Date: June 7, 2019

Total 28 Posts

ଆସନ୍ତାକାଲି ଦଳର 2 କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିବ ରାଜ୍ୟ ବିଜେପି

View: 1,297 ରାଜଧାନୀ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ବିଜେଡି ସରକାର ନିଜର ଶପଥ ଗ୍ରହଣ ସମାରୋହ କରିବାପରେ ରାଜ୍ୟ ବିଜେପି ଆସନ୍ତାକାଲି ସେଠାରେ ଦଳର ନେତାମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଭବ୍ୟ ଆୟୋଜନ କରିଛି। ଏଠାରେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ, ଦଳର

ଅଦାଲତରେ ହଜାର ହେଲେ ପ୍ରଜ୍ଞା

View: 977 ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର 2008ରେ ସଂଗଠିତ ମାଲେଗାଓଁ ବିସ୍ଫୋରଣ ମାମଲାରେ ଶୁକ୍ରବାର ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି। ଚଳିତ ସପ୍ତାହରେ ସେ ଦୁଇ ଥର ଅଦାଲତ ସମକ୍ଷରେ ଉପସ୍ଥିତ

ନିଖୋଜ ଥିବା ବାୟୁସେନା ବିମାନରେ ରହିଛନ୍ତି ଓଡିଆ ବାୟୁସେନା ଅଧିକାରୀ ସୁନୀତ ମହାନ୍ତି

View: 1,128 ବାୟୁସେନାର ନିଖୋଜ ହୋଇଯାଇଥିବା ବିମାନ ଏଏନ୍‌-32ରେ ଜଣେ ଓଡିଆ ଅଧିକାରୀ ରହିଛନ୍ତି । ଏହି ବିମାନରେ ମୋଟ 13 ଜଣ ବାୟୁସେନା ଅଧିକାରୀ ଓ କର୍ମଚାରୀ ରହିଥିଲେ । ଏଥିରେ ଥିବା ଓଡିଆ ଅଧିକାରୀଙ୍କର ନାମ ସୁନୀତ ମହାନ୍ତି

ଦୁବାଇ ବସ୍‍ ଦୁର୍ଘଟଣା : ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି

View: 1,151 ଦୁବାଇରେ ବସ୍‍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 12 ଜଣ ଭାରତୀୟଙ୍କ ସମେତ 17ଜଣଙ୍କର ମୃତ୍ୟୁ ଘଟିଛି ଏବଂ 5ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।  ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଛି।

ରଜନୀକାନ୍ତ ସିଂହ ଉପ-ବାଚସ୍ପତି ପ୍ରାର୍ଥୀ,ପ୍ରଣବ ବଳବନ୍ତରାୟ ଉପ ମୁଖ୍ୟ ସଚେତକ

View: 1,530 ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଜନୀକାନ୍ତ ସିଂହଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଉପ ବାଚସ୍ପତି ପ୍ରାର୍ଥୀ କରାଯାଇଛି। ଦଳପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ସେହିପରି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଉପ

କାଶ୍ମୀର ପାଇଁ ନୂଆ କମାଣ୍ଡର ଘୋଷଣା କଲା ଅଲକାଇଦା

View: 1,313 ଗତ ମାସରେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ତଥା କାଶ୍ମୀରରେ ଅଲକାଇଦା ୟୁନିଟ ମୁଖ୍ୟ ଜାକୀର ମୁସା ସେନା ଏନକାଉଣ୍ଟରରେ ନିହତ ହେବା ପରେ ଅଲକାଇଦା ପକ୍ଷରୁ ତାହାର ଉତ୍ତରାଧିକାରୀ ଘୋଷଣା କରାଯାଇଛି । ଅଲକାଇଦା ପକ୍ଷରୁ ଏକ ଭିଡିଓ

5ଦିନ ପରେ ମଧ୍ୟ ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ମିଳୁନି ପତ୍ତା

View: 1,180 ଜୁନ୍‌-3 ତାରିଖରେ ହଠାତ ଆକାଶ ମାର୍ଗରୁ ନିଖୋଜ ହୋଇ ଯାଇଥିଲା ବାୟୁସେନା ବିମାନ ଏଏନ୍‌-32 । ନିଖୋଜ ପରେ ପରେ ଏହାର ତଲାସି ଅଭିଯାନକୁ ଆଜି 5ଦିନ ପୁରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିମାନର କୌଣସି ପତ୍ତା ମିଳି

ଉତ୍ତରପ୍ରଦେଶରେ ଝଡ଼ତୋଫାନ: 18 ମୃତ, 20ରୁ ଊର୍ଦ୍ଧ୍ବ ଆହତ

View: 1,013 ଉତ୍ତରପ୍ରଦେଶରେ ଗୁରୁବାର ରାତିରେ ଝଡ଼ତୋଫାନ ଯୋଗୁଁ 18 ଜଣଙ୍କ ମୃତ୍ୟୁ ଘଟିଛି ଓ 20ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଝଡ଼ତୋଫାନ ବେଳେ ବଜ୍ରପାତ ଯୋଗୁଁ କେତେକ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ପାଣିପାଗ ବିଭାଗ ନିର୍ଦେଶକ ଜେପି

ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାଇ ଗିରଫ

View: 782 ଦିଲ୍ଲୀ ପୁଲିସ୍‍ ଶୁକ୍ରବାର ସକାଳେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାଇ ସଲମାନ ଓରଫ ମୁନ୍ନା ଏବଂ ନଜିମଙ୍କୁ ଗିରଫ କରିଛି। ଦିଲ୍ଲୀର ନୂଆ ସଲିମପୁର ଅଞ୍ଚଳରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇ ଲୁଚି ରହିଥିବା ପୁଲିସ୍‍କୁ ସୂଚନା ମିଳିଥିଲା। ପୁଲିସ୍‍ ସେଠାରେ ପହଞ୍ଚି

ପ୍ରତିନିଧିତ୍ବକୁ ନେଇ ଆରଜେଡିରେ ଫାଟ, ଜେଲରେ ଲାଲୁଙ୍କୁ ଭେଟିଲେ ଦଳର ପ୍ରମଖ ନେତା

View: 22 ଲୋକସଭା ନିର୍ବାଚନରେ ବିପୁଳ ପରାଜୟ ପରେ ଆରଜେଡିରେ ପ୍ରତିନିଧିତ୍ବକୁ ନେଇ ନୂଆ ବିବାଦ ଛିଡା ହୋଇଛି । ପାର୍ଟି ମୁଖ୍ୟ ତେଜସ୍ବୀ ଯାଦବଙ୍କ ଅନୁପସ୍ଥିତିରେ ଦଳରେ  ଅନ୍ତଦ୍ବନ୍ଦ ଲାଗି ରହିଛି ।  ଦଳ ହାରିବା ପରେ ଆରଜେଡି ମୁଖ୍ୟ

ରାଜନୀତିରେ ନୂଆ ଇତିହାସ ସୃଷ୍ଟି କଲେ ଜଗନମୋହନ ରେଡ୍ଡି, କୌଣସି ରାଜ୍ୟ ଏମିତି କରିନଥିଲେ

View: 882 ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଅଛନ୍ତି ଜଗନମୋହନ ରେଡ୍ଡୀ।  ରାଜ୍ୟବାସୀଙ୍କ ବିଶ୍ୱାସ ତାଙ୍କ ଉପରେ ଥିବାରୁ ସେ ଚଳିତ ନିର୍ବାଚନରେ ବିପୁଳ ସଂଖ୍ୟାରେ ଜିତିଥିଲେ । ତେବେ ସେ ନୂଆ ମୁଖ୍ୟମନ୍ତ୍ରୀ ହେବା ପରଠାରୁ କିଛିନା କିଛି ନୂଆ