Date: June 11, 2019

Total 32 Posts

ରଥଯାତ୍ରା ସିଧା ପ୍ରସାରଣ କରିପାରିବେ ସବୁ ଚ୍ୟାନେଲ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ କୌଣସି ଚାନେଲ ରଥଯାତ୍ରା ପ୍ରସାରଣରୁ ବାଦ୍ ପଡ଼ିବେ ନାହିଁ , ତେବେ ପ୍ରତି ଚାନେଲକୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ

ଗରୁଡ ପୁରାଣ ଅନୁସାରେ ପତ୍ନୀଙ୍କ ଏହି ଚାରୋଟି ଗୁଣ ପତିଙ୍କୁ କରିଥାଏ ଭାଗ୍ୟଶାଳୀ

ହିନ୍ଦୁ ଧର୍ମ ଅନୁସାରେ, ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ ଅଟେ । ଯେତେବେଳେ ଦୁଇ ଜଣ ଅଜଣା ବ୍ୟକ୍ତି ଏହି ବନ୍ଧନରେ ବାନ୍ଧି ହୋଇଥାନ୍ତି; ସେତେବେଳେ ଦୁହେଁ ଦୁହିଁଙ୍କୁ ସବୁ କିଛି ସମର୍ପିତ କରି ଦେଇଥାନ୍ତି । ପତିପତ୍ନୀଙ୍କ ସମ୍ପର୍କ

ଧାଓ୍ବନଙ୍କ ସ୍ଥାନରେ ଖେଳିପାରନ୍ତି ପନ୍ତ

ବିଶ୍ୱକପରେ ଭାରତକୁ ଲାଗିଲା ତାଗଡା ଝଟକା । ଆହତ କାରଣରୁ ବିଶ୍ୱକପ୍‌ରୁ 3 ସପ୍ତାହ ପାଇଁ ବାଦ୍‌ ପଡ଼ିଛନ୍ତି ଶିଖର ଧୱନ। ତାଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ, ତା’କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କୁହାଯାଉଛି, ରିଷଭ ପନ୍ତ

ବୀରେନ୍ଦ୍ର କୁମାର ହେଲେ ଲୋକସଭାର ଅସ୍ଥାୟୀ ବାଚସ୍ପତି

ମଧ୍ୟପ୍ରଦେଶର ବିଜେପି ସାଂସଦ ଡ. ବୀରେନ୍ଦ୍ର କୁମାର ଖାଟକେଙ୍କୁ ସପ୍ତଦଶ ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ଚୟନ କରାଯାଇଛି। 65 ବର୍ଷିୟ ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶର ଟିକାମଗଡ଼ ଲୋକସଭା ଆସନରୁ 6 ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଅସ୍ଥାୟୀ ବାଚସ୍ପତି ଭାବେ

ଇଂଲଣ୍ଡରେ ଛାଇଲା ଓଡିଶାର ମୁଢି ମିକ୍ସଚର, ଅମିତାଭ କଲେ ଭିଡିଓ ଭାଇରାଲ

At Oval yesterday during India v/s Australia Cricket Match. भेल ले लो भाई… 😂🌸🌺🌼🌻🌸🌺🌼🌻 Please watch it. Enjoy!!!!@SrBachchan Ji. pic.twitter.com/KvgKbo46pR — Jasmine Jani ❤️EF (@JaniJasmine) June 11, 2019 ଗତ ରବିବାରକୁ 

ହସ୍ପିଟାଲରେ ଭର୍ତ୍ତିହେଲେ ମୁଲାୟମ ସିଂ

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋମବାର ରାତିରେ ଏକ ଚାର୍ଟାଡ ବିମାନରେ ମୁଲାୟମଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ନିଆଯାଇଛି। ରବିବାର ମୁଲାୟମ ପ୍ରଥମେ

ମୃତ୍ୟୁ ସହ 109ଘଣ୍ଚା ଲଢି ଶେଷରେ ପ୍ରାଣ ହରାଇଲା 3ବର୍ଷର ବାଳକ

ଏକ ଅନ୍ଧାରିଆ  ବୋରଓ୍ବେଲ  ଭିତରେ ମୃତ୍ୟୁ ସହ 109 ଘଣ୍ଚାର ସଂଘର୍ଷ। ପରେ ପୁଣି ପରାଜୟ।   3 ବର୍ଷର ଶିଶୁ ଫତେହବୀର ସିଂହ ଜୀବନ ଯୁଦ୍ଧରେ ହାରି ଯାଇଛି। ଚଳିତମାସ 6 ତାରିଖ ଘର ପାଖରେ ଖେଳୁଥିବା ବେଳେ ଫତେହବୀର ଅପରାହ୍ନ

‘ଜୟ ଶ୍ରୀରାମ’ କହିବାରୁ ସମର୍ଥକଙ୍କୁ କରାଯାଇଛି ହତ୍ୟା- ବିଜେପି

  ପଶ୍ଚମବଙ୍ଗରେ ହିଂସା ଥମିବାର ନାଁ ନେଉନି । ନିର୍ବାଚନ ସରିବା ପରେ ମଧ୍ୟ  ହିଂସା ଦେଖିବାକୁ ମିଳୁଛି ।  ରବିବାରକୁ ଜଣେ ବିଜେପି ସମର୍ଥକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେ ଜୟ ଶ୍ରୀରାମ କହିବାରୁ ତାଙ୍କୁ ହତ୍ୟା

ପାକିସ୍ତାନ ଟିମକୁ ନେଇ ମିସବାହ୍ କଲେ ଭବିଷ୍ୟବାଣୀ, ଖୁସିରେ ନାଚିଲେ ଭାରତୀୟ ଫ୍ୟାନ୍ସ

ଚଳିତ ବିଶ୍ୱକପରେ ଭାରତ  ଦୁଇଟି ମ୍ୟାଚ ଖେଳିଥିବା ବେଳେ ଦୁଇଟିରେ ବିଜୟ ହାସଲ କରିଛି।  କଙ୍ଗାରୁ ଟିମ୍ ଠାରୁ ଭାରତ ପ୍ରତିଶୋଧ ନେଇଛି । ଭାରତର ଏମିତି ପ୍ରଦର୍ଶନ ନେଇ ପାକିସ୍ତାନ ଟିମର ପୂର୍ବତମ କପ୍ତାନ ମିସବାହ୍ ଓଲହକ କହିଛନ୍ତି ଏଥର

ଅସହ୍ୟ ଗରମ କାରଣରୁ କେରଳ ଏତ୍ସପ୍ରେସ ସ୍ଲିପର ବଗିରେ 4 ଯାତ୍ରୀଙ୍କ ମୃତ୍ୟୁ

ନିଜାମୁଦ୍ଦିନରୁ କେରଳର ତ୍ରିବେନ୍ଦ୍ରମ ଯାଉଥିବା କେରଳ ଏକ୍ସପ୍ରେସର  ସ୍ଲିପର ବଗିରେ 4 ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । କୁହାଯାଉଛି ଯେ ଅତ୍ୟଧିକ ଗରମ ଯୋଗୁ ସେମାନଙ୍କ ଦେହ ଖରାପ ହେବାରୁ  ମୃତ୍ୟୁ ହୋଇଛି । ସୂଚନା  ଅନୁସାରେ ଆଗ୍ରା

ଅଷ୍ଟମଶ୍ରେଣୀ ପାସ କରିଥିଲେ ବି ମିଳିବ ସରକାରୀ ଚାକିରି, ପଢନ୍ତୁ ପୁରା ରିପୋର୍ଟ

ଅଶ୍ଚମଶ୍ରେଣୀ ପାସ୍ କରି ଘରେ ବସିଥିବା ଯୁବକ ଓ ଯୁବତୀଙ୍କ ପାଇଁ  ଖୁସିଖବର । ଯଦି  କେଉଁଠି ସେମାନେ ଚାକିରି କରିନାହାନ୍ତି  ତେଣୁ ସେମାନଙ୍କୁ ସରକାରଙ୍କ ତରଫରୁ ବଡ ତୋଫା ମିଳିବାକୁ ଯାଉଛି । ଅଷ୍ଟମଶ୍ରେଣୀ  ପାସ୍ କରିଥିବା  ଯୁବକ ଯୁବତୀଙ୍କୁ