latest

Date: June 18, 2019

Total 27 Posts

ରାଜସ୍ଥାନ କଂଗ୍ରେସ ସରକାରଙ୍କ ନିୟମ: ବେକାର ଯୁବଗୋଷ୍ଠୀଙ୍କୁ ମିଳିବ ଭତ୍ତା

ବେରୋଜଗାର ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବାକୁ ରାଜସ୍ତାନର କଂଗ୍ରେସ ସରକାର ଏକ ନୂଆ ସ୍କିମ ଆରମ୍ଭ କରିଛନ୍ତି । ଏହି ସ୍କିମର ନାମ ରଖାଯାଇଛି ମୁଖ୍ୟମନ୍ତ୍ରୀ ଯୁବସମ୍ବଳ ଯୋଜନା । ଏହା ଅନୁଯାୟୀ ବେରୋଜଗାର ଯୁବକମାନଙ୍କୁ ମାସକୁ 3000 ଟଙ୍କା ଓ ଯୁବତୀ

ଅଭିନେତା ସଞ୍ଜୟ ଦତ୍ତ ହେବେ ନିଶା ନିବାରଣ ଅଭିଯାନର ବ୍ରାଣ୍ଡ୍‌ ଆମ୍ବାସଡର

କେନ୍ଦ୍ର ସରକାରଙ୍କ ନିଶା ନିବାରଣ ଅଭିଯାନର ବ୍ରାଣ୍ଡ୍‌ ଆମ୍ବାସଡର ହେବେ ଅଭିନେତା ସଞ୍ଜୟ ଦତ୍ତ। ନିଶା କେତେ ସଂଘାତିକ ତାହାର ପୂରା ଅନୁଭୂତି ଦତ୍ତଙ୍କ ନିକଟରେ ଥିବା ହେତୁ ଏହି ଅଭିଯାନକୁ ସେ ଭଲ କରି ଲୋକଙ୍କ ନିକଟରେ ପହଞ୍ଚାଇ ପାରିବେ

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଖରା ଛୁଟି ବଢ଼ାଇଲେ ସରକାର

 ଆସନ୍ତାକାଲିଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା। ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଖରା ଛୁଟି ବଢ଼ାଇଛନ୍ତି ରାଜ୍ୟ ସରକାର। ଖରାଛୁଟି ଜୁନ୍ 25 ଯାଏଁ ବଢ଼ିଛି। 26 ତାରିଖରେ ସ୍କୁଲ ଖୋଲିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ

ଓମ୍ ବିର୍ଲା ହେବେ ଲୋକସଭାର ବାଚସ୍ପତି

ବିଜେପି ସାଂସଦ ଓମ୍‌ ବିର୍ଲା 17ତମ ଲୋକସଭାର ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଏନ୍‌ଡିଏ ପକ୍ଷରୁ ଶ୍ରୀ ବିର୍ଲା ପ୍ରାର୍ଥୀ ହୋଇଥିବା ବେଳେ ପ୍ରାୟ ସମସ୍ତ ବିରୋଧୀ ଦଳ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି। ଆଜି ଶ୍ରୀ ବିର୍ଲା

ଅର୍ଥ ମନ୍ତ୍ରାଳୟର 15 ଅଫିସରଙ୍କୁ ବିଦା କଲେ ମୋଦି

ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ ସରକାରୀ ବିଭଗରେ ସୁଚାରୁ ରୂପେ କାମ କରୁନଥିବା ଅଧିକାରୀଙ୍କୁ ପଦବୀରୁ ବାହାର କରିବା ଲଗାତର ଜାରୀ ରହିଛି । ଏହି ମଧ୍ୟରେ କେନ୍ଦ୍ର ସରକାର ସେଂଟ୍ରାଲ ଇନଡାରେକ୍ଟ ଟ୍ୟାକ୍ସ ଆଣ୍ଡ୍ କଷ୍ଟମ୍ ବୋର୍ଡର 15

ଚୁଡିର ମହତ୍ୱ

ପ୍ରାଚୀନ କାଳରୁ ହିଁ ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କ ସୌନ୍ଦର୍ଯ୍ୟ ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ରହିଛି। ଚୁଡି ସୌନ୍ଦର୍ଯ୍ୟ ବଢାଇବା ସହ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଠିକ ରଖିଥାଏ। ଗ୍ରହମାନଙ୍କର ଦିଗ ଠିକ ରଖିବା ପାଇଁ

ଆସନ୍ତା କାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଆସନ୍ତାକାଲି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷାଫଳ ପ୍ରକାଶ ପାଇବ। ପରୀକ୍ଷା ଫଳ ପାଇଁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ । ଓଜେଇଇର ପରୀକ୍ଷାଫଳ ଆସନ୍ତାକାଲି ପ୍ରକାଶ ପାଇବ । କାଲି ସାଢେ 12ଟା ବେଳେ ସଚିବାଳୟରେ

ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ଘଟଣା: 4 ଜଣଙ୍କୁ ଆଜୀବନ କାରାଦଣ୍ଡ

ଦୀର୍ଘ 14 ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍‌ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ 4 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା

ଆସନ୍ତାକାଲି ଖୋଲିବ ନି ସ୍କୁଲ

ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ନାହିଁ । ସ୍କୁଲଗୁଡ଼ିକର ଖରା ଛୁଟି ଅବଧି ବଢ଼ିବ ବୋଲି ମଙ୍ଗଳବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।   ଉଲ୍ଲେଖଯୋଗ୍ୟ, ଏଇ କିଛିଦିନ ହେବ ଜୁନ୍‌ 25ପର୍ଯ୍ୟନ୍ତ ସ୍କୁଲ ଛୁଟି ବଢ଼ିବା ନେଇ

ପୁଲିସକୁ ଗୁଳି ମାରିଲେ ମନ୍ତ୍ରୀଙ୍କ ପୁଅ ଓ ପୁତୁରା

ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲା ଗୋଟେଗାଓ୍ବଁରେ ଜଣେ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ରୀୟ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ପୁଅ ଏବଂ ପୁତୁରା ଗୁଳି କରିଛନ୍ତି। ମନ୍ତ୍ରୀଙ୍କ ପୁଅ ପ୍ରବଳ ପଟେଲ ଏବଂ ପୁତୁରା ମୋନୁ ପଟେଲ ଦୁଇଜଣ ସ୍ଥାନୀୟ ଯୁବକଙ୍କୁ

ମସ୍ତିଷ୍କ ଜ୍ୱର 8 ବର୍ଷରେ ନେଇଛି ଦେଶର 11 ହଜାର ଶିଶୁଙ୍କ ଜୀବନ

ବିହାରରେ ଏବେ ମସ୍ତିଷ୍କ ଜ୍ୱର ଆତଙ୍କ ଖେଲାଇ ଦେଇଛି । ପୃଥିବୀର  ଏବେ 24ଟି ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏସବୁ ଦେଶର 3 ଶହ କୋଟି ଲୋକ ଏହି ଜ୍ୱରରେ ସଂକ୍ରମିତ ହେବାର ଆଶଙ୍କ ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ