ବିନା ମେକଅପ୍ ରେ କରିନା ଭାଇରାଲ

Spread the love

କରୀନା ବଲିଉଡ୍‌ର ଷ୍ଟାଇଲିସ୍‌ ଅଭିନେତ୍ରୀ ଭାବେ ବେଶ ଜଣାଶୁଣା। ତାଙ୍କର ସବୁ ଫଟୋ ଫ୍ୟାନମାନଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ତାଙ୍କର ମ୍ୟାନେଜର ପୁନମ ଦମାନିୟା ପ୍ରଥମେ ଏହି ଗ୍ରୀଷ୍ମ ଛୁଟିର ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏଥିସହିତ କିଛି ଫଟୋ ଫ୍ୟାନଙ୍କ ପେଜ୍‌ରେ ମଧ୍ୟ ଶେୟାର କରିଛନ୍ତି। ଏହି ଫଟୋରେ କରୀନା, ସୈଫ୍‌ ଏବଂ ତୈମୁର ତିନିଜଣ ଅଛନ୍ତି। ସମସ୍ତେ ଖୁବ୍‌ ସୁନ୍ଦର ଆଉ ଷ୍ଟାଇଲିିସ୍‌ ଦେଖାଯାଉଛନ୍ତି। ଛୋଟନବାବ କରୀନାଙ୍କ କୋଳରେ ସବୁଠୁ ସୁନ୍ଦର ଦେଖାଯାଉଛନ୍ତି।