Date: June 14, 2019

Total 14 Posts

17ରେ ଦେଶବ୍ୟାପି ବିକ୍ଷୋଭ କରିବେ ଡାକ୍ତର

ଆସନ୍ତା 17 ତାରିଖରେ ପୂରା ଦେଶରେ ଡାକ୍ତର କରିବେ ବିକ୍ଷୋଭ । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। 17 ତାରିଖରୁ 18 ତାରିଖ ସକାଳ ଯାଏଁ ଏହି ବିକ୍ଷୋଭ ଜାରି ରହିବ ବୋଲି ସ୍ପଷ୍ଟ କରିଛି ଇଣ୍ଡିଆନ

2 ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀରର ପୁଲୱାମାରେ ଶୁକ୍ରବାର ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ 2 ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ପୁଲୱାମା ଜିଲା ଅନ୍ତର୍ଗତ ଅବନ୍ତିପୋରାର ବ୍ରୋବୁନ୍ଦୁନା ଅଞ୍ଚଳରେ ଆତଙ୍କାବୀମାନେ ଲୁଚି

ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ଭୁବନେଶ୍ୱର ଏମ୍‌ସ ଡାକ୍ତରଙ୍କ ଧାରଣା

ପଶ୍ଚିମବଙ୍ଗର କୋଲକାତା ଏନଆରଏସ ମେଡିକାଲ କଲେଜରେ ଡାକ୍ତରମାନଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଥିବା ବେଳେ ଭୁବନେଶ୍ବର ଏମ୍‌ସ ଆବାସିକ ଡାକ୍ତର ସଂଘ ଏହାକୁ ସମର୍ଥନ କରିଛି। ସଂଘ ପକ୍ଷରୁ ଶୁକ୍ରବାର ଭୁବନେଶ୍ବର ଏମ୍‌ସ ସମ୍ମୁଖରେ ଡାକ୍ତରମାନେ ଧାରଣା ଦେଇ

ଘୋଷଣା ହେଲା ଚଳିତବର୍ଷର ସାହିତ୍ୟ ଏକାଦେମୀ ପୁରସ୍କାର

ସାହିତ୍ୟ ଏକାଦେମୀ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ବାଲ୍‌ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଆଜି ଘୋଷଣା କରାଯାଇଛି। ଚଳିତ ବର୍ଷ ଲାଗି ଦେଶର 23ଟି ଭାଷାର ସାହିତ୍ୟିକଙ୍କୁ ଯୁବ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଥିବା ବେଳେ 22ଟି

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ପରୀକ୍ଷା ଫଳ: କାର୍ତ୍ତିକେୟ ଗୁପ୍ତା ଟପ୍ପର

ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଆଡଭାନ୍ସଡ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମହାରାଷ୍ଟ୍ରର ଛାତ୍ର କାର୍ତ୍ତିକେୟ ଗୁପ୍ତା ସର୍ବୋଚ୍ଚ ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ଜେଇଇ-ମେନ 2019 ପରୀକ୍ଷାରେ 18ତମ ରାଙ୍କ ହାସଲ କରିଥିଲେ। ଜେଇଇ ଆଡଭାନ୍ସଡ ପରୀକ୍ଷାରେ

ଆମ୍ବ ଉତ୍ପାଦନରେ ଭାରତର 5ଟି ପ୍ରସିଦ୍ଧ ରାଜ୍ୟ

ଭାରତ ଗୋଟିଏ ଏଭଳି ଦେଶ ଯେଉଁଠାରେ ପ୍ରଚୁର ମାତ୍ରାରେ ଆମ୍ବ ଉତ୍ପାଦନ ହୋଇଥାଏ । ତେବେ ଭାରତର ଏଭଳି 5ଟି ରାଜ୍ୟ ବିଷୟରେ ଆମେ ଆପଣଙ୍କୁ କହିବୁ ଯେଉଁଠାରେ ପ୍ରଚୁର ମାତ୍ରାରେ ଆମ୍ବ ଉତ୍ପାଦନ ହୋଇଥାଏ । ଆସନ୍ତୁ ଜାଣିବା ସେ

ପାନର ଧାର୍ମିକ ମହତ୍ୱ

ହିନ୍ଦୁଧର୍ମରେ ପାନକୁ ଶୁଦ୍ଧତା ଓ ସମ୍ପନତାର ପ୍ରତୀକ ବୋଲି କୁହାଯାଏ। ବିଭିନ୍ନ ପୂଜାରେ ଏହାର ବ୍ୟବହାର ହେଉଥିବାରୁ ପାନ ପତ୍ର ପ୍ରତି ଲୋକଙ୍କ ଭକ୍ତି ଭାବ ମଧ୍ୟ ରହେ। ଯେଉଁ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ପୂର୍ବରୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ।

ଭାରତକୁ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ: ଯୁକ୍ତରାଷ୍ଟ୍ର ଆମେରିକା

ସଦ୍ୟତମ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣ ସମ୍ବଳିତ ଭାରତର ପ୍ରତିରକ୍ଷା ଆବଶ୍ୟକତା ପୂରଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ନୂଆଦିଲ୍ଲୀ ରୁଷ୍‌ ଠାରୁ ଲଙ୍ଗ୍‌ ରେଞ୍ଜ୍‌ ଏସ୍‌- ୪୦୦ ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ ଖରିଦ କରୁଥିବାରୁ ସହଯୋଗ

ରଜ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରଜ ଉପଲକ୍ଷେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରିଛନ୍ତି, ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ

ସାରା ଦେଶକୁ ବ୍ୟାପିଲା ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନ ନିଆଁ

ସାରା ଦେଶକୁ ବ୍ୟାପିଲା ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ନିଆଁ । ପଶ୍ଚିମବଙ୍ଗ ଡାକ୍ତରଙ୍କୁ ସମର୍ଥନ କରି ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏମ୍ସର ଡାକ୍ତର । ଡାକ୍ତରଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ଉଚିତ ବୋଲି ସେମାନେ ଦାବି କରିଛନ୍ତି ।

ଆଜି ଧର୍ମେନ୍ଦ୍ରଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀ ସ୍ଥିତ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ । ବୈଠକରେ ଓଡିଶାର ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପ