latest

Date: June 30, 2019

Total 19 Posts

୨ ଜଣଙ୍କୁ ଉଠାଇ ନେଲେ ମାଓବାଦୀ

ମାଲକାନଗିରିରେ ପୁଣି ଥରେ ମାଓବାଦୀ ନିଜର ଆଧିପତ୍ୟ ଜାହିର କରିଛନ୍ତି । ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ଲାଲବାହିନୀ ଉଠାଇ ନେଇଛନ୍ତି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ତାଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି ।  ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ

ଦୁବାଇରେ ଉଦ୍ଧାର ହୋଇ ଭାରତ ଫେରିଲେ 4 ମହିଳା

ଚାରିଜଣ ଭାରତୀୟ ମହିଳାଙ୍କୁ ଦୁବାଇରୁ ଉଦ୍ଧାର କରାଯାଇ ଭାରତ ପଠାଇ ଦିଆଯାଇଥିବା ଜଣାଯାଇଛି। ଦୁବାଇ ପୁଲିସର କହିବା ଅନୁଯାୟୀ ଏଜେଣ୍ଟମାନେ ଏହି ମହିଳାମାନଙ୍କୁ ଚାକିରି ଦେବା ଆଳରେ ଦୁବାଇ ଆଣିଥିଲେ। କିନ୍ତୁ ଏହି ମହିଳାମାନେ ସେଠାରେ ପହଞ୍ଚିବାପରେ ସେମାନଙ୍କୁ ବାର ଡ୍ୟାନ୍‌ସରରେ

ଜେଲରୁ ମୁକୁଳିଲେ ବିଧାୟକ ଆକାଶ

ମଧ୍ୟପ୍ରଦେଶ ଇନ୍ଦୋର ନଗର ନିଗମର ଅଧିକାରୀଙ୍କୁ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିବା ଅଭିଯୋଗରେ ଜେଲରେ ଥିବା ବିଧାୟକ ତଥା କ୍ରିକେଟ୍‌ ବ୍ୟାଟ୍ସମ୍ୟାନ୍‌ ଆକାଶ ବିଜୟବର୍ଗୀୟଙ୍କ ଜାମିନ ମଞ୍ଜୁର ହୋଇଛି । ଭୋପାଲ କେର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ପରେ ସେ ଏବେ

ଅମରନାଥ ଯାତ୍ରା ଆରମ୍ଭ

ବହୁ ପ୍ରତିକ୍ଷୀତ ଚଳିତ ବର୍ଷର ଅମରନାଥ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଯାଇଚି । ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା କେକେ ଶର୍ମା ପ୍ରଥମ ବ୍ୟାଚର ଶ୍ରଦ୍ଧାଳୁଙ୍କର ଯାତ୍ରାକୁ ସବୁଜ ସଂକେତ ଦେଇଛନ୍ତି । ଯାତ୍ରା ପୂର୍ବରୁ ଜମ୍ମୁ ବେଶରେ ପୂଜାର୍ଚ୍ଚନା

ଉତ୍କଳ ସାହିତ୍ୟ ସମାଜ କର୍ମକର୍ତ୍ତା ନିର୍ବାଚନ ଜୁଲାଇ ୨୧ରେ

ଉତ୍କଳ ସାହିତ୍ୟ ସମାଜର କର୍ମକର୍ତ୍ତା ଓ କାର୍ଯ୍ୟ ନିର୍ବାହିକା ସମିତି ସଦସ୍ୟ ନିର୍ବାଚନ ଜୁଲାଇ ୨୧ତାରିଖରେ ଅନୁଷ୍ଠିତ ହେବ। ଜୁଲାଇ ୨୧ତାରିଖ ସକାଳ ୮ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଓ ସେହିଦିନ ଅପରାହ୍‌ଣ ୪ଟାରେ ଭୋଟ ଗଣତି

ଆଜି ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ‘ମନ କୀ ବାତ’ ରେଡିଓ କାର୍ଯକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ ମାଧ୍ୟମରେ ଦେଶର ଜନତାକୁ ପୁଣି ଥରେ ସମ୍ବୋଧିତ କରିବେ । ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପରେ ମୋଦୀ ମନ କୀ ବାତ କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କୁ

ଶିଶୁଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା

ମାଲକାନଗିରି ତାନା ଗୋଡଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମକଲା ମା ତାହାର ଦୁଇ ଶିଶୁଙ୍କୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିଛି । ମିଳିଥିବା ଖବର ମୁତାବକ, ଗୋଡଗୁଡା ଗ୍ରାମରେ ଗୋଟିଏ ଘରେ ଜଣେ ମହିଳା

ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପର ଅନ୍ୟତମ ବୃହତ ଲଢ଼େଇ ରରିବାର ଅପରାହ୍ଣରେ ହେବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ମିଂହାମର ଆଜବେଷ୍ଟନ ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ଣ ୩ଟାରୁ ଏହି ମ୍ୟାଚ ହେବ । ମ୍ୟାଚ ପାଇଁ ଉଭୟ