Date: June 26, 2019

Total 30 Posts

2 ବର୍ଷ ବଢ଼ିଲା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ

View: 1,514 ସରକାରଙ୍କ ଥିଙ୍କଟ୍ୟାଙ୍କ ଭାବେ କାର୍ଯ୍ୟ କରୁଥିବା ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ ଆଜି କେନ୍ଦ୍ର ସରକାର ଆହୁରି 2 ବର୍ଷ ବୃଦ୍ଧି କରିଛନ୍ତି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଏଭଳି ନିଷ୍ପତ୍ତି ନେଇଛି।  ଅର୍ଥାତ ଏବେ

100 ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀ ସୀତାରମଣ

View: 1,969 ଭାରତ-ବ୍ରିଟେନ ସମ୍ପର୍କକୁ ପ୍ରଭାବୀ ଓ କ୍ରିୟାଶୀଳ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ତାଲିକାରେ 100 ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରମଣ ସ୍ଥାନ ପାଇଛନ୍ତି। ତାଲିକାରେ ବ୍ରିଟେନର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ

ନିଗମ ଅଫିସରଙ୍କୁ କ୍ରିକେଟ ବ୍ୟାଟରେ ପିଟିଥିବା ବିଜେପି ବିଧାୟକ ଗିରଫ

View: 1,373 ଇନ୍ଦୋରରେ ନଗର ନିଗମର ଜଣେ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ବିଧାୟକ ଆକାଶ ବିଜୟବର୍ଗିୟଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ବିପକ୍ଷରେ ପୁଲିସ୍ ଏଫଆଇଆର୍ ଦାଖଲ କରିବା ସଙ୍ଗେସଙ୍ଗେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ସରକାରୀ କାର୍ଯ୍ୟରେ

ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ

View: 1,145 ରାଜ୍ୟ ବିଧାନସଭା ଉପବାଚସ୍ପତି ନିର୍ବାଚନ ଆସନ୍ତାକାଲି ହେବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ଏହି ଘୋଷଣା କରିଛନ୍ତି। ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ଶ୍ରୀ ପାତ୍ର ଆଜି ମଧ୍ୟାହ୍ନ ସୁଦ୍ଧା ଉପବାଚସ୍ପତି ନିର୍ବାଚନ ପାଇଁ ଆବେଦନ

ରାଜ୍ୟସଭା ଉପନିର୍ବାଚନ: ଅଶ୍ୱିନୀ, ଅମର ଏବଂ ସସ୍ମିତଙ୍କ ପ୍ରାର୍ଥୀପତ୍ର କାଏମ

View: 1,336 ରାଜ୍ୟସଭା 3ଟି ଆସନ ପାଇଁ ଦାଖଲ ହୋଇଥିବା ବିଜେଡିର ଦୁଇ ଜଣ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଓ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ମିନୀ ବୈଷ୍ଣବଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି। ରାଜ୍ୟସଭା ନିର୍ବାଚନ

ପୁଣିଥରେ ଏକାଠି ରୋମାନ୍ସ କରିବେ ସବ୍ୟ-ଅର୍ଚ୍ଚିତା

View: 1,840 ଦିର୍ଘ ତିନି ବର୍ଷର ବ୍ୟବଧାନ ପରେ ପୁଣିଥରେ ସବ୍ୟସାଚୀ ଅର୍ଚ୍ଚିତାଙ୍କ ଯୋଡି ପରଦାରେ ନଜର ଆସିବ। ସିଦ୍ଧାର୍ଥ ମ୍ୟୁଜିକର 26 ତମ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଏମାନେ ଓଲିଉଡ଼କୁ ଫେରୁଛନ୍ତି। ‘ଅଭିମାନ’ ମାଧ୍ୟମରେ ସିର୍ଦ୍ଧାର୍ଥ ମ୍ୟୁଜିକ୍ ତାର ଦର୍ଶକମାନଙ୍କ ପାଇଁ

ଚିକେନ ବିଷୟରେ ଜାଣନ୍ତୁ କିଛି ତଥ୍ୟ

View: 2,300 ସାଧାରଣତଃ ଆମମାନଙ୍କ ମଧ୍ୟରୁ ପ୍ରାୟ ବହୁତ ଲୋକେ ଚିକେନ୍ ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି। ଚିକେନ ନାଁ ଶୁଣିବା ମାତ୍ରେ ଲୋକଙ୍କ ପାଟିରୁ ଲାଳ ବୋହିଥାଏ। ତେବେ ଚିକେନ ପ୍ରେମୀମାନେ ଜାଣି ରଖନ୍ତୁ ଚିକେନ ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ

‘ର’ ମୁଖ୍ୟ ହେଲେ ସାମନ୍ତ ଗୋୟଲ

View: 1,892 ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ‘ମାଷ୍ଟର ମାଇଣ୍ଡ’ ରହିବା ସହ ଏହାର ସଫଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ଏବଂ ଭାରତୀୟ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ଅଦ୍ଭୂତପୂର୍ବ ସଫଳତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ଆଇପିଏସ୍‌

ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ନେଲେ ଅଶୋକ ପରିଜା

View: 1,642 ରାଜ୍ୟର  ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀନୀ ଅଶୋକ ପରିଜା । ବୁଧବାର ବିଧିବଦ୍ଧ ଭାବେ ବର୍ତ୍ତମାନର ଆଡ଼ଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅଶୋକ ପରିଜା ।

ନର୍ସଙ୍କ ଟିକଟକ୍ ଭିଡିଓ ପ୍ରସଙ୍ଗ: 4ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

View: 1,343 ହସ୍ପିଟାଲ ମଧ୍ୟରେ ନର୍ସମାନଙ୍କ ଟିକଟକ୍ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ମାଲକାନଗିରି ପ୍ରଶାସନ । ମାଲକାନଗିରି ଜିଲ୍ଲାପାଳ ଏହି ଘଟଣାରେ 4ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସୂଚନାନୁସାରେ, ଆଜି ସକାଳେ ମାଲକାନଗିରି ଜିଲ୍ଲା

ନିଗମ ଅଫିସରଙ୍କୁ କ୍ରିକେଟ ବ୍ୟାଟରେ ପିଟିଲେ ବିଜେପି ବିଧାୟକ ଆକାଶ

View: 96 ବାହୁବଳୀ ବିଜେପି ବିଧାୟକଙ୍କ ଦାଦାଗିରି । ଘଟଣା ଘଟିଛି ପ୍ରଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶରେ ଇନ୍ଦୋର ସହରରେ  ଚିହ୍ନଟ କରାଯାଇଥିବା 26 ଅତି ଦୁର୍ବଳ କୋଠାଗୁଡିକୁ ସ୍ଥାନୀୟ ନଗରନିଗମ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଏଥିପାଇଁ ନଗରନିଗମ ଅଧିକାରୀ ସେଠାରେ ପହଞ୍ଚି