latest

Date: June 17, 2019

Total 29 Posts

ରାଜଧାନୀରେ ବିନା ହେଲମେଟରେ ଚଳାଇପାରିବେନି ବାଇକ୍

View: 1,363 ଏଣିକି ରାଜଧାନୀରେ ବିନା ହେଲମେଟ୍‌ରେ ବାଇକ୍‌ ଚାଳନା ଉପରେ କଟକଣା ଲାଗିଛି। ସୋମବାର ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ୍‌ ପୁନିଆ ଏ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଖଣ୍ଡଗିରିରୁ ରସୁଲଗଡ଼ ଯାଏ ଫ୍ଲାଏ ଓଭରରେ ଯେଉଁ ଚାଳକ ବିନା

ଖୁବଶୀଘ୍ର 500 ଏଏସ୍ଓଙ୍କୁ ମିଳିବ ନିଯୁକ୍ତି

View: 1,281 ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସସି)  ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 500 ସଫଳ ପ୍ରାର୍ଥୀଙ୍କୁ ରାଜ୍ୟ ସଚିବାଳୟରେ ଆସିଷ୍ଟାଣ୍ଡ୍‌ ସେକ୍ସନ ଅଫିସର ପଦବୀ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ଚଳିତବର୍ଷ ଜାନୁଆରୀ

ବିଜେପିର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନେଲେ ଜେପି ନଡ୍ଡା

View: 1,140 ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ବିଜେପିର ନୂଆ କାର୍ଯ୍ୟକାରୀ ସଭାପତି ମନୋନୀତ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ସଭାପତି ପଦରେ ବଜାୟ ରହିବେ । ଆଜି ବିଜେପି ମୁଖ୍ୟାଳୟଠାରେ ବସିଥିବା ବିଜେପି ସଂସଦୀୟ

ବିଏସ୍ଏନ୍ଏଲ୍ ଲଞ୍ଚ କଲା ‘ଅଭିନନ୍ଦନ 151’ ପ୍ଲାନ୍

View: 1,283 ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) 151 ଟଙ୍କାର ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌କୁ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ନାମରେ ‘ଅଭିନନ୍ଦନ 151’ ରଖା ଯାଇଛି। ଏହି ପ୍ଲାନ୍‌ର ବୈଧତା 24ଦିନର ରହିଛି। ଏଥିରେ ବ୍ୟବହାରକାରୀଙ୍କୁ

ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

View: 1,009 ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ପଶ୍ଚିମବଙ୍ଗର ଆନ୍ଦୋଳନରତ ଡାକ୍ତରମାନେ ସେମାନଙ୍କ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଛନ୍ତି। West Bengal Mamata Banerjee directs Kolkata Police

ତୁଳସୀକ୍ଷେତ୍ରର ଉନ୍ନତି ପାଇଁ 2 କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

View: 782 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କେନ୍ଦ୍ରପଡା ଗସ୍ତରେ ଯାଇ ଶ୍ରୀ ବଳଦେବଜୀଉଙ୍କର ଦର୍ଶନ କରିଥିଲେ । ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ତିନି ଠାକୁର ସ୍ନାନ ମଣ୍ଡପରେ ପୂଜା ପାଉଛନ୍ତି । ମୁଖ୍ୟମନ୍ତ୍ରୀ ସ୍ନାନ ମଣ୍ଡପରେ ଠାକୁରଙ୍କୁ

ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ତୁଳସୀକ୍ଷେତ୍ର ପହଂଚିଲେ ମୁଖ୍ୟମନ୍ତ୍ରୀ

View: 1,363 ଆଜି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଯାଇ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ  ଅପରାହ୍ଣ 5ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ସେଠାରୁ ଜିଲ୍ଲାର ବିଧାୟକ ଓ ସାଂସଦଙ୍କ ସହ ଶ୍ରୀବଳଦେବଜୀଉ

ସେନାକୁ ସମାଲୋଚନା କରୁଥିବା ପାକ୍‌ ସାମ୍ବାଦିକଙ୍କୁ ହତ୍ୟା

View: 968 ନିଜର ବ୍ଲଗ ଏବଂ ଖବର ମାଧ୍ୟମରେ ପାକିସ୍ତାନର ଶକ୍ତିଶାଳୀ ସେନା ବାହିନୀକୁ ତାଚ୍ଛଲ୍ୟ କରୁଥିବା 22 ବର୍ଷୀୟ ମହମ୍ମଦ ବିଲାଲ ଖାନ୍‌ଙ୍କୁ ହତ୍ୟା କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହାଣି ହାଣି ହତ୍ୟା କରିଛନ୍ତି।

20 ରୁ 22 ତାରିଖ ମଧ୍ୟରେ ଓଡ଼ିଶା ଛୁଇଁବ ମୈାସୁମୀ!

View: 1,601 ଓଡ଼ିଶାରେ ତାତି କମିଥିବା ବେଳେ ଅସହ୍ୟ ଗୁଳୁଗୁଳି ହେଉଛି । ମୈାସୁମୀ ଜୁନ 8ରେ କେରଳ ଛୁଇଁଛି । ଆସନ୍ତା 20 ରୁ 22 ତାରିଖ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।  ଚଳିତ ଥର

ଅଗଷ୍ଟ 9ରେ ନିଲାମ ହେବ ଦାଉଦ ଇବ୍ରାହିମର ସମ୍ପତ୍ତି

View: 1,123 ଅଣ୍ଡରୱାର୍ଲଡ ଡନ ତଥା 1993 ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଦାଉଦ ଇବ୍ରାହିମର ଅନ୍ୟ ଏକ ସମ୍ପତ୍ତି ନିଲାମ ହେବାକୁ ଯାଉଛି | ସମଗଲିଙ୍ଗ ଏଣ୍ଡ ଫରେନ ଏକ୍ସଚେଂଜ ମେନିପୂଲେଟର୍ସ ଆଇନ ଅନୁଯାୟୀ ମୁମ୍ବାଇର ଭିଣ୍ଡି ବଜାରରେ ଥିବା ଏହି

ଡାକ୍ତର ଓ ହସ୍ପିଟାଲରେ ସୁରକ୍ଷା: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

View: 1,318 ଆସନ୍ତାକାଲି ସୁପ୍ରିମକୋର୍ଟ ଦେଶରେ ଡାକ୍ତରଙ୍କ ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତରେ ଶୁଣାଣି କରିବେ। ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସୂର୍ଯ୍ୟ କାନ୍ତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ପଶ୍ଚିମବଙ୍ଗର ନୀଲରତନ ମେଡିକାଲ