ଅବ୍‌ଦୁଲ୍‌ କଲାମ ଦ୍ୱୀପରୁ ‘ଏଚଏସଟିଡିଭି’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Spread the love

ଆଜି ଭଦ୍ରକ ଜିଲ୍ଲା ଧାମରା ଅବ୍‌ଦୁଲ୍‌ କଲାମ ଦ୍ୱୀପରୁ ‘ଏଚ୍‌ଏସ୍‌ଟିଡିଭି’ର (ହାଇପର୍‌ସୋନିକ୍‌ ଟେକ୍ନୋଳଜି ଡେମନ୍‌ଷ୍ଟ୍ରେଟିଭ୍‌ ଭେଇକ୍ଲ୍‌) ଉତ୍‌କ୍ଷେପଣ ସଫଳ ହୋଇଛି। 4 ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। ପୂର୍ବରୁ 2017ରେ ମଧ୍ୟ ଦୁଇ ଥର ଏଚ୍‌ଏସ୍‌ଟିଡିଭିକୁ ସଫଳତାର ସହ ପରୀକ୍ଷା କରାଯାଇଥିଲା। ଘଣ୍ଟାପ୍ରତି 7, 992 କିଲୋମିଟର୍‌ ବେଗରେ ଏଚ୍‌ଏସ୍‌ଟିଡିଭି 20 ସେକେଣ୍ଡ୍‌ରେ 32.5 କିଲୋମିଟର୍‌ ଯାଏଁ ଗତି କରିପାରିବ।

Tags: