Date: June 24, 2019

Total 30 Posts

2ଟି ଶନିବାର ଛୁଟି ରହିବ ସରକାରୀ ଅଫିସ୍‌

View: 1,231 ଦୂର ହେଲା ଦ୍ୱନ୍ଦ୍ୱ। ପୂର୍ବ ଭଳି ଦ୍ୱିତୀୟ ଶନିବାର ମଧ୍ୟ ଛୁଟି ଭାବେ ଉପଭୋଗ କରିପାରିବେ ରାଜ୍ୟ ସରକାରୀ କର୍ମଚାରୀ। ଏହି ଦିନ ଆଗଭଳି ସମସ୍ତ ସରକାରୀ ଅଫିସ ବନ୍ଦ ରହିବ।ମାସର ଚତୁର୍ଥ ଶନିବାର ସରକାରୀ ଛୁଟି ନେଇ

ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା, ନରସିଂହ କଂଗ୍ରେସ ବିଧାୟକ ଦଳ ନେତା

View: 1,133 ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶେଷ ମୁହୂର୍ତ୍ତରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ବିଧାୟକ ଦଳ ନେତା ଚୟନ କରିଛନ୍ତି। ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଦୀପ୍ତ କୁମାର ନାଏକ

ବିଏସ୍‌ଏନ୍‌ଏଲ ଦେବାଳିଆ: ଟଙ୍କା ପାଇଁ କେନ୍ଦ୍ରକୁ ଗୁହାରି

View: 1,028 ସରକାରୀ ଟେଲିକମ କମ୍ପାନୀ ବିଏସ୍‌ଏନଏଲ୍‌ ଏବେ ଘାଟାରେ ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଜୁନ୍‌ ମାସରେ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ କମ୍ପାନୀ ପାଖରେ ଟଙ୍କା ନାହିଁ। ଏପରିକି ଯଦି କେନ୍ଦ୍ର ସରକାର ସହଯୋଗ

ପ୍ରେମୀଯୁଗଳଙ୍କୁ ଲଣ୍ଡା କରି ଭିଡିଓ ଭାଇରାଲ

View: 3,723 ରାତି ଅଧରେ ଗାଁ ଲୋକେ ପ୍ରେମୀ ଯୁଗଳକୁ  ଲଣ୍ଡା କଲେ ଓ ଲଣ୍ଡା କରାଯିବା ବେଳର ଭିଡିଓ ଭାଇରାଲ୍ ବି କଲେ । ଅଟକ ପ୍ରେମୀ ଯୁଗଳଙ୍କୁ ମଝି ରାତିରେ ଉଦ୍ଧାର କଲା ପୁଲିସ। ଏଭଳି ଅଭାବନୀୟ ଘଟଣା

ମିଳିମିଶି କଲେ ରାଜ୍ୟସଭା ନାମାଙ୍କନ

View: 6,641 ବିଜେଡ଼ି ଓ ବିଜେପି ମିଳାମିଶାରେ ଆଜି ଦାଖଲ ହୋଇଛି ରାଜ୍ୟସଭା ନାମାଙ୍କନ ପତ୍ର । ବିଜେଡ଼ିରୁ ଡ. ଅମର ପଟ୍ଟନାୟକ ଏବଂ ଡ. ସସ୍ମିତ୍ ପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀପତ୍ର ଦାଖଲ

ଭ୍ରମାତ୍ମକ ବିଜ୍ଞାପନ ଦେଲେ ଦେବାକୁ ପଡିବ ଜୋରିମାନା

View: 1,115  ଭ୍ରମାତ୍ମକ ବିଜ୍ଞାପନ ଏବଂ ସୁରକ୍ଷା ମାମଲା ନେଇ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୋମବାର ଦିନ ମୋଦୀ ସରକାରର କ୍ୟାଟିନେଟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆର୍ଥିକ ଏବଂ ସୁରକ୍ଷା ମାମଲା

ପ୍ୟାରୋଲରେ ଆସିବେ ବିବାଦୀୟ ଧର୍ମଗୁରୁ ଗୁରୁମୀତ !

View: 1,420 ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସ୍ଥାନୀୟ ସୁନାରିଆ ଜେଲରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଗୁରୁମୀତ ରାମ ରହିମ ସାମୟିକ ଭାବେ ଜେଲରୁ ମୁକୁଳିବା ଆଶା ଉଜ୍ଜଳ ହୋଇଛି । କିଛି ଦିନ ପୂର୍ବେ

ସ୍ନାନପୂର୍ଣ୍ଣିମା ବିଶୃଙ୍ଖଳା ପ୍ରସଙ୍ଗ: 2 ସେବାୟତ ନିଲମ୍ବିତ

View: 1,321 ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀଙ୍କୁ ସ୍ନାନବେଦୀକୁ ନେଇଥିବା ସେବାୟତଙ୍କ ପାଇଁ ଅଡୁଆ ବଢିଛି । ପ୍ରଥମେ ନୋଟିସ ଜାରି କରାଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଜଣଙ୍କୁ ନିଲମ୍ବନ କରାଯାଇଛି । ଆଜି ସକାଳେ ସ୍ନାନପୂର୍ଣ୍ଣିମାରେ ହୋଇଥିବା ବିଶୃଙ୍ଖଳାକୁ

ବେକରେ ଥିବା କଳାଦାଗକୁ ଦୂର କରିବା ପାଇଁ ଏହି ଘରୋଇ ଉପାୟ

View: 1,531 ଅନେକ ସମୟରେ ଲୋକେ ନିଜ ମୁହଁକୁ ସୁନ୍ଦର ଏବଂ ଚମକଦାର କରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିଜ ବେକକୁ ଅଣଦେଖା କରି ଦେଇଥାନ୍ତି। ଏହା ଦ୍ୱାରା ବେକ ଧିରେ ଧିରେ କଳା ହେବାକୁ ଲାଗିଥାଏ । କିଛି

ନାମାଙ୍କନ ଦାଖଲ କଲେ ରାଜ୍ୟସଭା ପ୍ରାର୍ଥୀ

View: 1,118 ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ

ସୁପର ଡ୍ୟାନ୍ସର ଚାପ୍ଟର୍-3 ମୁକୁଟ ପିନ୍ଧିଲେ ରୁପ୍‌ସା

View: 1,379 ବୟସ ମାତ୍ର 6 । କିନ୍ତୁ ଡ୍ୟାନ୍ସରେ ସେ ସମସ୍ତଙ୍କୁ ପଛରେ ପକାଇ ଦିଅନ୍ତି। କେବଳ ଡ୍ୟାନ୍ସ ନୁହେଁ ତାଙ୍କ କ୍ୟୁଟ୍‌ ହସ ଏବଂ କଥା ପାଇଁ ମଧ୍ୟ ତାଙ୍କୁ ସମସ୍ତେ ଭଲ ପାଆନ୍ତି। ଆମେ କହୁଛୁ ସୋନି