Date: June 26, 2019

Total 30 Posts

ନର୍ସଙ୍କ ଟିକଟକ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ନର୍ସଙ୍କ ଟିକଟକ ଭିଡିଓ। ମାଲକାନଗାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ‘ଏସ୍‌ଏନ୍‌ସିୟୁ’ରେ ସୁଟିଙ୍ଗ୍‌ କରିଥିବା ଏକ ଟିକ୍‌ଟକ୍‌ ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ନବଜାତଙ୍କୁ ରଖାଯାଉଥିବା ‘ଏସ୍‌ଏନ୍‌ସିୟୁ’ ଭଳି ଅତି

ଭୁଲି ପାରୁନାହାନ୍ତି ପରାଜୟ, ଇସ୍ତଫା ଜିଦରେ ଅଟଳ ରାହୁଲ

ଚଳିତ ନିର୍ବାଚନରେ କଂଗ୍ରେସର ପରାଜୟକୁ ଭୁଲାପାରୁନାହାନ୍ତି ରାହୁଲ ଗାନ୍ଧୀ । ପରାଜୟ ପରେ ପୁରା ଭାଙ୍ଗିପଡିଛନ୍ତି ରାହୁଲ ଗାନ୍ଧୀ। ତେଣୁ ଲଲେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା  ଦେବାପାଇଁ ଜିଦରେ ଅଟଳ ରହିଛଝନ୍ତି । କଂଗ୍ରେସର 51 ସଂସଦଙ୍କ କଥାରେ ବି

ରାଜ୍ୟରେ କେତେ କୃଷକ ଜାଣି ନାହାଁନ୍ତି ମନ୍ତ୍ରୀ, ନରସିଂହଙ୍କ ପ୍ରଶ୍ନ ବାଣରେ ଘାଇଲା ଅରୁଣ

ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଦିନରେ କୃଷି ଓ କୃଷକ ପ୍ରସଙ୍ଗରେ ବାକଯୁଦ୍ଧ  ହୋଇଥିଲା । ଚାଷୀ ପ୍ରସଙ୍ଗରେ ଆଜି ବିଧାନସଭାରେ ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । କୃଷି ଓ କୃଷକଙ୍କ ଉପରେ ପ୍ରଶ୍ନ ନେଇ କୃଷିମନ୍ତ୍ରୀ ଅରୁଣ

ଟ୍ରେନରେ ବିଧାୟକଙ୍କୁ ଲୁଟିଲେ ଦୁର୍ବୃତ୍ତ

ଲୁଟର ଶିକାର ହେଲେ ବିଧାୟକ। ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ମୁମ୍ବାଇ ଆସୁଥିବା 2 ଜଣ ବିଧାୟକ ଲୁଟ ଓ ଚୋରିର ଶିକାର ହୋଇଛନ୍ତି। ବିଶେଷ କଥା ହେଉଛି କି ଏହି ତିନିଜଣ ବିଧାୟକ ଏକ୍ସପ୍ରେସ୍‌ ଟ୍ରେନ୍‌ର ସ୍ୱତନ୍ତ୍ର

୯୬୬ଟି ସ୍କୁଲରେ ପଡିବ ତାଲା, କେଉଁ ଜିଲ୍ଲାରେ କେତେ ସ୍କୁଲ ବନ୍ଦ ହେବ ଆସିଲା ତାଲିକା

ରାଜ୍ୟ ସିକ୍ଷାମନ୍ତ୍ରୀଙ୍କ ଆକ୍ସନ ମୋଡ। ରାଜ୍ୟରେ ବନ୍ଦ ହେବ ୯୬୬ ଟି ପ୍ରାଥମିକ ସ୍କୁଲ । ଯେଉଁ ସ୍କୁଲରେ ଉପସ୍ଥାନ କମ୍ ସେହି ସ୍କୁଲ ଗୁଡିକୁ ସରକାର ବନ୍ଦ କରିବାକୁ ନିସ୍ପତ୍ତି ନେଇଛନ୍ତି । ସେଠାରେ ପଢୁଥିବା ପିଲାମାନେ ନିକଟସ୍ଥ ସ୍କୁଲକୁ

10ଟଙ୍କା ପାଇଁ ମାରିଦେଲେ

୧୦ ଟଙ୍କାକୁ ନେଇ ରାସ୍ତା ମଝିରେ ମହାଭାରତ। ମହାରାଷ୍ଟ୍ରର ଦାଦର ଅଞ୍ଚଳରେ ପୁରୁଣା ଦଶ ଟଙ୍କିଆ ନୋଟକୁ ନେଇ ଗ୍ରାହକଙ୍କ ସହ ବଚସା ହେବା ପରେ ପରିବା ବିକାଳୀ ଜଣଙ୍କ ଗ୍ରାହକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୁଲିସ କହିଛି। ସୋମବାର ବିଳମ୍ୱିତ

ରାଜଧାନୀରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ- ଭାରତ ଆମେରିକା ସମ୍ପର୍କ ଆହୁରି ମଜଭୁତ ହେବ

 ଦିଲ୍ଲୀ ପହଞ୍ଚିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ। ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଇକ ପୋମ୍ପିୟୋ। ଏହି ଗସ୍ତ ବେଳେ ଉଭୟ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମାଇକ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ପ୍ଲାଷ୍ଟିକରୁ ପେଟ୍ରେଲା ତିଆରି କଲେ ପ୍ରେଫସର

ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ପ୍ରତିଷ୍ଠା ଆସେ ବା ଉଦ୍ଦେଶ୍ୟ ସଫଳ ହୋଇଥାଏ। ଏବେ ତାହା ପୁଣିଥରେ ପ୍ରମାଣିତ ହୋଇଛି ହାଇଦ୍ରାବାଦର ଜଣେ ପ୍ରଫେସରଙ୍କ କ୍ଷେତ୍ରରେ। ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ସଫଳ ହୋଇଛି। ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ

ଓଡିଶାରେ ରିଲାଏନ୍ସକୁ ପସନ୍ଦ କରୁଛନ୍ତି ଲୋକେ- ଟ୍ରାଇ

ଓଡିଶାରେ ନୂତନ ଗ୍ରାହକ ସୃଷ୍ଟି କରିବା କ୍ଷେତ୍ରରେ ରିଲାଏନ୍ସ ଜିଓ କ୍ରମାଗତ ଭାବେ ଅଗ୍ରଣୀ ରହିଆସିଛି। 2019 ଏପ୍ରିଲରେ ମୋଟ 3.03 ଲକ୍ଷ ନୂତନ ଗ୍ରାହକଙ୍କୁ ନିଜର ସମ୍ପୂର୍ଣ୍ଣ 4ଜି ନେଟୱର୍କରେ ସାମିଲ କରି ପୁଣି ଥରେ ଏହା ମୋଟ ଗ୍ରାହକ

ପଶ୍ଚିମବଙ୍ଗକୁୂ ପଶ୍ଚିମ ବାଂଲାଦେଶ କରିବାକୁ ଯୋଜନା କରୁଛନ୍ତି ମମତା- ବିଜେପି

ପଶ୍ଚିମବଙ୍ଗକୁ ପଶ୍ଚିମ ବାଂଲାଦେଶ କରିବାକୁ ଯୋଜନା କରୁଛନ୍ତି ବୋଲି  ବିଜେପି  ଅଭିଯୋଗ କରିଛି ।  କୁହାଯାଇଛି ବାଂଲାଦେଶ ସୀମାରେ ଅନୁପ୍ରବେଶକୁ ଯେଉଁଭଳି ଭାବରେ ପ୍ରୋତ୍ସାହନ ମିଳୁଛି, ଲାଗୁଛି ସତେ ଯେମିତି ସେ ପଶ୍ଚିମ ବାଂଲାଦେଶ ପ୍ରତିଷ୍ଠା ଚକ୍କରରେ ଅଛନ୍ତି। ସେ କହିଛନ୍ତି,

ସେଓ ପରଟା

ଆବଶ୍ୟକ ସାମଗ୍ରୀ: ଅଟା, ସେଓ, ଚିନି, ଡାଳଚିନି ଗୁଣ୍ଡ, ଲୁଣ, ପୁଦିନା ପତ୍ର, ବ୍ରେଡ୍‌ କିମ୍ବା ବିସ୍କୁଟ୍‌ ପାଉଡର, ଆବଶ୍ୟକ ଅନୁସାରେ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଟାରେ ଅଳ୍ପ ତେଲ ପକାଇ ଭଲ ଭାବେ ଚକଟନ୍ତୁ। ସେଓକୁ ଗ୍ରେଟେଡ୍‌ ବା କୋରି