Date: June 21, 2019

Total 30 Posts

ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ

ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। 9 ଜଣ ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଓ ବିଧାନସଭା ସଚିବ ପଦରେ ନୂଆ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ

ଲୋକସଭାରେ ଆଗତ ହେଲା 30ଟି ବେସରକାରୀ ବିଧେୟକ

ଲୋକସଭାରେ ଶୁକ୍ରବାର 30ଟି ବେସରକାରୀ ବିଧେୟକ ଆଗତ ହୋଇଛି। ଏଥିରେ ଅନୁଛେଦ 370ରେ ସଂଶୋଧନ ଏବଂ ଗୋ ସଂରକ୍ଷଣ ସମ୍ପର୍କିତ ବିଧେୟକ ରହିଛି। ରାଷ୍ଟ୍ରୀୟ ସମାଜବାଦୀ ପାର୍ଟି ସାଂସଦ ଏନ.କେ. ପ୍ରେମ ଚନ୍ଦ୍ରନ ସଂଶୋଧନ ପାଇଁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ

ଏନଏସଜିରେ ଭାରତର ସଦ୍ୟସତାକୁ ନେଇ ପୁଣି ବିରୋଧ କଲା ଚୀନ

ଆତଙ୍କବାଦୀ ମସୁଦ ଅଜହର ମାମଲାରେ ଭାରତର ସମର୍ଥନରେ ଆସିଥିବା ଚୀନ ପୁଣି ଥିରେ ଭାରତ ବିରୋଧ କରିଛି । ଚୀନ ଏନଏସଜିରେ ଭାରତର ପ୍ରବେଶ ପାଇଁ ରାଜି ହୋଇନି । ଶୁକ୍ରବାର ଦିନ ଚୀନ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି

ସୁବ୍ରତ ବାଗ୍‌ଚୀ ହେଲେ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସୁବ୍ରତ ବାଗ୍‌ଚୀଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସୁବ୍ରତ ବାଗ୍‌ଚୀଙ୍କୁ କ୍ୟାବିନେଟ୍‌ ପାହ୍ୟା ଭଳି ସୁବିଧା ମିଳିବ। ମୁଖ୍ୟମନ୍ତ୍ରୀ ନବୀନଙ୍କ ଯୁଗ୍ମ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି। ସେ

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ

ଓଡ଼ିଶାରେ ହେବାକୁ ଥିବା 3ଟି ରାଜ୍ୟସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର ଓ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ ହେବେ।

ଗୁଣିଗାରେଡି ସନ୍ଦେହରେ ହତ୍ୟା

ମୁନିଗୁଡା ବ୍ଳକ ଅଧିନସ୍ଥ ଅମ୍ବାଦଲା ପଞ୍ଚାୟତ ସୁକୁଲାଭଟା ଗାଁରେ ଗୁଣିଗାରେଡି ସନ୍ଦେହରେ ଗୁରୁବାର ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଜଣେ ହତ୍ୟାକାରୀଙ୍କୁ ପୁଲିସ ଗିରଫକରି ସାଇଣ୍ଟିଫିକ ଦଳ ତଦନ୍ତ କରୁଛି। ଘଟଣାରୁ ପ୍ରକାଶ ଜୁନ 20 ସନ୍ଧ୍ୟା ପ୍ରାୟ 7ଟା ହେବ

ମୋଦିଙ୍କୁ ଭେଟିଲେ କେଜ୍ରିୱାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବଦା କଟୁ କଥା କହି ବ୍ୟକ୍ତିଗତ ଆକ୍ଷେପ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଭିନ୍ନ ଅବତାରରେ ସାମ୍ନାକୁ ଆସିଛନ୍ତି। ସେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ସହ ଦିଲ୍ଲୀରେ ଥିବା ମୋହଲା

ପୁଣି ଥରେ ଏକ ଭିନ୍ନ ଲୁକରେ ଅମିତାଭ୍

ସବୁବେଳେ ବିଗ୍ ବି ଦର୍ଶକଙ୍କୁ ନୂଆ ନୂଆ ଲୁକରେ ଦେଇଥାନ୍ତି । ଏଥର ବି ସେଭଳି କିଛି ଦେଖିବାକୁ ମିଳିଛି । ବିଗ ବି ଅମିତାଭ ବଚ୍ଚନ ଓ ଆୟୁସ୍ମାନ ଖୁରାନାଙ୍କ ଫିଲ୍ମ ‘ଗୁଲାବୋ ସୀତାବୋ’ ବାବଦରେ ଘୋଷଣା ପରେ ପ୍ରଶଂସକଙ୍କ ମଧ୍ୟରେ

କର୍ଣ୍ଣାଟକରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ !

ସଙ୍କଟରେ କର୍ଣ୍ଣାଟକ ସରକାର । କୌଣସି ବି ମୁହୂର୍ତ୍ତରେ ଭାଙ୍ଗିଯାଇପାରେ ମେଣ୍ଟ ସରକାର । କର୍ଣ୍ଣାଟକ ରାଜନୈତିକ ସ୍ଥିତି ନେଇ ଭବିଷ୍ୟବାଣୀ । ପୁଣି ଥରେ ହୋଇପାରେ ମଧ୍ୟବର୍ତ୍ତିକାଳୀନ ର୍ନିବାଚନ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି କଂଗ୍ରେସ ସହ ମେଣ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ 2 କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଆଜି(ଶୁକ୍ରବାର) ଅପରାହ୍ନ 3.30ରେ ପ୍ରକାଶ ପାଇଛି। ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ସଦନରେ ଗଣ ଶିକ୍ଷା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ଜୀବନ ପ୍ରତି ବିପଦ ଦେଖା ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । 500 ଟଙ୍କିଆ ନୋଟରେ ମୋଦୀଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି । ନୋଟରେ ମାଲାୟଲାମ ଭାଷାରେ