ବିଶ୍ୱକପକୁ ଧୋଇଲା ବର୍ଷା

Spread the love

ଚଳିତ ବିଶ୍ୱକପରେ ରୋମାଂଚକ ମ୍ୟାଚ ଦେଖିବାକୁ ମିଳିଛି । କିନ୍ତୁ ବର୍ଷା ବିଶ୍ୱକପରେ ବାଧା ସୃଷ୍ଟି କରିଛି । ବର୍ଷା କାରଣରୁ ବିଭିନ୍ନ ମ୍ୟାଚ ସ୍ଥଗିତ ହୋଇଯାଇଛି । ଆସନ୍ତାକାଲି ଭାରତ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ଅନିଶ୍ଚିତତା ମଧ୍ୟରେ ରହିଛି । ଆଜି ସକାଳଠୁ ସେଠାରେ ବର୍ଷା ଲାଗି ରହିଛି । ତେବେ ଆସନ୍ତୁ ଦେଖିବା ଇଂଲଣ୍ଡ ପିଚ୍ ର କିଛି ଝଲକ୍ ।

Tags: