latest

Date: June 22, 2019

Total 27 Posts

11 ରନରେ ଆଫଗାନିସ୍ତାନକୁ ପଛରେ ପକାଇଲା ଭାରତ

View: 1,484 ଲଢୁଆ ବ୍ୟାଟିଂ କରି ମଧ୍ୟ ଭାରତ ଠାରୁ ଆଫଗାନିସ୍ତାନ ହାରିଛି। ଅନ୍ତିମ ଓଭରରେ ମହମ୍ମଦ ସାମିଙ୍କୁ ଘାତକ ବୋଲି ଯୋଗୁଁ ଆଇସିିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର 28ତମ ମ୍ୟାଚ୍‌କୁ ଭାରତ 11 ରନ୍‌ରେ ଜିତିଛି। ମହମ୍ମଦ ସାମି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 3 କୋଟି ଟଙ୍କା ସହାୟତା

View: 1,052 ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ପାଇଁ ଆଜି ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ଵାର (ଜେଏସପିଏଲ)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 3 କୋଟି ଟଙ୍କାର ଚେକ ପ୍ରଦାନ କରିଛନ୍ତି । ସେହିପରି ଏଜିଆଇଗ୍ଲାସ ପାକ ପକ୍ଷରୁ

ହାଲ୍‌ୱା ଉତ୍ସବରୁ ଆରମ୍ଭ ହେଲା ବଜେଟ୍‌ ଛପା କାମ

View: 1,323  ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାରମ୍ପରିକ ଭାବରେ ହାଲ୍‌ୱା ଉତ୍ସବ ଆୟୋଜନ କରି ବଜେଟ୍‌ 2019 ପାଇଁ ନଥି ପ୍ରିଣ୍ଟିଂ ଆରମ୍ଭ କରାଇଛନ୍ତି। ସାଧାରଣ ବଜେଟ୍‌ର ପ୍ରିଣ୍ଟି ବା ପ୍ରକାଶନ ସମୟରେ ପ୍ରତିବର୍ଷ ଏହି ହାଲ୍‌ୱା ଉତ୍ସବ

ଅଫିସ ସମୟ ୧୦ଟାରୁ ସାଢ଼େ ୫, ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି

View: 1,387 ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସାଧାରଣ ଛୁଟି ଭାବେ ଘୋଷଣା କରିଛନ୍ତି। ଏହାସହିତ କର୍ମଚାରୀଙ୍କ ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,

ଚାଷ କରିବା ଲାଗି ପ୍ୟାରୋଲ ପାଇଁ ଆବେଦନ କଲା ବିବାଦୀୟ ଧର୍ମଗୁରୁ ଗୁରମୀତ

View: 1,330 ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ ରାମରହିମ ସିଂହ ଏବେ ଚାଷ କରିବାକୁ ଚାହୁଁଛି। ସିରସାରେ ଥିବା ତା’ ଜମିରେ ସେ ଚାଷ କରିବାକୁ ଚାହୁଁଥିବାରୁ ପ୍ୟାରୋଲ

ଘର ଭିତରୁ ଉଦ୍ଧାର ହେଲା ନାଗୁଣୀ ସହ 40ରୁ ଅଧିକ ନାଗ ଛୁଆ

View: 1,394 ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବିରିପଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ମାଆ ନାଗ ସହ 40ରୁ ନାଗ ଛୁଆ ଉଦ୍ଧାର ହୋଇଛି ।  ଭଦ୍ରକ ଜିଲ୍ଲା ବିରିପଡ଼ା ଗାଁର ବାସିନ୍ଦା ରବିନ୍ଦ୍ର ଜେନାଙ୍କ ପରିବାର ଲୋକେ ଘରେ

ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଲେଖିକା

View: 1,258 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଲେଖିକା। ନ୍ୟୁୟର୍କର ଜଣେ ଲେଖିକା ତଥା ସ୍ତମ୍ଭକାର ଇ.ଜନ୍ କାରୋଲ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣା

ପାକ୍‌ ଅଧିନାୟକଙ୍କୁ ‘ମୋଟା ଘୁଷୁରୀ’ କହି ଅପମାନିତ କଲେ ପ୍ରଶଂସକ

View: 1,375 ବିଶ୍ଵକପ କ୍ରିକେଟରେ ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ପରାଜିତ ହେବା ପରେ ଖେଳାଳିମାନେ କଡ଼ା ସମାଲୋଚନାର ଶିକାର ହେଉଛନ୍ତି। ନିଜ ଦେଶର ପୂର୍ବତନ କ୍ରିକେଟର ଏବଂ ପ୍ରଶଂସକମାନେ ଖେଳାଳିମାନଙ୍କୁ ଅପମାନିତ କରୁଛନ୍ତି। ବିଶେଷ କରି ଦଳର ଅଧିନାୟକ ସର୍ଫରାଜ

ଶାସ୍ତ୍ର ଅନୁସାରେ ଏହି ଖରାପ ଅଭ୍ୟାସ ଥିବା ଲୋକଙ୍କ ଘରେ ରହନ୍ତି ନାହିଁ ଲକ୍ଷ୍ମୀ

View: 1,715 ଏହି ସଂସାରରେ ପ୍ରତ୍ୟେକ ବ୍ୟକ୍ତିର ଧନର ଆବଶ୍ୟକତା ରହିଛି । ଏଭଳି କୌଣସି ମନୁଷ୍ୟ ନାହାନ୍ତି ଯେଉଁମାନେ ଧନପ୍ରାପ୍ତି ର ଇଚ୍ଛା ରଖିନାହାନ୍ତି । କାରଣ ଧନ ଦ୍ୱାରା ଜଣେ ନିଜର ଜୀବନ ଆରାମରେ ବିତେଇ ପାରିବ ଓ

ରିଲିଜ୍‌ ହେଲା ଧନୁଷଙ୍କ ପ୍ରଥମ ହଲିଉଡ ଫିଲ୍ମ

View: 1,466 ତାମିଲ ଫିଲ୍ମ ହିରୋ ଭାବେ ନିଜ କ୍ୟାରିଅର ଆରମ୍ଭ କରିବାଠୁ ନେଇ ହଲିଉଡ୍ ଫିଲ୍ମରେ ଲିଡ୍‌ ରୋଲରେ ଅଭିନୟ କରିଥିବା ଧନୁଷ ଏବେ ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି। ଧନୁଷଙ୍କର ପ୍ରଥମ ହଲିଉଡ ଫିଲ୍ମ ‘THE EXTRAORDINARY

ମଙ୍ଗଳ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି

View: 138 ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ସର୍ଭର ହ୍ୟାକ୍‌ ହୋଇଛି। ଏଥିରେ ଥିବା ମଙ୍ଗଳ ଅଭିଯାନ ସମ୍ପର୍କିତ ତଥ୍ୟ ହ୍ୟାକର୍‌ ଚୋରି କରିଥିବା ଆଶଙ୍କା କରାଯାଉଛି। ନାସାର ମହାନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା