Date: June 27, 2019

Total 29 Posts

125 ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କଲା ଭାରତ

ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ ରହିଛି। ଗୁରୁବାର ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ଦୁଇଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ 125 ରନରେ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏବେ ଟିମ୍ ଇଣ୍ଡିଆ 11

#ମିଠୁ ଅଭିଯୋଗରେ ଫସିଲେ ବଲିଉଡ ଅଭିନେତା ଆଦିତ୍ୟ ପାଞ୍ଚୋଲି

ବଲିଉଡ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ବିରୋଧରେ #ମିଠୁ ଅଭିଯୋଗ ଆସିଛି । ବଲିଉଡର ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଣିଛନ୍ତି । ସେ ମୁମ୍ବାଇର ବରସୋବା ପୁଲିସ ଷ୍ଟେସନରେ ଏ ନେଇ ଏକ ଏଫଆଇଆର ଦାଏର କରିଛନ୍ତି ।

ନୂତନ ରେକର୍ଡ ସୃଷ୍ଟି କଲେ ବିରାଟ

ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ମାରି ନୂଆ କୀର୍ତ୍ତିମାନ କରିଛନ୍ତି। ଚଳିତ ବିଶ୍ୱକପରେ ବିରାଟ୍ ଲଗାତାର ଚତୁର୍ଥଥର 50 ରୁ ଅଧିକ ରନ୍ କରିଛନ୍ତି। ଏଥିସହ ସେ ପ୍ରଥମ ଭାରତୀୟ କ୍ୟାପଟେନ୍ ଭାବେ କ୍ରମାଗତ

ୱେଷ୍ଟଇଣ୍ଡିଜକୁ 269ର ଟାର୍ଗେଟ ଦେଲା ଭାରତ

ଟିମ୍ ଇଣ୍ଡିଆ ମଧ୍ୟକ୍ରମ ପୁଣିଥରେ ସମସ୍ୟା ହୋଇ ଦେଖା ଦେଇଛି। ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମୁକାବିଲାରେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ 50

ଶରୀରରେ କ୍ୟାଲସିୟମ ଅଭାବରେ ଦେଖାଯାଏ ଏହି ସମସ୍ୟା

ଶରୀରରେ କେବଳ ହାଡ଼କୁ ଶକ୍ତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଛି ବୋଲି ଲୋକେ ଭାବିଥାନ୍ତି । ଏହା ସତ କି, ଶରୀରରେ 90ପ୍ରତିଶତ କ୍ୟାଲସିୟମ ହାଡ଼ ଏବଂ ଦାନ୍ତରେ ଦେଖା ଯାଇଥାଏ । କିନ୍ତୁ କ୍ୟାଲସିୟମ ଶରୀରର ପ୍ରତି କୋଷିକା

କରଣ ଜୋହରଙ୍କ ଅପକମିଂ ଫିଲ୍ମରେ ଜାହ୍ନବୀ ଅପୋଜିଟରେ କାର୍ତ୍ତିକ

କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର ଦୋସ୍ତାନାର 2ୟ ଭାଗ ‘ଦୋସ୍ତାନା-2’ରେ ଜାହ୍ନବୀ ଓ କାର୍ତ୍ତିକ ଆର୍ୟ୍ୟନ ଏକାଠି ଅଭିନୟ କରିବେ। 2008ରେ ମୁକ୍ତିଲାଭ କରିଥିଲା ‘ଦୋସ୍ତାନା’। ଯେଉଁଥିରେ ଜନ ଆବ୍ରାହମ, ଅଭିଷେକ ବଚ୍ଚନ, ପ୍ରିୟଙ୍କା ଚୋପ୍ରା ଓ ବବି ଦେଓଲ ମୂଖ୍ୟ

ନର୍ସଙ୍କ ଟିକଟକ୍ ଭିଡିଓ ପ୍ରସଙ୍ଗ: 4ଜଣଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବାକୁ ନିର୍ଦ୍ଦେଶ

ମାଲକାନଗିରି ହସ୍ପିଟାଲ ମଧ୍ୟରେ ନର୍ସମାନଙ୍କ ଟିକଟକ୍ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ମାଲକାନଗିରି ପ୍ରଶାସନ । ମାଲକାନଗିରି ସିଡିଏମଓ ଏହି ଘଟଣାରେ 4ଜଣ ନର୍ସଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ପଠାଇଛନ୍ତି । ସୂଚନାନୁସାରେ, ଗତକାଲି ସକାଳେ ମାଲକାନଗିରି ଜିଲ୍ଲା ମୁଖ୍ୟ

ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ ଗସ୍ତବେଳେ ବିସ୍ଫୋରଣ

ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ହୋଇଥିବା ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। କୁଲଗାମ ଜିଲ୍ଲା ଚଦେର ଗାଁରେ ଏହି ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ହିଁ ଜଣେ ସାଧାରଣ ନାଗରିକ ନଜିର

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡ ମାମଲା: 5 ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଖଲିକୋଟ ଏଡିଜେ କୋର୍ଟର ମାନ୍ୟବର ବିଚାରପତି ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦୋଷୀଙ୍କୁ ଦଣ୍ଡ ଶୁଣାଇଛନ୍ତି। 5ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଅଦାଲତ

ମନମୋହନଙ୍କୁ ଭେଟିଲେ ସୀତାରମଣ

ଆସନ୍ତା 5 ତାରିଖରେ ଅର୍ଥମନ୍ତ୍ରୀ ହୋଇଥିବା ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ବଜେଟ୍‌କୁ ଲୋକାଭିମୁଖୀ କରିବା ପାଇଁ ସୀତାରମଣ ଉଦ୍ୟମ କରୁଛନ୍ତି। ଏଥିପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତି ବିଶେଷଜ୍ଞ ମନମୋହନ ସିଂହଙ୍କୁ

ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ

ଆଇସିସି କ୍ରିକେଟ ବିଶ୍ୱକପର 34ତମ ମ୍ୟାଚ ଆଜି ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଟିମ୍ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ । ଆଜିର ମ୍ୟାଚକୁ