latest

Date: June 20, 2019

Total 22 Posts

ଖାଇକୁ ବସ୍‌ ଖସି ପଡ଼ିବାରୁ 36 ମୃତ, 35 ଗୁରୁତର

View: 1,442 ହିମାଚଳପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରାଜ୍ୟର କୁଲୁ ଜିଲ୍ଲାରେ ଗୁରୁବାର ଏକ ଯାତ୍ରୀବାହୀ ବସ୍‌ଟି ଖାଇକୁ ଖସି ପଡ଼ି ଏକ ଭୟାବହ ଦୁର୍ଘଟଣାର ସାମ୍ନା କରିଛି। ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ 36 ଜଣଙ୍କର ମୃତ୍ୟୁ ଘଟିଥିବା

1.39 ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ମନ୍ତ୍ରିପରିଷଦର ମଞ୍ଜୁରୀ

View: 1,346 2019-20 ଆର୍ଥିକ ବର୍ଷ ପାଇଁ 1.39 ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସଙ୍ଗରେ

ଗ୍ୟାଙ୍ଗଷ୍ଟର ଟିଟୋର ଗୁମର ଖୋଲିଲେ ତା’ର ଦୁଇ ଭାଇ

View: 1,096 ଖୋଲୁଛି ଗ୍ୟାଙ୍ଗଷ୍ଟର ଟିଟୋର କ୍ରାଇମ୍‌ ରେକର୍ଡ। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଜାଲରେ ପଡ଼ିଥିବା ତା’ର ଦୁଇ ଭାଇ ଓ ସଢୁ ତା’ର ବାଂଲାଦେଶ ଲିଙ୍କ୍ ଗୁମର ଖୋଲିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଗତକାଲି ଟିଟୋ ଦୁଇ ଭାଇ ଜି.ବାବୁ, ଚିତୁ

ଏକକ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ ଦେଲେ ରାଷ୍ଟ୍ରପତି

View: 1,029 ଆଜି ସଂସଦର ପ୍ରଥମ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ର ସରାକାରଙ୍କ ଏକକ ନିର୍ବାଚନ ପ୍ରସ୍ତାବ ପ୍ରସଂଗରେ ନିଜର ସମର୍ଥନ ଜଣାଇଛନ୍ତି। ଏକକ ନିର୍ବାଚନ ଏକ ବିକାଶ

ହାଜତ ମୃତ୍ୟୁ ପାଇଁ ପୂର୍ବତନ ଆଇପିଏସ୍‌ଙ୍କୁ ଆଜୀବନ ଜେଲଦଣ୍ଡ

View: 1,107 ଦୀର୍ଘ 30 ବର୍ଷ ତଳର ହାଜତ ମୃତ୍ୟୁ ଘଟଣାରେ ଗୁଜରାଟର ଜାମନଗର କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି। ଏହି ଘଟଣାରେ କୋର୍ଟ ବହିଷ୍କୃତ ଆଇପିଏସ୍‌ ଅଫିସର ସଞ୍ଜୀବ ଭଟ୍ଟଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜାମନଗର ସେସନ୍ସ

ପଶ୍ଚିମବଙ୍ଗରେ ହିଂସା: ମମତା ବାନାର୍ଜୀ ଡକାଇଲେ ଜରୁରୀକାଳୀନ ବୈଠକ

View: 1,115 ପଶ୍ଚିମବଙ୍ଗର ବସିରହାଟ ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡର ଗୋଟିଏ ଦିନ ପରେ ଗୁରୁବାର ଭାଟପରା ଅଞ୍ଚଳରେ ଆଉ ଏକ ହିଂସା କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ଏହି ହିଂସା କାଣ୍ଡରେ 2 ଜଣଙ୍କର ମୃତ୍ୟ ଘଟିଥିବା ବେଳେ 3 ଜଣ

ବିଜୁବାବୁଙ୍କ ମୁଣ୍ଡ ଉଡାଇଦେଲେ ଦୁର୍ବୃତ୍ତ

View: 1,788 କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ତ୍ରିନାଥ ବଜାରରେ ଏଖ ଅଭାନୀୟ ଘଟଣା ଦେଖିବାକୁ ମିଳିଛି ।  ନିକଟସ୍ଥ ବିଜୁ ସ୍ମୃତି ସଂସଦ ମଧ୍ୟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ

ପୁଣି କୋଲକାତାରେ ଗର୍ଜିଲା ଗୁଳି, 2 ମୃତ

View: 111 ପୁଣିଥରେ ଆଶାନ୍ତ ହୋଇ ପଡିଛି ପଶ୍ଚିମବଙ୍ଗ। ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼  ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଜଣେ 17 ବର୍ଷୀୟ ବାଳକଙ୍କ ସମେତ 2 ଜଣ ପ୍ରାଣ ହରାଇଥିବା ବେଳେ

ବାହା ହେବେ ବୋଲି ଶପଥ ନେଲେନି ସାଂସଦ

View: 86 ବାହା ହେବ ବୋଲି ଶପଥ ନେଲେନି ସାଂସଦ । ଲୋକପ୍ରିୟ ବେଙ୍ଗଲ ଅଭିନେତ୍ରୀ ତଥା ନୂଆ କରି ସାଂସଦ ହୋଇଥିବା ନୁସରତ ଜାହାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତୁର୍କୀରେ ଏହି ବାହାଘର ଗତକାଲି ଶେଷ ହୋଇଛି। ଏସମ୍ପର୍କରେ

ଗେରୁଆ ହେବ ଟିମ୍ ଇଣ୍ଡିଆ, ଜାଣନ୍ତୁ କେବେ

View: 180 ଆଇସିସି କ୍ରିକେଟ ବିଶ୍ୱକପ୍ 2019ରେ ଅଧାରାସ୍ତା ପାର କରି ସାରିଛି ଟିମ୍ ଇଣ୍ଡିଆ । ଭାରତୀୟ ଟିମ୍ ସେମିଫାଇନାଲରେ ଜାଗା ପକ୍କା କରିସାରିଥିବା ସ୍ପଷ୍ଟ ହୋଇଛି । ଭାରତ ଏପର୍ଯ୍ୟନ୍ତ 4ଟି ମ୍ୟାଚ୍ ଖେଳି ତିନୋଟିରେ ବିଜୟ ହାସଲ

ଏହି 4ଟି ଦଳ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିବା ନିଶ୍ଚିତ !

View: 153 ଚଳିତ ବିଶ୍ବକପରେ ଗତକାଲି ନ୍ୟୁଜିଲ୍ୟାଣ୍ଡ ଠାରୁ ଦକ୍ଷିଣଆଫ୍ରିକା ପରାଜୟ ହେବା ପରେ ନ୍ୟୁଜିଲ୍ୟାଣ୍ଡ ସେମିଫାନଲରେ ପ୍ରବେଶ  କରିବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ଏହା ସହ ଅନ୍ୟଦଳ ଗୁଡିକ ସେମିଫାଇନାଲକୁ ଯିବା ପାଇଁ ମଧ୍ୟ ବାଟ ଫିଟିଯାଇଛି ।