latest

Date: June 9, 2019

Total 19 Posts

2ୟ ଥର ପାଇଁ ବିଜୟ ହାସଲ କଲା ଭାରତ

View: 1,055 ଚଳିତ ବିଶ୍ୱକପର ରବିବାର ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଭେଟିଥିଲା। ଏହି ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟିମ୍ ଇଣ୍ଡିଆ ସବୁ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ 36 ରନରେ

ପାଚେରି ଖସି ମୃତ୍ୟୁ ଘଟଣା:ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଅନୁକମ୍ପା ସହାୟତା ରାଶି

View: 1,138 ଢ଼େଙ୍କାନାଳ ଅଳସୁଆ ସାପ୍ତାହିକ ହାଟରେ କାନ୍ଥ ପଡି 4 ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ 4 ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି

3ମାସ ଧରି ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲେ ସାବତ ବାପା

View: 1,459 ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଦେଖିବାକୁ ମିଳିିଛି ଏକ ଅଭାବନୀୟ ଘଟଣା। ଭୋପାଳର ଜଣେ ନାବାଳିକା ଗତ 3 ମାସ ହେବ ନିଜ ସାବତ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଆସୁଥିବା ଜାଣିବାକୁ ମିଳିଛି। ସହରର ଗାନ୍ଧୀଗନରରେ ଏପରି

ଚୌକିଦାର ସାଜି ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ : ବିଜେପି

View: 158  ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ଓ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି । ଗତ ସାଧାରଣ ନିର୍ବାଚନରେ ବିଜେପି ପାଇଥିବା ସଫଳତା ପଛରେ ଲକ୍ଷ ଲକ୍ଷ ଲୋକଙ୍କ ମତକୁ ସମ୍ମାନ ଜଣାଇବା ସହ ସମଗ୍ର

ଅଷ୍ଟ୍ରେଲିଆକୁ 353ର ଟାର୍ଗେଟ ଦେଲା ଭାରତ

View: 1,506 ଚଳିତ ବିଶ୍ୱକପର ସୁପର ସଣ୍ଡେରେ ଆଜି ଏକ ହାଇଭୋଲ୍ଟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଟିମ୍ ଇଣ୍ଡିଆ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ 50 ଓଭରରେ

ଓଭାଲରେ ଇତିହାସ ରଚିଲେ ରୋହିତ୍, ସଚିନ ଓ ଭିଭିଆନ ରିଚାର୍ଡ୍ସଙ୍କୁ ପଛରେ ପକାଇଲେ

View: 726 କ୍ରିକେଟର ସଚିନ ତେନ୍ଦୁଲକର ଏବଂ ୱେଷ୍ଟଇଣ୍ଡିଜର ସାର୍ଭି ଭିଆନ୍ ରିଚାର୍ଡ୍ସଙ୍କୁ ପଛରେ ପକାଇଲେ ରୋହିତ ଶର୍ମା । ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ହଜାର ରନ୍ କରିବାରେ ଏହି ତୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କୁ ରୋହିତ ପଛରେ ପକାଇଛନ୍ତି

କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ

View: 1,053  ବାୟୁସେନା ବିମାନ ଏଏନ୍‌-୩୨ ନିଖୋଜ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ  ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଚିଠି ଲେଖିଛନ୍ତି। ନିଖୋଜ ବିମାନକୁ ଖୋଜିବା ସହ ଓଡ଼ିଆ ପାଇଲଟ ତଥା ଫ୍ଲାଇଟ ଲେଫ୍‌ଟନାଣ୍ଟ ସୁନିତ ମହାନ୍ତିଙ୍କୁ ଖୋଜି ବାହାର

ଶ୍ରୀଲଙ୍କାରେ ପହଂଚିଲେ ମୋଦି: ଇଷ୍ଟର ବିସ୍ଫୋରଣରେ ମୃତକଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

View: 1,126 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ଗତ ଏପ୍ରିଲ 21 ତାରିଖ ଇଷ୍ଟର ରବିବାର ଦିନ ଘଟିଥିବା ବୋମା ବିସ୍ଫୋରଣ ଘଟଣା ପରେ ମୋଦି ପ୍ରଥମ ବିଦେଶୀ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି

ନିଖୋଜ ବିମାନର ପତ୍ତା କହିଲେ ମିଳିବ ଅର୍ଥରାଶି

View: 1,153 10467 ଦିନ ହେଲାଣି ନିଖୋଜ ହୋଇଛି ବାୟୁସେନାର ଏଏନ- 32 ବିମାନ। ବହୁ ଖୋଜାଖୋଜି ପରେ ବିଫଳ ହେବାରୁ ଶେଷରେ ବାୟୁସେନା ନିଖୋଜ ବିମାନ ବାବଦରେ ସୂଚନା ଦେଲେ 5 ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା

ପାଚେରି ଭୁଶୁଡି 4ମୃତ,7 ଆହତ

View: 1,118 ଢେଙ୍କାନାଳ ସହରର ଅଳସୁଆ ହାଟ ନିକଟସ୍ଥ ଏକ ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଆଜି ସକାଳେ ଭୁଶୁଡ଼ି ପଡ଼ିବାରୁ 4 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 7 ଜଣ ଆହତ ହୋଇଛନ୍ତି। ସମସ୍ତ ମୃତକ ହାଟକୁ ଆସିଥିବା ବ୍ୟବସାୟୀ ବୋଲି

ଟସ୍ ଜିତି ବ୍ୟାଟିଂ ଆରମ୍ଭ କଲା ଭାରତ

View: 1,068 କ୍ରିକେଟ୍‌ ବିଶ୍ୱକପ୍‌ 2019 ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଟସ୍‌ ଜିତିଲା ଭାରତ। ଇଂଲଣ୍ଡର ଓଭାଲ ପଡ଼ିଆରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ଟସ୍‌ ଜିତି ଏଭଳି ନିଷ୍ପତି ନେଇ ଛନ୍ତି ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ