ନୀ

View: 1,162 କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ ଉଠବସ୍‌ କରିବା ମାମଲାରେ ନୂଆ ମୋଡ଼ । ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲେ ଜୟକାନ୍ତ ଶବରଙ୍କ ପତ୍ନୀ । ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ପ୍ରବୀଣା ଆଣିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଥିବା ବାସଭବନକୁ ନେଇ ଏବେ ଚର୍ଚ୍ଚା

View: 1,219 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2.0 କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ସ୍ୱରାଷ୍ଟ୍ର ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତଥା ମୋଦି ମନ୍ତ୍ରିମଣ୍ଡଳରେ ନମ୍ବର 2 ଭାବେ ପରିଗଣିତ ହେଉଥିବା ଅମିତ୍‌ ଶାହାଙ୍କୁ କେନ୍ଦ୍ର କରି ଏବେ ଏକ ବିବାଦୀୟ ପରିସ୍ଥିତି

ଜୁଲାଇ 30ରେ ଅବସର ନେବେ ଅଜିମ ପ୍ରେମଜୀ, ପୁଅ ରାଶିଦ ହେବେ ୱିପ୍ରୋ ଅଧ୍ୟକ୍ଷ

View: 1,090 ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀ (73) ଗୁରୁବାର ନିଜ ଅବସରର ଘୋଷଣା କରିଛନ୍ତି। ୱିପ୍ରୋ ପକ୍ଷରୁ କୁହାଯାଇଛି ଯେ ଜୁଲାଇ 30ରେ ଅଜିମ ପ୍ରେମଜୀ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଅବସର ନେବେ। ତେବେ ସେ ଅଣକାର୍ଯ୍ୟନିର୍ବାହୀ ନିର୍ଦେଶକ ଏବଂ

ଏସ୍‍ସିଓ ଶିଖର ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦୀ

View: 1,210 ଜୁନ୍‍ 13 ଓ 14ରେ କିର୍ଗିଜସ୍ତାନ ରାଜଧାନୀ ବିଶକେକରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‍ସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପ୍ରତିପକ୍ଷ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ

ଓଡିଆ ଯୁବକଙ୍କ ଉଦ୍ଧାର ଲାଗି ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

View: 1,184 ଦୁବାଇରେ ଫସି ରହିଥିବା 10 ଓଡିଆ ଯୁବକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ଗୁରୁବାର ପତ୍ର ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡିଜିପିଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ : ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଡିଜି ସଞ୍ଜୀବ ପଣ୍ଡା

View: 1,158 ପୁଲିସ ମହା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି । ଗୁରୁବାର ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅୟୋଜିତ ପ୍ରସ୍ତୁତି ବୈଠକରେ ରଥାଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି

କ’ଣ ପାଇଁ ଚର୍ଚ୍ଚାରେ ହରିୟାଣା ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡିଓ

View: 1,219 ପୁଣି ଥରେ ଚର୍ଚ୍ଚାରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ସେ ନିଜ ରାଗ ଉପରେ ନିୟନ୍ତ୍ରଣ ହରାଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଜଣେ ଯୁବକ ତାଙ୍କ ସହ ସେଲ୍‌ଫି ନେବାକୁ ଉଦ୍ୟମ

ଏଣିକି NEFT ଓ RTGS ହେବ ସମ୍ପୂର୍ଣ୍ଣ ଦେୟମୁକ୍ତ: ଆର୍‌ବିଆଇ

View: 1,124 ଏଣିକି ଅଧିକ ମାତ୍ରା କିମ୍ବା ଅନ୍ୟ ବ୍ୟାଙ୍କ୍‌ ଆକାଉଣ୍ଟଧାରୀଙ୍କୁ ଟଙ୍କା ପଠାଇବାକୁ ହେଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ନାସନାଲ ଇଲୋକ୍‌ଟ୍ରୋନିକ୍‌ ଫଣ୍ଡ ଟ୍ରାନ୍ସଫର୍‌ (ଏନ୍‌ଇଏଫ୍‌ଟି) ଓ ରିୟଲ୍‌ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମେଣ୍ଟ (ଆର୍‌ଟିଜିଏସ୍‌)କୁ ସମ୍ପୂର୍ଣ୍ଣ

କୁମ୍ଭୀର ଦେହରେ ଲାଗିବ ଆଣ୍ଟିନା

View: 1,347 ନଦୀରେ କେଉଁଠି ରହୁଛନ୍ତି କୁମ୍ଭୀର? କୁଆଡ଼େ ଯାଉଛନ୍ତି? କେଉଁଠି କରୁଛନ୍ତି ଚଳପ୍ରଚଳ ? ସେମାନଙ୍କ ଗିତିବିଧି ବାବଦରେ ଜାଣିବା ପାଇଁ ବନବିଭାଗ ହାଇଟେକ ଉପାୟ ଅବଲମ୍ବନ କରିବ। ଏଥିପାଇଁ ଟେକ୍ନୋଲୋଜିର ସହାୟତା ନେବ ବନ ବିଭାଗ। ତେଣୁ ପ୍ରଥମ