latest

Month: July 2019

Total 486 Posts

କଫି ଡେ’ର ଅନ୍ତରୀଣ ଅଧ୍ୟକ୍ଷ ହେଲେ ଏସ୍‌ଭି ରଙ୍ଗନାଥ

View: 81 କ୍ୟାଫେ କଫି ଡେ’ର ମାଲିକ ଭିଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପରେ ଆଜି କଫି ଡେ’ ଗ୍ରୁପ ପକ୍ଷରୁ  ଅନ୍ତରୀଣ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ଏସଭି ରଙ୍ଗନାଥ କଫି ଡେ’ର ଅନ୍ତରୀଣ

ଏକାଠି ବିଧାନସଭା ନିର୍ବାଚନ ଲଢ଼ିବେ ଶିବସେନା-ବିଜେପି

View: 86 ବିଧାନସଭା ନିର୍ବାଚନ ପାଇଁ ଜନତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବୁଧବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ କହିଛନ୍ତି 2014ର ବିପରୀତ ଯାଇ 2019ରେ ବିଜେପି ଏବଂ ଶିବସେନା ମିଶି ନିର୍ବାଚନ ଲଢିବେ । ଜଣେ କଂଗ୍ରେସ ଏବଂ

ବିଜେପିରେ ସାମିଲ ହେଲେ ସଞ୍ଜୟ ସିଂହ ଓ ପତ୍ନୀ ଅମିତା ସିଂହ

View: 96 କଂଗ୍ରେସ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ବରିଷ୍ଠ ନେତା ସଞ୍ଜୟ ସିଂହ ବୁଧବାର ବିଜେପିରେ ପାଦ ଦେଇଛନ୍ତି। ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସଞ୍ଜୟ

କ୍ୟାନସର ଚିହ୍ନଟ ପାଇଁ ଏସ୍‌ସିବିରେ ଖୋଲିଲା ମଲିକ୍ୟୁଲାର ଜେନୋମିକ୍ସ ଲ୍ୟାବ୍

View: 80 କ୍ୟାନସର ଭଳି ମାରାତ୍ମକ ରୋଗର ପ୍ରାଥମିକ ସ୍ତରରେ ଚିହ୍ନଟ ଲାଗି ଏସ୍‌ସିବି ମେଡିକାଲରେ ଉଦ୍‌ଘାଟିତ ହୋଇଛି ମଲିକ୍ୟୁଲାର ଜେନୋମିକ୍ସ ଲାବୋରୋଟାରୀ। କ୍ୟାନସର ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗ କ୍ଷେତ୍ରରେ ପ୍ରାଥମିକ ସ୍ତରରେ ଏହି ଲାବୋରୋଟାରୀ ମାଧ୍ୟମରେ ଯାଞ୍ଚ

14 ବିଦ୍ରୋହୀ କଂଗ୍ରେସ ବିଧାୟକ ଦଳରୁ ବହିଷ୍କୃତ

View: 94 କର୍ଣ୍ଣାଟକାରେ ଅଯୋଗ୍ୟ ଘୋଷିତ 14 ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଦଳ ବହିଷ୍କାର କରିଛି। କିଛି ଦିନ ତଳେ କର୍ଣ୍ଣାଟକାର ପୂର୍ବତନ ବାଚସ୍ପତି ରମେଶ କୁମାର ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ବିଧାନସଭାରେ ଆସ୍ଥା ଭୋଟ ବେଳେ ଦଳୀୟ ହୁଇପ

ଓଲା, ଉବର୍‌ ଉପରେ ଲାଗିବ ଅଙ୍କୁଶ

View: 75 ସଂପ୍ରତି ଦେଶରେ ଓଲା, ଉବର୍‌ ପରି ମୋବାଇଲ ଆପ୍‌ ଜରିଆରେ ‘କ୍ୟାବ’ (ଟ୍ୟାକ୍ସି) ସେବା ଯୋଗାଉଥିବା କମ୍ପାନିମାନଙ୍କର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଓଲା, ଉବର୍‌ର କ୍ୟାବ୍‌ ବ୍ୟବହାର କରୁଥିବା ମହିଳା ଯାତ୍ରୀମାନଙ୍କର ଯାତ୍ରା ଏଥିରେ

ଆସନ୍ତାକାଲି ସୁପ୍ରିମକୋର୍ଟରେ ଉନ୍ନାଓ ପୀଡ଼ିତାଙ୍କ ଆବେଦନର ଶୁଣାଣି

View: 84 ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ଓ ସୁରକ୍ଷା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। କାର୍‌ ଦୁର୍ଘଟଣାର 15 ଦିନ ପୂର୍ବରୁ ପୀଡ଼ିତାଙ୍କ ପରିବାର

ଆଜମ ଖାନ୍‌ଙ୍କ ପୁଅ ଗିରଫ

View: 93 ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ସାଂସଦ ଆଜମ ଖାନ୍‌ଙ୍କ ପୁଅକୁ ଆଜି ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ଆଜି ଜୋହର ବିଶ୍ୱ ବିଦ୍ୟାଳୟରେ ଚୋରି ହୋଇଥିବା ବହିର ଯାଞ୍ଚ ପାଇଁ ପହଞ୍ଚିଥିଲା। କିନ୍ତୁ ଏହି ସମୟରେ

ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ

View: 101 କେନ୍ଦ୍ରାପଡ଼ା ଜିଲା ଅଧୀନ ଭିତରକନିକା ଅଭୟାରଣ୍ୟ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।  ପର୍ଯ୍ୟଟନ ଋତୁରେ ଏଠାକୁ ବିଭିନ୍ନ ଆଡ଼ୁ ଲୋକଙ୍କ ସୁଅ ଛୁଟେ। ମୁଖ୍ୟତଃ ଏଠାରେ ଥିବା ବଉଳା କୁମ୍ଭୀର ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ବଉଳା କୁମ୍ଭୀର ପ୍ରଜନନ

ଏଣିକି ମିଳିବ 2 ଲିଟର କିରାସିନ

View: 86 କମିଲା କିରାସିନ କୋଟା। ‌ଅଗଷ୍ଟରୁ ହିତାଧିକାରୀମାନେ ଅଢ଼େଇ ଲିଟର ବଦଳରେ ପାଇବେ 2 ଲିଟର କିରାସିନ । ଆଜି ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ଏହି ସୂଚନା ଦେଇଛନ୍ତି। 8 ବର୍ଷ ଆଗରୁ କେନ୍ଦ୍ର ଯେତିକି

ଗୃହରେ ବର୍ଷିଲେ ତାରା

View: 244 ଶୂନ୍ୟକାଳରେ ଆଜି ବିଜେଡି-ବିଜେପି ଭିତିରି ସମ୍ପର୍କ କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡ଼ି-ବିଜେପି ଭିତିରି ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ହେଲେ ଦୁଇ ଦଳ ମୁହଁରେ ମାନିବାକୁ ନାରାଜ ।